Breaking News

ଓଡ଼ିଆ କାବ୍ୟ ପୁରାଣ ନୃସିଂହବତାର ଉନ୍ମୋଚନ |   (01-May-2026)       ||      କନ୍ଧମାଳ ଜିଲ୍ଲା ବାଲିଗୁଡା ରେ କାଳ ବୈଶାଖୀ ର ତାଣ୍ଡବ, ବର୍ଷା ପବନ ରେ ବିପୁଳ କ୍ଷୟ କ୍ଷତି ||   (01-May-2026)       ||      ବୋଲରା ଗାଡି ରେ 22କିଲୋ ଗଞ୍ଜେଇ ସହ ଅଭିଯୁକ୍ତ କୁ ଗିରଫ କଲା ଅବକାରୀ ଗୁଇନ୍ଦା ବିଭାଗ |    (01-May-2026)       ||      ଗଙ୍ଗାଧର ସାହୁ ବିଜ୍ଞାନ ମହା ବିଦ୍ୟାଳୟ ର ପ୍ରତିଷ୍ଠାତା ଙ୍କ ଦେହାନ୍ତ ||   (30-Apr-2026)       ||      କେଶପୁର ସ୍ନାତକ ମହାବିଦ୍ୟାଳୟ ଠାରେ ଏକ ଦିବସୀୟ ପାଠ ଚକ୍ର ଅନୁଷ୍ଠିତ |    (30-Apr-2026)       ||      ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଅବସର କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ |   (30-Apr-2026)       ||      ଖଲ୍ଲିକୋଟ ର ବିଭିନ୍ନ ସ୍ଥାନରେ 4ଗୋଟି ପ୍କକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣିଚନ୍ଦ୍ର ସେଠୀ ||   (30-Apr-2026)       ||      ଖଲ୍ଲିକୋଟ ଡି ଆଇ ଇ ଟି ରେ ଉତ୍କର୍ଷ କେନ୍ଦ୍ର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଓ ଜିଲ୍ଲପାଳ |    (30-Apr-2026)       ||      ଖଲ୍ଲିକୋଟ କୋର୍ଟ ପରିଷର ରେ ଆଇନ ଜୀବି ଙ୍କୁ ଆକ୍ରମଣ |    (30-Apr-2026)       ||      କୋଦଳା ସ୍ନାତକ ମହା ବିଦ୍ୟାଳୟ ରେ ଶିକ୍ଷା ବିଭାଗୀୟ ପାଠଚକ୍ର ଓବିଦାୟ କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ଆକାଶ ଜେନା ହତ୍ୟା ଘଟଣା ରେ ଆଉ ପାଞ୍ଚ ଜଣ ଗିରଫ ସହ ବାଇକ ଓଖଣ୍ଡା ଜବତ କଲା ପୋଲିସ |    (29-Apr-2026)       ||      କନ୍ଧମାଳ ଜିଲ୍ଳାରେ ସାମ୍ୱାଦିକ ସୁରକ୍ଷା ଓ ସହାୟତା ଦାବିରେ ତାତିଲେ ସାମ୍ବାଦିକମାନେ |    (29-Apr-2026)       ||      ପର୍ଯ୍ୟଟନ ସଚିବ ବଳବନ୍ତ ସିଂ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିଦର୍ଶନ କଲେ |    (29-Apr-2026)       ||      ବାଲିଘାଇ ଆକାଶ ଜେନା ମୃତ୍ୟୁ ଘଟଣା ରେ ଆଉଜଣେ ଗିରଫ |   (28-Apr-2026)       ||      ମାଲତେନ୍ତୁଳିଆ ଗ୍ରାମର ରାଜଦୀପ ହତ୍ୟା ଘଟଣାରେ ଆଉଜଣେ ଗିରଫ |   (28-Apr-2026)       ||      ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ |   (28-Apr-2026)       ||      ବିଦ୍ୟୁତ ଆଘାତ ରେ ମୃତ ପରିବାର କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ |    (28-Apr-2026)       ||      ବ୍ରାହ୍ମଣୀ ଗାଁ ବନାଞ୍ଚଳ ରେ ହାତୀପଲ, ବନ ବିଭାଗ ପକ୍ଷରୁ ଏଥିପାଇଁ ସଚେତନତା ଜାରି |   (28-Apr-2026)       ||      ଖାଜିପଲି ଗ୍ରାମରେ ସମସ୍ତଙ୍କ ସହଯୋଗ ରେ ସ୍ୱଚ୍ଛ ସେବାକାର୍ଯ୍ୟ ଆରମ୍ଭ    (28-Apr-2026)       ||     

ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାର କୁ 25 ଲକ୍ଷ କ୍ଷତି ପୂରଣ ଦେବାକୁ ସିପିଏମ ର ଦାବି |

29-Dec-2024

ସିପିଏମ ର ଦାବି ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାର କୁ ପଚିଶି ଲକ୍ଷ ଟଙ୍କା କ୍ଷତି ପୂରଣ ଦିଅ,

