Breaking News

ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||      ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବାହୁଦା ବନ୍ଦର, ଓ ଶିଳ୍ପ ନିବେଶ ଦ୍ୱାରା ବଦଳିବ ଗରିବଙ୍କ ଭାଗ୍ୟ |   (28-Aug-2026)       ||      ରକ୍ଷା ବନ୍ଧନ ର ପୌରାଣିକ ମତ, ଓ ଶିକ୍ଷଣୀୟ କଥା |   (28-Aug-2026)       ||      ମନ୍ଦିର ସମନ୍ବିତ ଉର୍ନ୍ନତି କରଣ ସକାଶେ ବିଧାୟକ ଙ୍କ ପ୍ରସ୍ତୁତି ବୈଠକ |    (28-Aug-2026)       ||      ଶକ୍ତିଶ୍ରୀ ସେଲ ପକ୍ଷରୁ ଆଇନ ସଚେତନତା କର୍ମଶାଳା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଅନୁଷ୍ଠିତ ||   (28-Aug-2026)       ||      "ନିଶାମୁକ୍ତ ଓଡିଶା ଅଭିଯାନ ` ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ||   (28-Aug-2026)       ||      2026 ର ଶ୍ରେଷ୍ଠ ଅଧକ୍ଷ ଭାବେ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ସମ୍ମାନିତ |   (28-Aug-2026)       ||      ରୀତିନୀତି ଅନୁଯାୟୀ ଗହ୍ମାପର୍ବ ମାହାଳହାଟ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ |   (28-Aug-2026)       ||      4ଦଶନ୍ଧି ଧରି ଅସୁବିଧା ରେ ଥିବା ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ କଲେ ମୁଖ୍ୟମନ୍ତ୍ରୀ ||   (28-Aug-2026)       ||      ବରଗଡ଼ ଜିଲ୍ଲା ର ମାଆ, ଝିଅ ନେପାଳ ବନ୍ୟା ରେ ନିଖୋଜ, ସ୍ୱାମୀ ସୁରକ୍ଷିତ ||   (28-Aug-2026)       ||      ରକ୍ଷାବନ୍ଧନ ରେ 120 ଭାଇ ହାତରେ ନିଶା ମୁକ୍ତ ପାଇଁ ରାକ୍ଷୀ ବାନ୍ଧିଲେ 120 ଭଉଣୀ ||   (28-Aug-2026)       ||      ଯାତ୍ରା କରୁଥିଲା ବେଳେ ହଠାଥ ପେଣ୍ଡେଲ ରେ ଅସୁସ୍ଥ ହୋଇ ପଡିଲେ ପିୟୁଷ ତ୍ରିପାଠୀ ||   (28-Aug-2026)       ||     

ପୁରୁଷୋତ୍ତମପୁର ବାର ହଲ ରେ ନିଖିଳ ଉତ୍କଳ ଆଇନ ଯିବି କର୍ମକର୍ତ୍ତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା |

