Breaking News

ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||     

ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |

25-Aug-2026

ଅବ୍ୟବସ୍ଥା ଘେରରେ ଛାତ୍ରୀନିବାସ l
ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଅଭିଭାବକଙ୍କ ଗୁରୁତର ଅଭିଯୋଗ l

ଓଡିଶା ଜନମତ,କୋଦଳା : 25/08/26 :

ଭଞ୍ଜ କିଶୋର ମହାରଣା l

ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ପରିସରରେ ଅନେକ ପ୍ରକାର ସୁବିଧା କରୁଛନ୍ତି l କେହି ଯେପରି ଶିକ୍ଷାରୁ ବଞ୍ଚିତ ନହୁଏ ସେଥିପାଇଁ ମାଗଣା ଶିକ୍ଷା, ମାଗଣା ଭୋଜନ, ମାଗଣା ପୋଷାକ ଭଳି ମହତ୍ତ କାର୍ଯ୍ୟ କରି ଆସୁଛନ୍ତି l ଏପରିକି ଛାତ୍ରଛାତ୍ରୀଙ୍କ ଯାତାୟାତରେ ଅସୁବିଧା ନହେବା ପାଇଁ ବିଶେଷ କରି ଛାତ୍ରୀମାନଙ୍କ ପାଇଁ କେତେକ ବିଦ୍ୟାଳୟ ପରିସରରେ ହଷ୍ଟେଲ ବ୍ୟବସ୍ଥା କରୁଛନ୍ତି l କିନ୍ତ ବେଳେବେଳେ ବିଭିନ୍ନ ଛାତ୍ରୀନିବାସ ଗୁଡିକରେ ବିଭିନ୍ନ ମୌଳିକ ସୁବିଧା ନଥିବା, ସୁରକ୍ଷା ଅଭାବ, ଖାଦ୍ୟର ମାନ ଖରାପ ହେବାନେଇ ଅଭିଯୋଗ ହୋଇଆସୁଛି l ସମ୍ପ୍ରତି ଏଭଳି ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଜନତା ହାଇସ୍କୁଲ ପରିସରରେ ଥିବା ଆଦିବାସୀ ହରିଜନ ଛାତ୍ରୀବିବାସକୁ ନେଇ l ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ସୁରକ୍ଷା ପ୍ରତି ଆଶଙ୍କା ବ୍ୟକ୍ତକରି ଅଭିଭାବକ ମାନେ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି l ଅଭିଯୋଗ ମୁତାବକ ଦୀର୍ଘଦିନ ଧରି ଛାତ୍ରୀମାନେ ସୁରକ୍ଷିତ ଅବସ୍ଥାରେ ରହିଆସୁଥିଲେ l ବର୍ତମାନ ନୂତନ ପ୍ରଧାନଶିକ୍ଷକ କାର୍ଯ୍ୟରେ ଯୋଗଦେବା ଠାରୁ ପିଲାମାବେ ଅସୁରକ୍ଷିତ ହେବାସହ ନିର୍ଯ୍ୟାତିତ ହେଉଛନ୍ତି l ହଷ୍ଟେଲର ରୋଷେୟା ଛାତ୍ରୀମାନଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହ ସେମାନଙ୍କୁ ବିଭିନ୍ନ ଧମକ ଚମକ ଦେଈ ଘର ସଫା କରିବା, ଚାଉଳ ବାଛିବା,ପରିବା କାଟିବା, ଖାଦ୍ୟ ପରଷିବା, ବାସନ ମାଜିବା ଆଦି କାର୍ଯ୍ୟରେ ନିୟୋଜିତ କରି ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଉଛନ୍ତି l ସରକାରଙ୍କ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଖାଦ୍ୟ ମିଳୁନି, ତାହାବି ଅତ୍ୟନ୍ତ ନିମ୍ନମାନର ଏବଂ ବିଳମ୍ବରେ ମିଳୁଛି l ସାଧାରଣ ଥଣ୍ଡା ଜ୍ୱର କିମ୍ବା କାଶ ହେଲେ ପିଲାମାନଙ୍କୁ ଚିକିତ୍ସା ନକରି ପ୍ରଧାନଶିକ୍ଷକ ଘରକୁ ପଠାଇଦେଉଛନ୍ତି l ବିଦ୍ୟାଳୟର ପିଅନ ପିଲାମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରତ୍ୟେକ ଦିନ ସ୍କୁଲରେ ଝାଡୁ ମାରିବାରେ ନିୟୋଜିତ କରୁଛନ୍ତି l ହଷ୍ଟେଲ ଚତୁର୍ପାଶ୍ୱ ସଫାସୁତୁରା ନଥିବାରୁ ବିଭିନ୍ନ ସରୀସୃପରୁ ପିଲାଙ୍କ ଜୀବନ ପ୍ରତି ବିପଦ ରହୁଛି l କିଛି ଅବିବାହିତ ଶିକ୍ଷକ ହଷ୍ଟେଲ ପରିସରରେ ଥିବା ରୁମରେ ରହୁଛନ୍ତି ଏବଂ ହଷ୍ଟେଲରେ ଖାଉଛନ୍ତି l ଫଳରେ ଛାତ୍ରୀମାନଙ୍କ ଭବିଷ୍ୟତ ପ୍ରତି ଆଶଙ୍କା ରହୁଛି l ଯେଉଁ ଉଦେଶ୍ୟ ନେଇ ପିଲାମାନଙ୍କୁ ହଷ୍ଟେଲରେ ଛଡ଼ାଯାଇଛି ତା`ର ଘୋର ଅବନ୍ନତି ହେଉଥିବା ଏବଂ ପିଲାଙ୍କ ସୁରକ୍ଷା ପ୍ରତି ବିପଦ ଚିନ୍ତା କରି ଅଭିଭାବକ ମାନେ ପ୍ରଧାନଶିକ୍ଷକ ଏ ସିମାଞ୍ଚଳ ପାତ୍ରଙ୍କ ବିରୁଦ୍ଧରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉଦେଶ୍ୟରେ ବେଗୁନିଆପଡା ବିଇଓ ରୁଦ୍ର ନାରାୟଣ ସାହୁଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ଏସମ୍ପର୍କରେ ବିଇଓ ଶ୍ରୀ ସାହୁଙ୍କୁ ଯୋଗାଯୋଗ କରିବାରୁ ଏହାର ତଦନ୍ତ କରାଯାଉଛି ବୋଲି କହିଛନ୍ତି l ବିଇଓଙ୍କ ପାଖରୁ କାରଣ ଦର୍ଶାଅ ନୋଟିସ ଆସିଛି, ମୁଁ ଏହାର ଉତ୍ତର ରଖିଛି ବୋଲି  ପ୍ରଧାନଶିକ୍ଷକ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି l ବର୍ତମାନ ସୁଦ୍ଧା କୌଣସି ଅଭିଯୋଗ ଆସିନି, ଆସିଲେ ଏହାର ତଦନ୍ତ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର ପ୍ରକାଶ କରିଛନ୍ତି l ଅପରପକ୍ଷରେ ଡବ୍ଲୁଇଓ ଦାୟିତ୍ୱରେ ଥିବା GPDO ସୁଧୀର ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ "ଦୁଇଦିନ ମଧରେ କାରଣ ମଗାଯାଇଛି l ଯଦି ଜବାବ ନମିଳେ ତାହେଲେ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ" ବୋଲି ସେ କହିଛନ୍ତି l

News Comment

You Might Also Like

BACK TO TOP