Breaking News

ଓଡ଼ିଆ କାବ୍ୟ ପୁରାଣ ନୃସିଂହବତାର ଉନ୍ମୋଚନ |   (01-May-2026)       ||      କନ୍ଧମାଳ ଜିଲ୍ଲା ବାଲିଗୁଡା ରେ କାଳ ବୈଶାଖୀ ର ତାଣ୍ଡବ, ବର୍ଷା ପବନ ରେ ବିପୁଳ କ୍ଷୟ କ୍ଷତି ||   (01-May-2026)       ||      ବୋଲରା ଗାଡି ରେ 22କିଲୋ ଗଞ୍ଜେଇ ସହ ଅଭିଯୁକ୍ତ କୁ ଗିରଫ କଲା ଅବକାରୀ ଗୁଇନ୍ଦା ବିଭାଗ |    (01-May-2026)       ||      ଗଙ୍ଗାଧର ସାହୁ ବିଜ୍ଞାନ ମହା ବିଦ୍ୟାଳୟ ର ପ୍ରତିଷ୍ଠାତା ଙ୍କ ଦେହାନ୍ତ ||   (30-Apr-2026)       ||      କେଶପୁର ସ୍ନାତକ ମହାବିଦ୍ୟାଳୟ ଠାରେ ଏକ ଦିବସୀୟ ପାଠ ଚକ୍ର ଅନୁଷ୍ଠିତ |    (30-Apr-2026)       ||      ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଅବସର କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ |   (30-Apr-2026)       ||      ଖଲ୍ଲିକୋଟ ର ବିଭିନ୍ନ ସ୍ଥାନରେ 4ଗୋଟି ପ୍କକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣିଚନ୍ଦ୍ର ସେଠୀ ||   (30-Apr-2026)       ||      ଖଲ୍ଲିକୋଟ ଡି ଆଇ ଇ ଟି ରେ ଉତ୍କର୍ଷ କେନ୍ଦ୍ର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଓ ଜିଲ୍ଲପାଳ |    (30-Apr-2026)       ||      ଖଲ୍ଲିକୋଟ କୋର୍ଟ ପରିଷର ରେ ଆଇନ ଜୀବି ଙ୍କୁ ଆକ୍ରମଣ |    (30-Apr-2026)       ||      କୋଦଳା ସ୍ନାତକ ମହା ବିଦ୍ୟାଳୟ ରେ ଶିକ୍ଷା ବିଭାଗୀୟ ପାଠଚକ୍ର ଓବିଦାୟ କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ଆକାଶ ଜେନା ହତ୍ୟା ଘଟଣା ରେ ଆଉ ପାଞ୍ଚ ଜଣ ଗିରଫ ସହ ବାଇକ ଓଖଣ୍ଡା ଜବତ କଲା ପୋଲିସ |    (29-Apr-2026)       ||      କନ୍ଧମାଳ ଜିଲ୍ଳାରେ ସାମ୍ୱାଦିକ ସୁରକ୍ଷା ଓ ସହାୟତା ଦାବିରେ ତାତିଲେ ସାମ୍ବାଦିକମାନେ |    (29-Apr-2026)       ||      ପର୍ଯ୍ୟଟନ ସଚିବ ବଳବନ୍ତ ସିଂ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିଦର୍ଶନ କଲେ |    (29-Apr-2026)       ||      ବାଲିଘାଇ ଆକାଶ ଜେନା ମୃତ୍ୟୁ ଘଟଣା ରେ ଆଉଜଣେ ଗିରଫ |   (28-Apr-2026)       ||      ମାଲତେନ୍ତୁଳିଆ ଗ୍ରାମର ରାଜଦୀପ ହତ୍ୟା ଘଟଣାରେ ଆଉଜଣେ ଗିରଫ |   (28-Apr-2026)       ||      ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ |   (28-Apr-2026)       ||      ବିଦ୍ୟୁତ ଆଘାତ ରେ ମୃତ ପରିବାର କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ |    (28-Apr-2026)       ||      ବ୍ରାହ୍ମଣୀ ଗାଁ ବନାଞ୍ଚଳ ରେ ହାତୀପଲ, ବନ ବିଭାଗ ପକ୍ଷରୁ ଏଥିପାଇଁ ସଚେତନତା ଜାରି |   (28-Apr-2026)       ||      ଖାଜିପଲି ଗ୍ରାମରେ ସମସ୍ତଙ୍କ ସହଯୋଗ ରେ ସ୍ୱଚ୍ଛ ସେବାକାର୍ଯ୍ୟ ଆରମ୍ଭ    (28-Apr-2026)       ||     

