Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

ନଦୀରେ ପସି ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ବୃଦ୍ଧ ଙ୍କୁ ଟାଣିନେଲା କୁମ୍ଭୀର ||

26-Aug-2026

ସଉଦା ଆଣିବାକୁ ନଦୀ ଆରପଟ ଗାଁ କୁ ଡ଼ଙ୍ଗା ପାଖକୁ ଯାଉଥିଲା ବେଳେ ପରେଶ୍ୱରକୁ ଟାଣିନେଲା କୁମ୍ଭୀର |

ଓଡିଶା ଜନ ମତ ବ୍ୟୁରୋ,

ମୃତ୍ୟୁ କେତେବେଳେ କିପରି ଆସେ  କାହାକୁ କେତେବେଳେ ନିଏ ତାହା କିଏ  ଜାଣିପାରେ ନାହିଁ ||ତେବେ ଏପରି ଏକ ଦୁଃଖଦ ଘଟଣା ଓ ଛାତିଥରା  ଦୃଶ୍ୟ ଦେଖିବାକୁ ମିଳିଛି ଜଣେ ବୃଦ୍ଧ ଙ୍କ ଜୀବନରେ | ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ରେ | ଖରସ୍ରୋତା ନଦୀର ଭରାନଦୀରେ ଆଜି ସକାଳ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ଡଙ୍ଗାକୁ ଚଢୁଥିବା ବେଳେ ଜଣେ ବୃଦ୍ଧଙ୍କୁ ଟାଣିନେଇଛି କୁମ୍ଭୀର। ସ୍ଥାନୀୟ ଲୋକେ ରାଜକନିକା ଅଗ୍ନିଶମ ବାହିନୀ ଉଦ୍ଧାରକାରୀ ଟିମ ନଦୀ ଗର୍ଭକୁ ଯାଇ ଖୋଜାଖୋଜି ଜାରିରଖିଛନ୍ତି। ତଥାପି ପର୍ଯ୍ୟନ୍ତ ବୃଦ୍ଧଙ୍କର କୌଣସି ପତ୍ତା  ମିଳିନାହିଁ । କନିକା ତହସିଲଦାର ଭାନୁମତୀ ମାଝୀ ଘଟଣାସ୍ଥଳରେ ରହି ଏହି ଘଟଣା କୁ  ତଦନ୍ତ କରୁଛନ୍ତି | ତେବେ ଗାଁରେ ସେପରି ଅତ୍ୟାବଶକ ସଉଦା ମିଳୁ ନଥିବାରୁ ଏହି ଗାଁର ପରେଶ୍ୱର ବେହେରା (ହଡ଼ାଭାଇ) ନାମକ ଜଣେ ବୟସ୍କ ବ୍ୟକ୍ତି ଆଜି ସକାଳେ ନିଜ ଘରର ରାସନ ସାମଗ୍ରୀ ଆଣିବାକୁ ନଦୀ ଆରପାଖ ଅର୍ଥାତ୍ ଆୟତନ ବଜାରକୁ ଯିବାକୁ ବାହାରି ନଦୀ ପାରି ହେବା ପାଇଁ ଗାଁର ସ୍କୁଲ ନିକଟ ଘାଟଡଙ୍ଗାରେ ଚଢିବାକୁ ଅଳ୍ପକିଛି ପାଣିରେ ପଶିଥିଲେ। ଯେମିତି ସେ କିଛି ଦୂର ଚାଲି ଯାଇଛନ୍ତି ସେଇ ମୁହୂର୍ତ୍ତରେ ପାଣିରେ ଥିବା ଏକ କୁମ୍ଭୀର  ଯିଏକି ତାର ଖାଦ୍ୟ  ପାଇବା ପାଇଁ ଅପେକ୍ଷା କରି ପୂର୍ବରୁ ଛକି ରହିଥିଲା ହଠାତ୍‌ ପରେଶରଙ୍କୁ ଝାମ୍ପମାରି ଆଖି ପିଛୁଳାରେ ନଦୀଗର୍ଭରେ ଲୀନ ହୋଇଯାଇଥିବା ସେଠାରେ ନଦୀ ପାରିହେବାକୁ ଥିବା ପ୍ର୍ୟତେକ୍ଷଦର୍ଶୀ କହିଛନ୍ତି ।
ଯଦିଓ ଦୁଇ ଦୁଇଥର ବନ୍ୟାରେ ଏମିତି ଅଘଟଣ ହୋଇ ନ ଥିଲା। ହେଲେ ଏହି ଗାଁର ଲୋକମାନେ ସବୁଦିନ କୁମ୍ଭୀରକୁ ଡରିଡରି ବଞ୍ଚୁଥିବା କଥା କହିଛନ୍ତି। ସ୍କୁଲ କଲେଜ ପାଠପଠିବା ପାଇଁ ପିଲାମାନେ, ଗର୍ଭବତୀ ମହିଳାମାନେ,ବୟସ୍କଙ୍କ ଦେହ ଖରାପ ହେଲେ, ବଜାରହାଟ ସଉଦା ଆଣିବା ପାଇଁ ଏହି ଡଙ୍ଗା ହିଁ ଏକମାତ୍ର ଭରସା ବୋଲି କହିଥିଲେ। ଏହି ଖରସ୍ରୋତା ନଦୀ ଉପରେ ସେତୁ ନିର୍ମାଣ କରିବାକୁ ଆଜିକୁ ୪୦ ବର୍ଷ ହେବ ଦାବି କରି ଆସୁଥିଲେ ବି, ଏହି ଗାଁର ଧନଜୀବନ ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି| ଯାହାଯୋଗୁ  ଡ଼ଙ୍ଗା ଓଲଟି ନଦୀ ଗର୍ଭ ରେ ହେଉ କିମ୍ବା କୁମ୍ଭୀର ମୁଖରେ ବହୁ ଲୋକ ଜୀବନ ହରେଇ ଲେଣି  | ତେଣୁ ସ୍ଥାନୀୟ ବିଧାୟକ ଏବଂ ଜିଲ୍ଲା ପାଳ ଏମପି ଏହା ଉପରେ ଗୁରୁତ୍ୱ ଦେବାକୁ ସାଧାରଣ ରେ ଦାବି ହେଉଛି | ଏହାସହ ପରେଶ୍ୱର ପରିବାର ଙ୍କୁ  ଏହି ଆକସ୍ମିକ ମୃତ୍ୟୁ ପାଇଁ  ସରକାର ଙ୍କ ଠାରୁ ମିଳୁଥିବା ଅର୍ଥ ତୁରନ୍ତ ମିଳିବାକୁ ଦାବି ହେଉଛି |

News Comment

You Might Also Like

BACK TO TOP