             ଓଡିଶା ଜନ ମତ ବ୍ୟୁରୋ ,

ବ୍ରହ୍ମପୁର : ଆଜି ସିପିଏମର ଏକ ପ୍ରତିନିଧି ଦଳ ଆତ୍ମହତ୍ୟା କରିଥିବା ଚାଷୀ ବନମାଳୀ ବରଙ୍ଗ ଗ୍ରାମକୁ ଯାଇଥିଲେ ।ତାଙ୍କ ଘରେ ରୁଗୁଣା ପତ୍ନୀ, ପୁଅ,ବୋହୁ, ଝିଅଙ୍କ ସମେତ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇ ଛନ୍ତି । ବନମାଳୀ ଜଣେ ଉତ୍ତମ ଲୋକ ଓ ଭଲ ଚାଷୀ ଥିଲେ ବୋଲି ଗ୍ରାମ ବାସୀ ପ୍ରକାଶ କରିଥିଲେ। ଚଳିତ ବର୍ଷ ନିଜର ସ୍ଵଳ୍ପ ଜମି ସହିତ ପ୍ରାୟ ୫ ଏକର ଜମି ଭାଗ ଚାଷକୁ ନେଇଥିଲେ । ଲଘୁ ଚାପ ଜନିତ ଲଗାଣ ବର୍ଷା ବନମାଳୀଙ୍କ ଫସଲ ଉଜାଡି ଦେଇଛି । ଏହି ଫସଲ ଅମଳ ପାଇଁ ବନମାଳୀ ପ୍ରାୟ ଲକ୍ଷା ଧିକ ଟଙ୍କା ଋଣ କରିଥିଲେ |ଫସଲ ନଷ୍ଟ ହୋଇଯିବା ଯୋଗୁଁ ହତାଶ ହୋଇ ଆତ୍ମ ହତ୍ୟା କରିବା ପାଇଁ ବାଧ୍ୟ ହୋଇ ଥିବା ଜଣାପଡ଼ିଥିଲା। ଲଘୁଚାପ ଜନିତ ବର୍ଷା ସମ୍ପର୍କରେ ପ୍ରଶାସନ ପକ୍ଷରୁ ପୂର୍ବ ସୂଚନା ଥିଲେ ଏଭଳି ଦୁର୍ଦଶା ଚାଷୀ ମାନଙ୍କର ହୋଇନଥାନ୍ତା ବୋଲି ଚାଷୀ ମାନେ ପ୍ରକାଶ କରିଥିଲେ। ପୂର୍ବରୁ ଚାଷୀ ମାନଙ୍କୁ ସଚେତନ କରିବା ପାଇଁ ସତର୍କ ସୂଚନା ଦେଉଥିଲେ। ପ୍ରଶାଶନ ମଧ୍ୟ ସତର୍କ  ରହୁ ଥିଲେ । ସମିଳିତ ଭାବେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା  କରିବା ସହଜ ହେଉଥିଲା।  ବର୍ଭମାନ ସରକାର କାମ ପରିବର୍ଭେ କେବଳ ପ୍ରଚାରରେ ବ୍ୟସ୍ତ ।ତେଣୁ ସାଧାରଣ ଲୋକ ହତାଶ ଅବସ୍ଥାରେ ଅଛନ୍ତି | ତେଣୁ ଏଭଳି ଅଘଟଣ
ଘଟୁଛି । ମୃତ ବମାଳିର ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ, ରୋଗିଣା ସ୍ତ୍ରୀକୁ ମାସକୁ ଅସହାୟ ଭତା ୩ ହଜାର ଟଙ୍କା ପ୍ରଦାନ ଏବଂ
ପରିବାରକୁ କରଜ ମୁକ୍ତ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଛି।
ସେହିଭଳି ସମସ୍ତ ଚାଷୀ ଓ ଭାଗ ଚାଷୀଙ୍କ ଧାନ ସରକାରୀ ଦରରେ କିଣିବା ପାଇଁ ବ୍ୟବସ୍ଥା କରିବା ଏବଂ ଚାଷୀ ଓ ଭାଗ ଚାଷୀ ଫସଲ ନଷ୍ଟ ର କ୍ଷତି ପୂରଣ ପାଇବେ ସେଥ‌ିପାଇଁ ଅତିଶିଘ୍ର ପଦକ୍ଷେପ ଗ୍ରହଣ କରିବ। ପାଇଁ  ପାର୍ଟି ପକ୍ଷରୁ ଦାବୀ କରାଯାଇଛି ।
ଆଜିର ଏହି ପ୍ରତିନିଧି ଦଳରେ ଜିଲ୍ଲା ସମ୍ପାଦକ ଯୁଧୁଷ୍ଠିର ବେହେରା, କୃଷକ ନେତା ହରୀକୃଷ୍ଣ ରେଡ଼ି, ରାମ ଚନ୍ଦ୍ର ନାୟକ, ପଦ୍ମ ପ୍ରଧାନ, ଜତି ରାଜ ପ୍ରଧାନ ଓ ଅଜୟ ଗୌଡ଼ ପ୍ରମୁଖ ଅଂଶଗ୍ରହଣକରିଥିଲେ।

News Comment

You Might Also Like

BACK TO TOP