Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ବିନାୟକ ମନ୍ଦିର ର ଉନ୍ନତି ଲାଗି ହାତ ବଢ଼ାଇଲେ ସମାଜ ସେବୀ ଦୀପକ ମୁଦୁଲି |

11-Aug-2026

ଶ୍ରୀ ସମ୍ପଦ ବିନାୟକ ମନ୍ଦିରର ଉନ୍ନୟନ ଲାଗି ହାତ ବଢ଼ାଇଲେ ସମାଜସେବୀ ଦୀପକ ମୁଦୁଲି ।
 ଓଡିଶା ଜନ ମତ,ଛତ୍ରପୁର, ତା.୧୧ / ୮ 

କେ.ସତ୍ୟନାରାୟଣ ରେଡ୍ଡୀ,:----
ବିଶିଷ୍ଟ ସମାଜସେବୀ ଦୀପକ କୁମାର ମୁଦୁଲି ସୋମବାର ଛତ୍ରପୁର ସହରାଞ୍ଚଳର ବେରକ୍ ସାହି ରେ ଅବସ୍ଥାପିତ ଶ୍ରୀ ସମ୍ପଦ ବିନାୟକ ମନ୍ଦିରର ଉନ୍ନୟନ ଲାଗି ନିଜ ହାତ ପାଣ୍ଠିରୁ କଲେ ଆବଣ୍ଟନ ।
ପ୍ରାରମ୍ଭରେ ସିଦ୍ଧିଶ୍ରୀ ବିନାୟକ ଭଗବାନ ଙ୍କ ଠାରେ ବିଧିବଦ୍ଧ ଭାବେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ଲାଗି କରାଇ କମିଟି ପକ୍ଷରୁ ଆୟୋଜିତ ଆନୁଷ୍ଠାନିକ ସଭାରେ କଥା ରଖି ମନ୍ଦିରର ଉନ୍ନୟନ ଓ ପାରିପାର୍ଶ୍ୱିକ ନିର୍ମାଣ କାର୍ଯ୍ୟରେ ନିଜସ୍ୱ ହାତ ପାଣ୍ଠିରୁ ଆର୍ଥିକ ଅନୁଦାନ ପ୍ରଦାନ କରିବା ନିମନ୍ତେ ନିର୍ଭର ପ୍ରତିଶୃତି ଦେଇ କମିଟି ଭଦ୍ରମଣ୍ଡଳୀଙ୍କୁ ଉତ୍ସାହିତ କରିଥିଲେ ।
ଏହି ଅବସରରେ ମନ୍ଦିରର ବଳକା ଥିବା ଆଜୀବନ ସଦସ୍ୟ ଦେୟ ବାବଦରେ ୧ ଲକ୍ଷ ୧୮ ହଜାର ଟଙ୍କା ଜରୁରୀ କାଳୀନ ଭିତ୍ତିରେ ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
ମନ୍ଦିରର ବିଭିନ୍ନ ଉନ୍ନୟନ କାର୍ଯ୍ୟାବଳୀ ସମ୍ପର୍କରେ ଅବଗତ ହୋଇ ପରିଚାଳନା କମିଟି ସହ ଆଲୋଚନା କରିବା ସହ ଆଗାମୀ ଦିନରେ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜର ସହଯୋଗ ଜାରୀ ରଖିବେ ଏବଂ ଚଳିତ ବର୍ଷ ଠାରୁ ଗଣେଷ ପୂଜା ପାର୍ବଣ ସମୟରେ ଆଡମ୍ଭରପୂର୍ଣ୍ଣ ହେବା ସାଂଗକୁ ଦୁଇହଜାର ଭକ୍ତଙ୍କ ନିମନ୍ତେ ଅନ୍ନ-ପ୍ରସାଦ ସେବନ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛନ୍ତି, ବୋଲି ସମାଜସେବୀ ଶ୍ରୀ ମୁଦୁଲି ପ୍ରତିଶ୍ରୁତି ଦେଇଛନ୍ତି ।
ଶ୍ରଦ୍ଧାଳୁ ଭକ୍ତମାନଙ୍କ ଆସ୍ଥା, ବିଶ୍ୱାସ ଓ ଭକ୍ତିକୁ ଦୃଷ୍ଟିରେ ରଖି ମନ୍ଦିରର ବିବିଧ ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ ଦିଗରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସମାଜସେବୀ ଶ୍ରୀ ମୁଦୁଲି ମତପୋଷଣ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଛତ୍ରପୁର ପୌର ପରିଷଦ ର ୧୧ ନମ୍ବର ୱାର୍ଡ କାଉନସିଲର ସନ୍ତୋଷୀ ସେଠୀ, ୧୦ ନମ୍ବର ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ୧୨ ନମ୍ୱର ୱାର୍ଡ କାଉନସିଲର ପ୍ରତିନିଧି ବି. ଗୋପାଳ ସ୍ୱାମୀ, ଭି. ମାଙ୍ଗେଳେଶ୍ୱର ରାଓ, ମନ୍ଦିର ପରିଚାଳନା କମିଟି ସଭାପତି ବିଜୟ କୁମାର ପଣ୍ଡା, ସମ୍ପାଦକ ସନମୁଖ ପଟ୍ଟନାୟକ, କୋଷାଧ୍ୟକ୍ଷ ବିଶ୍ୱଜିତ ପଟ୍ଟନାୟକ, ଟୁଟୁ ସାହୁ, ଅବସରପ୍ରାପ୍ତ ପିଇଓ ସୁଦର୍ଶନ ବେହେରା, ପୂର୍ବତନ ପୌର-ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଆଦିକନ୍ଦ ସାହୁ, କୃଷ୍ଣଚନ୍ଦ୍ର ସାହୁ, ବିନାୟକ ପଣ୍ଡା, ଟୁଟୁ ସେନାପତି ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
     ମନ୍ଦିରର ଏଭଳି ଉନ୍ନୟନ କାର୍ଯ୍ୟ କରିବା ଦିଗରେ ଏଭଳି ଵ୍ୟକ୍ତିତ୍ଵ ଙ୍କ ଧାର୍ମିକ ସେଵା କାର୍ଯ୍ୟରେ ଲିପ୍ତ ହେବା ନେଇ ମନ୍ଦିର ପରିଚାଳନା କମିଟୀ ଏବଂ ଉପସ୍ଥିତ ଭଦ୍ରମଣ୍ଡଳୀଗଣ ସମାଜସେବୀ ଦୀପକ କୁମାର ମୁଦୁଲି ଙ୍କ ର ଭୂୟସୀ ପ୍ରଶଂସା କରିଛନ୍ତି ।।

News Comment

You Might Also Like

BACK TO TOP