ଟଙ୍କା ଠକେଇ ଅଭିଯୋଗ ରେ ମାଆ, ପୁଅଙ୍କୁ ଗିରଫକଲା ସାଇବର ପୋଲିସ |

29-Dec-2024

ଟଙ୍କା ଠକେଇ: ଗାଜିଆବାଦରୁ ମା’– ପୁଅଙ୍କୁ ବାନ୍ଧିଲା ଓଡ଼ିଶା ସାଇବର ପୁଲିସ,

                       ଓଡିଶା ଜନମତ  ବ୍ୟୁରୋ ,

ଭୁବନେଶ୍ୱର: ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ସାଇବର ଥାନା ପୁଲିସ ମା’-ପୁଅଙ୍କୁ ଉତରପ୍ରଦେଶର ଗାଜିଆବାଦ୍ରୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ନୀଲମ ଅଗ୍ରୱାଲ ଓ ତାଙ୍କର ପୁଅ ବଂଶ ଅଗ୍ରୱାଲ । ଉଭୟ ମା’– ପୁଅ ଗେମିଂ ପ୍ଲାଟଫର୍ମ ମାଧ୍ୟମରେ ଏକ କଂପାନି ଖୋଲି ଲୋକଙ୍କୁ ଡିଜିଟାଲ ମାଧ୍ୟମରେ  ଠକେଇ କରୁଥିଲେ ।ଠକେଇ ନେଇ ଭୁବନେଶ୍ୱରର ଜଣେ ବରିଷ୍ଠ ନାଗରିକ ସାଇବର ଥାନାରେ ଗତ ୨୨ ତାରିଖ ଦିନ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ତାଙ୍କୁ କିଛି ଅଜ୍ଞାତ ମୋବାଇଲ୍ ନମ୍ବର ଏବଂ ଟୋଲ୍ ଫ୍ରି ନମ୍ବରରୁ କଲ ଆସିଥିଲା, ଯାହାକୁ ସେ ଫେଡେକ୍ସ କ୍ୟୁରି ଅଫିସ୍ ଏବଂ ମୁମ୍ବାଇ ସାଇବର କ୍ରାଇମ୍ ଡିଭିଜନର ପୁଲିସ୍ କର୍ମଚାରୀ ବୋଲି ଦର୍ଶାଇଥିଲେ । ସାଇ ବର ଠକମାନେ କହିଥିଲେ ଯେ, କିଛି A ଦୁର୍ବୃତଙ୍କ ଦ୍ୱାରା ଅଭିଯୋଗକାରୀଙ୍କ ଆଧାର କାର୍ଡ ହ୍ୟାକ୍ ହୋଇଛି ଏବଂ ଟଙ୍କା ଠକେଇ ପାଇଁ ବ୍ୟବହୃତ ହୋଇଛି । ଏସଂପର୍କରେ ଅପରାଧିକ ମାମଲା ପଞ୍ଜୀକୃତ ହୋଇଛି ଏବଂ ସେମାନେ ଧମକ ଦେଇଛନ୍ତି ଯେ ତାଙ୍କୁ ତିନିରୁ ସାତ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଯାଞ୍ଚ ପାଇଁ ସେମାନେ ପରାମର୍ଶ ଦେଇଥିବା ଏକ ଆକାଉଂଟକୁ ତାଙ୍କର ସମସ୍ତ ଟଙ୍କା ସ୍ଥାନା ନ୍ତର କରିବାକୁ କହିଥିଲେ ଏବଂ ପରବର୍ତୀ ସମୟରେ ସମସ୍ତ ରାଶି ତାଙ୍କ ଆକାଉଂଟ କୁ ଫେରାଇ ଦିଆଯିବ ବୋଲି କହିଥିଲେ । ସେହିପରି ସେମାନେ ତାଙ୍କୁ ତାଙ୍କ ଏସବିଆଇ ଆକାଉଂଟରୁ ପାଂଚଟି କାରବାରରେ ଏବଂ ତାଙ୍କ ପତ୍ନୀଙ୍କ ଏସବିଆଇ ଆକାଉଂଟରୁ ୨୦୨୪ ମେ ୧୪ରୁ ୨୦୨୪ ମେ` ୧୮ ତାରିଖ ମଧ୍ୟରେ ୧,୩୭,୯୦,୦୦ (ଏକ କୋଟି ତିରିଶ ଲକ୍ଷ ନବେ ହଜାର) ଟ୍ରାନ୍ସଫର କରିବାକୁ ବାଧ୍ୟ କରିଥିଲେ । ସାଇବର ଅପରାଧ ଶାଖା ଟଙ୍କା ସମୀକ୍ଷା କରିବା ପରେ ପୀଡ଼ିତ ବ୍ୟକ୍ତି ତିନୋଟି ଭିନ୍ନ ଆକାଉଂଟରେ ୧.୩୮ କୋଟି ଟଙ୍କା ଜମା କରିଥିବା ନେଇ ସ୍ପଷ୍ଟ ହୋଇଥିଲା । ସେଥିମଧ୍ୟରୁ ୧.୧୨ କୋଟି ଟଙ୍କା ବଂଶୀଲାଲ ସଫ୍ଟୱେୟାର ପ୍ରାଇଭେଟ ଲିମିଟେଡ ଆକାଉଂଟରେ ଜମାକରାଯାଇ ଥିବା ଜଣାପଡ଼ିଥିଲା । ତଦନ୍ତ ବେଳେ ଏହା ଜଣାପଡ଼ିଥିଲା ଯେ ନୀଲମ ଅଗ୍ରୱାଲ ଏବଂ ବଂଶ ଅଗ୍ରୱାଲ ହେଉଛନ୍ତି ଏହି କଂପାନିର ମାଲିକ । ସୂଚନା ଆଧାରରେ କ୍ରାଇମ୍ ବ୍ରାଚ ଟିମ୍ ଗାଜିଆବାଦ୍ ରେ ପହଂଚି ଥିଲା ଏବଂ ସ୍ଥାନୀୟ ବିଜୟନଗର ଥାନା ପୁଲିସର ସହଯୋଗରେ ଅଭିଯୁକ୍ତ ମା’-ପୁଅଙ୍କୁ ଗତ ୨୭ ତାରିଖ ଦିନ ଗିରଫ କରିଛି । ପୁଲିସ ମା’-ପୁଅଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡ ରେ ଆଣିଛି । ଅଭିଯୁକ୍ତମାନେ ୧୩ଟି ଆକାଉଂଟ ମାଧ୍ୟମରେ ଲୋକଙ୍କୁ ଡିଜିଟାଲ ମାଧ୍ଯମରେ ଠକୁ ଥିବା ପୁଲିସ ଜାଣିବାକୁ ପାଇଛି ।

News Comment

You Might Also Like

BACK TO TOP