Breaking News

ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||     

ଛତିଶ ଗଡ଼ ବନ ବିଭାଗ ର ଚଢ଼ାଉ, ଲକ୍ଷା ଧିକ ଟଙ୍କାର କାଠ ଜବତ |

26-Aug-2026

ଓଡ଼ିଶାରେ ଛତିଶଗଡ଼ ବନ ବିଭାଗର ଚଢ଼ାଉ, ଦାସପୁରରୁ ୩ ଲକ୍ଷର ଶାଗୁଆନ କାଠ ଜବତ | 

ବର୍ତମାନ ଓଡିଶା ରେ ଛତିଶଗଡ ବନ ବିଭାଗ ର ଟିମ ପହଞ୍ଚିଲକ୍ଷାଧି ଟଙ୍କା  ର କାଠ ଜବତ | ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ବେଆଇନ କାଠ କାରବାରକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ଓଡ଼ିଶା ସୀମା ଭିତରେ ଛତିଶଗଡ଼ ବନ ବିଭାଗର ବଡ଼ ଚଢ଼ାଉ। ରାଇଘର ବ୍ଲକ ଯୋଡ଼ିଙ୍ଗା ପଞ୍ଚାୟତ ଦାସପୁର ଡିଏନକେ ଗ୍ରାମରୁ ଜବତ ହୋଇଛି ବିପୁଳ ପରିମାଣର ଶାଗୁଆନ କାଠ ସହ ବିଭିନ୍ନ କାଠ ତିଆରି ଆସବାବପତ୍ର। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଗରିଆବନ୍ଦ ବନ ବିଭାଗ ଡିଏଫଓ ବରୁଣ ଜୈନଙ୍କ ନେତୃତ୍ୱରେ ଏକ ଟିମ୍‌ ଦାସପୁର ଡିଏନକେ ଅଞ୍ଚଳରେ ଚଢ଼ାଉ କରିଥିଲା। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରୁ ଶାଗୁଆନ କାଠ ଆଣି ଓଡ଼ିଶାରେ ବ୍ୟବସାୟ ହେଉଥିବା ନେଇ ସୂଚନା ପାଇବା ପରେ ଗରିଆବନ୍ଦ ଡିଏଫଓ ଏହି ଚଢ଼ାଉ ପାଇଁ ଯୋଜନା କରିଥିଲେ। ପରେ ନବରଙ୍ଗପୁର ଡିଏଫଓଙ୍କ ସହ ଯୋଗାଯୋଗ କରି ରାଇଘର ବନ ବିଭାଗର ସହଯୋଗରେ ସୋମବାର ଦାସପୁରରେ ଚଢ଼ାଉ କରାଯାଇଥିଲା।
ଚଢ଼ାଉ ବେଳେ ବହୁ ପରିମାଣର ଶାଗୁଆନ କାଠ ସହ ଘରେ ତିଆରି ହେଉଥିବା ବିଭିନ୍ନ କାଠ ଆସବାବପତ୍ର ଜବତ କରାଯାଇଛି। ଜବତ କାଠ ଓ ଆସବାବପତ୍ରକୁ ନେଇ ବନ ବିଭାଗର ତଦନ୍ତ ଏବଂ ଆଇନଗତ ପ୍ରକ୍ରିୟା ଜାରି ରହିଛି।
ତେବେ ଏହି ଘଟଣା ପରେ ରାଇଘର ବନ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ। ସ୍ଥାନୀୟ ଅଞ୍ଚଳର ସୋନପୁର, ଆମ୍ବାବେଡ଼ା, ରେଙ୍ଗାଭାଟି ଓ ଦାସପୁର ଭଳି କେତେକ ଗ୍ରାମରେ ବେଆଇନ କାଠ କାରବାର ଏବଂ କାଠକାମ ନେଇ ଅଭିଯୋଗ ରହିଥିବା ବେଳେ, ଛତିଶଗଡ଼ ବନ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ ହେଉଥିବା ଘଟଣା ଚର୍ଚ୍ଚାକୁ ଆସିଛି।ପ୍ରଶ୍ନ ଉଠୁଛି ସୀମା ପାର ଜଙ୍ଗଲରୁ କାଠ ଆସୁଛି, ଓଡ଼ିଶା ମାଟିରେ କାଠର କାରବାର ଚାଲିଛି, ହେଲେ ଓଡ଼ିଶା ବନ ବିଭାଗର ନଜର କେଉଁଠି?
ଛତିଶଗଡ଼ ବନ ବିଭାଗ ଆସି ଓଡ଼ିଶାରେ ଚଢ଼ାଉ କରିବା ପରେ ହିଁ କାଠ କାରବାରର ଖବର ପଦାକୁ ଆସିବ କି?

News Comment

You Might Also Like

BACK TO TOP