Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

ଶବ ଦାହ ପାଇଁ ଅସୁବିଧା ଶ୍ମଶାନ ଚାରିପଟେ2ଫୁଟ ଖାଲ |

26-Aug-2026

ଶ୍ମଶାନ ଚାରି ପଟ ରେଦୁଇଫୁଟ ଖାଲ,
ଶବ ସତ୍କାର ପାଇଁ ହେଉଛି  ଅସୁବିଧା ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ |

 |ଓଡିଶା ଜନ ମତ ବ୍ୟୁରୋ, 

 ରାଜ୍ୟ ସରକାର ଶବ ଶସ୍କାରପାଇ  କିଛି ଶବଦାହ ଗୃହ କରିଥାନ୍ତି |ଯାହାକି ଖରା  ବର୍ଷା, ଏବଂ ଶୀତ ଦାଉରୁ ରକ୍ଷା  କରିବ, ହେଲେ କିଛି ଦାୟିତ୍ୱହୀନ ସରକାରୀ କର୍ମଚାରୀଙ୍କ ମନମୁଖୀ ଶାସନ ଲାଗି ଅନେକ ସମସ୍ୟା ଉପୁଜୁଥିବା ଦେଖିବାର ମିଳିଛି l ଶବ ସତ୍କାର ଲାଗି ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ମଇଦଲପୁର ଠାରେ ଥିବା ଘାଷିସାହି ବାସିନ୍ଦା, ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଅନାବଶ୍ୟକ ସ୍ଥାନ ଯଥା ଘାଷିମଶାଣିର ଚାରିପଟେ ମେସିନୀ ସାହାଯ୍ୟରେ ଖାଲଖୋଳି ଛାଡିଦେଲେ ମଶାଣିକୁ ଯିବାକୁ ରାସ୍ତା ମଧ୍ୟ ଛାଡିଲେ ନାଇଁ ଯାହାଫଳରେ ଶବବୋହିକି ଉକ୍ତ ଖାଲକୁ ପାରହୋଇ ଯିବାକୁ ବହୁତ ମୁସ୍କିଲ ହୋଇପଡିଛି l ବରଷା ଦିନକୁ ବଡ଼ବଡ଼ ଖାଲ କୁ ଅଂଟାଏପାଣି ୩ରୁ ୫ଫୁଟ ଅସାର ଓ ୩ରୁ ୫ଫୁଟ ଗଭୀର,ଏଭଳି ରାସ୍ତାରେ ଶବବୋହି କେଉଁଭଳି ପରିସ୍ଥିତିରେ ଉକ୍ତ ଖାଲପାର ହେବେ ଚିନ୍ତାର ବିଷୟ ପାଲଟିଛି l ଗତକାଲି ଜଣେବ୍ୟକ୍ତି ଙ୍କ ମୃତ୍ୟୁପରେ ମଶାଣିର ଏଭଳି ଦୃଶ୍ୟପରେ ବହୁତ ଅସୁବିଧାର ସମ୍ମୁଖୀନ ପରେ ଶବସତ୍କାର ହୋଇଥିଲା l ପୂର୍ବରୁମଧ୍ୟ ଏଭଳି ଘଟଣା ଘଟିବାପରେ ଅନେକ ଖବର କାଗଜରେ ପ୍ରକାଶ ପାଇଥିଲା କିନ୍ତୁ ଖବର ପ୍ରସାରଣ ପରେ ବି ପ୍ରଶାସନର ଚେତା ପସିଲାନି, ବର୍ତମାନ ପ୍ରଶାସନ ଘଟଣାକୁ କେଉଁଦିଗକୁ ନେଉଛନ୍ତି ତାହାଦେଖିବାକୁ ବାକି ରହିଲା ବୋଲି ସାହିବାସିନ୍ଦା ପ୍ରକାଶ କରିଛନ୍ତି l ଏବଂ ପ୍ରଶାସନକୁ ଏହାର ସ୍ଥାୟୀ ସମାଧାନ କରିବାକୁ ଗୁହାରୀ କରିଛନ୍ତି l

News Comment

You Might Also Like

BACK TO TOP