Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

2026 ର ଶ୍ରେଷ୍ଠ ଅଧକ୍ଷ ଭାବେ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ସମ୍ମାନିତ |

28-Aug-2026

ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ୨୦୨୬ ର ଶ୍ରେଷ୍ଠ ଅଧକ୍ଷଭାବେ ସମ୍ମାନୀତ। 
ଓଡିଶା ଜନମତ,ଜଗତସିଂହପୁର
ଜ୍ୟୋତି ରଞ୍ଜନ ପଟ୍ଟନାୟକ....
ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ କରମଙ୍ଗ ସ୍ଥିତ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷ ଡକ୍ଟର ଅଜୟ କୁମାର ମୁଦୁଲିଙ୍କୁ ଚଳିତ ବର୍ଷ ୨୦୨୬ର ଶ୍ରେଷ୍ଠ ଅଧକ୍ଷଭାବେ ଚୟନ କରାଯାଇ ସମ୍ନାନୀତ କରାଯାଇଛି। ଜାତୀୟ ଶିକ୍ଷା ପରିଷଦର ଏ ଆଇ ଲୋଗୋ ଉନ୍ମୋଚନ ଓ ରୋବୋଟିକ ସମିଟ ଅଗଷ୍ଟ ୨୬ ରିଖରେ କଲିକତା ସ୍ଥିତ ଆଇ.ସି.ସି. ଆର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପଦ୍ମଶ୍ରୀ ସ୍ୱାମୀ ପ୍ରଦୀପ୍ତାନନ୍ଦ ଜୀ ଉଦଘାଟକ,ପଶ୍ଚିମବଙ୍ଗ ସରକାରଙ୍କ ପ୍ରତିନିଧିଭାବେ ସୁଭେନ୍ଦୁ ସରକାର, ମୁଖ୍ୟଅତିଥି, ସମ୍ନାନୀତ ଅତିଥିଭାବେ ଆଚାର୍ଯ୍ୟ ସଞ୍ଜୟ ଶାସ୍ତ୍ରିଜୀ, ଯୋଧପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚୌଧୁ୍ରିଜୀ, ପଶ୍ଚିମବଙ୍ଗ ସରକାରଙ୍କ କୃଷି ନିର୍ଦେଶକ ,ଶିକ୍ଷା ନିର୍ଦେଶକ ଆଇ ଆଇଟି, ଖଡ଼ଗପୁର ଭୁବନେଶ୍ୱର ର ପ୍ରଫେସର ଓ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗଦାନ କରିଥିଲେ। ଭାରତୀୟ ପରମ୍ପରା ରେ ଶିକ୍ଷାଗୁରୁ ଓ ଜ୍ଞାନଗୁରୁଙ୍କ ଭୂମିକାକୁ ଆଲୋଚନା କରିଥିଲେ। ଶିକ୍ଷା ପ୍ରକ୍ରିୟାରେ କିପରି ଏ. ଆଇ ଓ ରୋବୋଟିକ ର ପ୍ରସାର ପାଇଁ କାର୍ଯ୍ୟକର୍ମ ପ୍ରସ୍ତୁତ କରିବା ଓ ସଚେତନତା ସୃଷ୍ଟି କରିବା, ସମସ୍ତେ ତତ୍ପରତା ହେବାକୁ ବକ୍ତାମାନେ ଉପଦେଶ ଦେଇଥିଲେ । ସାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷ୍ୟ ଡକ୍ଟର ଅଜୟ କୁମାର ମୁଦୁଲି ଙ୍କୁ ଶିକ୍ଷାୟତନରେ ଶୃଙ୍ଖଳା, ଆଧ୍ୟାତ୍ମିକ ପରିବେଷ୍ଟିନୀ ଓ ଶିକ୍ଷା ବ୍ୟବସ୍ଥା ରେ ଦୃଢ଼ ଓ ଶୃଙ୍ଖଳିତ ନେତୃତ୍ୱ କୁ ବିଚାରପତି ଙ୍କ ଦ୍ୱାରା ଶ୍ରେଷ୍ଠତା ମନୋନୀତ କରାଯାଇ ଶ୍ରେଷ୍ଠ ଅଧକ୍ଷ୍ୟ ଭାବେ ସମ୍ମାନୀତ କରାଯାଇଥିଲା।

News Comment

You Might Also Like

BACK TO TOP