Breaking News

ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||      ସାରାରାଜ୍ୟରେ ପନିର ପରେ ମିଠା ଦୋକାନ ରେ ଚଢ଼ାଉ କରୁଛି ଖାଦ୍ୟ କଣ୍ଟ୍ରୋଲ ବିଭାଗ |    (26-Aug-2026)       ||      ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ର ଚଢ଼ାଉ 11ଯୁଆଡ଼ି ସହ ବହୁ ସାମାନ ଜବତ ||   (26-Aug-2026)       ||      ଅଭିନେତା ଗୋବିନ୍ଦା ଓ ସ୍ତ୍ରୀ ସୁନିତା ଙ୍କୁ ଛାଡ଼ ପତ୍ର ବିବାଦ ନେଇ ମାଇଁଙ୍କୁ ସାହାଯ୍ୟ କଲେ ଗୋବିନ୍ଦା ଙ୍କ ଭାଣଜି |    (26-Aug-2026)       ||      ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||   (26-Aug-2026)       ||      ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |    (26-Aug-2026)       ||      ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |   (26-Aug-2026)       ||      ସନ୍ତୋଷ ସିଂ ସାଲୁଜା ଙ୍କ ମତ M M D R ବିଲ ପ୍ରତ୍ୟହାର ନ କଲେ ଶାସକ ଦଳ ଏମପି ଓ ଏମ ଏ ଏଲ ଙ୍କ ଘର କୁ ଘେରାଉ କରିବ କଂଗ୍ରେସ |   (26-Aug-2026)       ||      ଜିଓ କମ୍ପାନୀ ର ଜବରଦସ୍ତ ଅଫର, 49 ଟଙ୍କାରେ ଅନ ଲିମିଟେଡ଼ ଡାଟା |   (26-Aug-2026)       ||      ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||     

ପ୍ରୟାଗ ରାଜ ମହାକୁମ୍ଭ ମେଳାରେ ଏକତ୍ର ହେବେ 45 କୋଟିରୁ ଅଧିକ ଶ୍ରଦ୍ଧାଳୁ |

12-Jan-2025

ପ୍ରୟାଗରାଜ ମହାକୁମ୍ଭମେଳାରେ 
ଏକତ୍ର ହେବେ ୪୫ କୋଟିରୁ ଅଧୂକ ଭକ୍ତ,

                 ଓଡିଶା ଜନମତ ବ୍ୟୁରୋ,

ଉତ୍ତର ପ୍ରଦେଶର ମହାକୁମ୍ଭ ନଗରରେ ଜାନୁଆରି ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ମହାକୁମ୍ଭ  ମେଳା ପାଇଁ  ପ୍ରସ୍ତୁତି ଚୂଡ଼ାନ୍ତ  ପର୍ଯ୍ୟାୟରେ ପହଞ୍ଚିଛି। ସଙ୍ଗମ ଅଞ୍ଚଳର ଦୀର୍ଘ ବାର କିଲୋମିଟର ଥୂବା ନଦୀ ଦୀ କୂଳ ଅଞ୍ଚଳରେ ସ୍ନାନ ବିଧୂପାଇଁବ୍ୟବସ୍ଥାକରାଯାଇଛି। ଉତ୍ତରପ୍ରଦେଶ ମୁଖ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୁରୁବାର ସନ୍ଧ୍ୟାରେ  ପ୍ରୟାଗରାଜରେ ହେବାକୁ ଥ‌ିବା ଭବ୍ୟକାର୍ଯ୍ୟ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତିର ସମୀକ୍ଷ  କରିଛନ୍ତି। ପ୍ରୟାଗରାଜର ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମସ୍ଥଳରେ ଚଳିତ ମାସ ୧୩ ତାରିଖରୁଫେବ୍ରୁଆରି ୨୬ ତାରିଖ ପର୍ଯ୍ୟନ୍ତ ମହାକୁମ୍ଭ ମେଳା ଅନୁଷ୍ଠିତ ହେବ। ଏହି ମେଳାରେ ଦେଶ ବିଦେଶରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେବ ବୋଲି ଆଶା କରା ଯାଉଛି।
ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା ସନାତନ ସଂସ୍କୃତି ମହାକୁମ୍ଭର ସବୁଠାରୁ ବଡ଼ ଉତ୍ସବରେ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ଆସିବେ ବୋଲି ଆଶା କରାଯାଉଛି। ଶ୍ରଦ୍ଧାଳୁଙ୍କୁ ଉତ୍ତମ ଆଧ୍ୟାତ୍ମିକ ଅନୁଭୂତି ଦେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ସଙ୍ଗମ ଅଞ୍ଚଳର ପ୍ରମୁଖ ଘାଟଗୁଡ଼ିକର ପୁନଃବିକାଶ କରାଯାଇଛି। ମେଳା ଅଧି କାରୀ ଅଭିନବ ପାଠକ କହିଛନ୍ତି ଯେ ଗଙ୍ଗା ଏବଂ ଯମୁନା ନଦୀ କୂଳରେ ୭ଟି କଂକ୍ରିଟ ଘାଟ ନିର୍ମାଣ କରା ଯାଇଛି।
ସେଗୁଡ଼ିକ ହେଲା ଗଙ୍ଗା ନଦୀର ଦଶାଶ୍ୱମେଧ ଘାଟ, କାଳୀ ଘାଟ, ଛଟନାଗ ଘାଟ ଏବଂ ଯମୁନା ନଦୀର କିଲା ଘାଟ, ସରସ୍ଵତୀ ଘାଟ, ମୋରି ଘାଟ ଓ ମାହେବ ଘାଟ। ସବୁ ଘାଟରେ ପୋଷାକ ପରିବର୍ତନ ପାଇଁ କୋଠରୀ ମଧ୍ଯ ନିର୍ମାଣ କରାଯାଇଛି। ଲୋକମାନେ ଯେପରି ସହଜରେ ଘାଟ ଚିହ୍ନିପାରିବେ ସେଥ‌ିପାଇଁ ପ୍ରତି ଘାଟରେ ଡମରୁ, ତ୍ରିଶୂଳ ଭଳି ଭିନ୍ନ ଭିନ୍ନ ଚିହ୍ନ ଲଗାଯାଇଛି। ଏହାବ୍ୟତୀତ ଲୋକଙ୍କ ସୁରକ୍ଷା ପାଇଁ ୱାଚ୍ ଟାୱାର ଲଗାଯାଇଛି। ସୁରକ୍ଷିତ ସ୍ନାନ ପାଇଁ ପାଣିରେ ବ୍ୟାରିକେଡ ସହ ପାଣି ପୁଲିସ ମଧ୍ଯ ମୁତୟନ ହେବେ।

News Comment

You Might Also Like

BACK TO TOP