07-Jan-2025

ଓଡିଶା ଆଇନ ଯିବି ସଙ୍ଘ ନୂତନ କର୍ମକର୍ତ୍ତା ଙ୍କୁ ପୁରୁଷୋତ୍ତମପୁର ରେ ସମ୍ବର୍ଦ୍ଧନା,

                   ଓଡିଶା ଜନ ମତ ବ୍ୟୁରୋ,

ଗତ ଡିସେମ୍ବର ମାସ 30 ତାରିଖ ରେ ଭଞ୍ଜନଗର ଠାରେ ନିଖିଳ ଓଡିଶା ଆଇନ ଯିବି ସଙ୍ଘ ର 53ତମ ଉଛବରେ  ଗଞ୍ଜାମ ଜିଲ୍ଲା ର 4ଜଣ ଙ୍କ ମଧ୍ୟରୁ ପୁରୁଷୋତ୍ତମ ପୁର ଓକିଲ ସଙ୍ଘ ର ସଭାପତି ଥିବା ସ୍ୱରାଜ୍ୟ  ପାଣିଗ୍ରାହୀ  ନିଖିଳ ଉତ୍କଳ ଆଇନ ଯିବି ସଂଘର ଉପ ସଭାପତି ରୂପେ ନିର୍ବାଚିତ ହୋଇଥିବା ବେଳେ  ଅନ୍ୟ ଦୁଇଜଣ ରଘୁନାଥ ପାଣିଗ୍ରାହୀ, ନୟନ ଚନ୍ଦ୍ର ମହାପାତ୍ରମଧ୍ୟଉପସଭାପତି ରୂପେ ନିର୍ବାଚିତ ହୋଇ ଥିଲେ  | ଏବଂଅନ୍ୟଜଣେ କୁଞ୍ଜ ବିହାରୀ ପଣ୍ଡା ଯୁଗ୍ମ ସମ୍ପାଦକରୂପେ ନିର୍ବାଚିତହୋଇଥିଲେ | ସେହିପରି  ଅଲ ଓଡିଶା ବାର  କାଉନ ସିଲ ର ମେମ୍ବର ଥିବା ବ୍ରହ୍ମପୁର ପୀତବାସ ପଣ୍ଡା ଙ୍କୁ  ପୁରୁଷୋତ୍ତମପୁର ବାର ତରଫରୁ ପ୍ରୋସେସନ ସହ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ  ସମ୍ବର୍ଦ୍ଧିତ  କରିବା ସହ ଏକ ବୈଠକ ର ଆୟୋଜନ କରିଥିଲେ  |  ଏହି କାର୍ଯ୍ୟକ୍ରମ କୁ ବରିଷ୍ଟ ଓକିଲତଥାପୂର୍ବତନ ବାର ଓକିଲ ସଙ୍ଘସଭାପତି ଉପେନ୍ଦ୍ର ପଣ୍ଡା ଙ୍କ ପୌରହିତ୍ୟ ରେ ଆରମ୍ଭ କରାଯାଇଥିଲା  |  ପୂର୍ବାହ୍ନ ୧ ଘଣ୍ଟ ସମୟରେ ୟୁନ୍ନିୟନ ବ୍ୟାଙ୍କ ନିକଟରୁ ସମସ୍ତଙ୍କୁ ବାଜା ବଜେଇ ପାଛୋଟି ନେଇ ଓକିଲ ସଂଘର ବୈଠକ ଗୃହରେ ସମ୍ବର୍ଦ୍ଧନା କରାଯାଇଥିଲା  l ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଓକିଲ ସଂଘର ସଦସ୍ୟ ପୀତବାସ ପଣ୍ଡା ଯୋଗଦେଇ ରାଜ୍ୟରେ ଥିବା ଆଇନଜୀବୀ ଙ୍କର ବିଭିନ୍ନ ସମସ୍ୟାକୁ ଓଡିଶା ସରକାରଙ୍କ ଦୂଷ୍ଟି ଗୋଚର ନେଇ ଓକିଲଙ୍କ କର୍ପୋସ ଫଣ୍ଡ ବୃଦ୍ଧି ନିମନ୍ତେ ପ୍ରସ୍ଥାଦ ଦେବା ସହ ଓକିଲ ମାନଙ୍କ ର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି ବୋଲି ନିଜ ମତ ପୋଷଣ କରିଥିଲେ l ଏହି ସମ୍ବର୍ଦ୍ଧନା ଉତ୍ସବ  ରେ ବରିଷ୍ଠ ଆଇନଜୀବୀ କେଦାରନାଥ ପଟ୍ଟନାୟକ,ଦେବେନ୍ଦ୍ର ମହାପାତ୍ର, ଗୌରୀ ଶଙ୍କର ରାଉଳ,ପଦ୍ୟୁଷ କୁମାର ବାହିନୀପତି, ବାସୁଦେବ ଜେନା, ସରକାରୀ ଆଇନ ଜୀବୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ଗୌଡ଼, ରମା ରଞ୍ଜନ ଦାସ, ପ୍ରଭାତ କୁମାର ଦାସ, ପ୍ରଭାତ କୁମାର ପଟ୍ଟନାୟକ, ସିମାଞ୍ଚଳ ମିଶ୍ର, ରବୀନ୍ଦ୍ର ସାହୁ, ଅଶୋକ କୁମାର ମହାଙ୍କୁଡ, ଅକ୍ଷୟ ବେହେରା, ପାଣ ବେହେରା, ସେହିପରି ଓକିଲ ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ପାଢ଼ୀ, ଉପ ସଭାପତି ଦୁର୍ଗା ଚରଣ ଦାସ, ସହ ସମ୍ପାଦକ ନିରଞ୍ଜନ ବେହେରା, ସୀତାରାମ ପାଣିଗ୍ରାହୀ, ପବିତ୍ର ସାହୁ, ପ୍ରଶାନ୍ତ ପାଢ଼ୀ, ପି ଗୋପାଳ, ରାଜେନ୍ଦ୍ର ପ୍ରାସାଦ ଶତପଥୀ,ସଦାଶିବପଣ୍ଡା, କାମେଶ୍ୱର ଗୌଡ଼, ଇନ୍ଦ୍ରମଣୀ ଦକେଇ ଙ୍କ ସହିତ ବହୁ ଆଇନ ଯିବି ପ୍ରମୁଖ ଉପସ୍ଥିତ ରହି ପରିଚାଳନାଓ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

News Comment

You Might Also Like

BACK TO TOP