Breaking News

ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବାହୁଦା ବନ୍ଦର, ଓ ଶିଳ୍ପ ନିବେଶ ଦ୍ୱାରା ବଦଳିବ ଗରିବଙ୍କ ଭାଗ୍ୟ |   (28-Aug-2026)       ||      ରକ୍ଷା ବନ୍ଧନ ର ପୌରାଣିକ ମତ, ଓ ଶିକ୍ଷଣୀୟ କଥା |   (28-Aug-2026)       ||      ମନ୍ଦିର ସମନ୍ବିତ ଉର୍ନ୍ନତି କରଣ ସକାଶେ ବିଧାୟକ ଙ୍କ ପ୍ରସ୍ତୁତି ବୈଠକ |    (28-Aug-2026)       ||      ଶକ୍ତିଶ୍ରୀ ସେଲ ପକ୍ଷରୁ ଆଇନ ସଚେତନତା କର୍ମଶାଳା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଅନୁଷ୍ଠିତ ||   (28-Aug-2026)       ||      "ନିଶାମୁକ୍ତ ଓଡିଶା ଅଭିଯାନ ` ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ||   (28-Aug-2026)       ||      2026 ର ଶ୍ରେଷ୍ଠ ଅଧକ୍ଷ ଭାବେ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ସମ୍ମାନିତ |   (28-Aug-2026)       ||      ରୀତିନୀତି ଅନୁଯାୟୀ ଗହ୍ମାପର୍ବ ମାହାଳହାଟ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ |   (28-Aug-2026)       ||      4ଦଶନ୍ଧି ଧରି ଅସୁବିଧା ରେ ଥିବା ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ କଲେ ମୁଖ୍ୟମନ୍ତ୍ରୀ ||   (28-Aug-2026)       ||      ବରଗଡ଼ ଜିଲ୍ଲା ର ମାଆ, ଝିଅ ନେପାଳ ବନ୍ୟା ରେ ନିଖୋଜ, ସ୍ୱାମୀ ସୁରକ୍ଷିତ ||   (28-Aug-2026)       ||      ରକ୍ଷାବନ୍ଧନ ରେ 120 ଭାଇ ହାତରେ ନିଶା ମୁକ୍ତ ପାଇଁ ରାକ୍ଷୀ ବାନ୍ଧିଲେ 120 ଭଉଣୀ ||   (28-Aug-2026)       ||      ଯାତ୍ରା କରୁଥିଲା ବେଳେ ହଠାଥ ପେଣ୍ଡେଲ ରେ ଅସୁସ୍ଥ ହୋଇ ପଡିଲେ ପିୟୁଷ ତ୍ରିପାଠୀ ||   (28-Aug-2026)       ||      ପାଇକ ମାଳ ରେ ରାଜ୍ୟ ସ୍ତରୀୟ ଗହ୍ମା ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ନେପାଳ ବନ୍ୟା ରେ ବହୁତ ଓଡ଼ିଆ ଙ୍କୁ ଠାବ ମଧ୍ୟରେ ଖୋର୍ଦ୍ଧା ର ଦୁଇ ଦମ୍ପତି ଏବେବି ନିଖୋଜ ||   (28-Aug-2026)       ||      ଜମି ମାଲିକ ଙ୍କ ଅଜାଣତ ରେ ବିକ୍ରି ହୋଇଗଲା ଜମି, ଦୁଇ ଜଣ ନିଲମ୍ବିତ ||   (27-Aug-2026)       ||      କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||   (27-Aug-2026)       ||      ବେଗୁନିଆପଡା ଶାଳବଣ ଠାରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ |   (27-Aug-2026)       ||     

ନୃସିଂହ ନାଥ କୃଷକ ସଙ୍ଘ ତରଫରୁ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ |

08-Jan-2025

ଶ୍ରୀ ନୃସିଂହ ନାଥ କୃଷକ ସଂଘଠନ ଦ୍ୱାରା ଉପ ଜିଲ୍ଲାପାଳ ଙ୍କୁ ଦାବି ପତ୍ର,

              ଓଡିଶା ଜନମତ ବ୍ୟୁରୋ,

କଥାରେ ଅଛି ଚାଷୀ ହସିଲେ ଦେଶ ହସିବ, କିନ୍ତୁ ଯେତେ ବେଳେ ଚାଷୀ କାନ୍ଦିବ ତାହେଲେ ଦେଶ କାନ୍ଦିବ କିନ୍ତୁ ଏଠି ଚାଷୀର ଆଖିର ଲୁହର କୌଣସି ମୂଲ୍ୟ ନାହିଁ। ହଁ ଦର୍ଶକ ବନ୍ଧୁ ଆଜି ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି।ଅଦିନିଆ ବର୍ଷାରେ ବର୍ଷ ଯାକର ପରିଶ୍ରମ ପାଣିରେ ଭାସୁଛି, ହୋଇଥିବା ଧାନ ପୁଣି ଗଜା ହେବାରେ ଲାଗିଛି।ଆଉ ଯେଉଁ ସରକାର ଚାଷୀର ବିକାଶ ପାଇଁ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ତାହା ଆଜି ପାଣିରେ ଗାର ହୋଇଛି।ଗତ ମାସରେ ଦୁଇ ଦୁଇ ଥର ଅଦିନିଆ ବର୍ଷାରେ ଚାଷୀର ବହୁ ଫସଲ କ୍ଷତି ହୋଇଛି।ତେଣୁ ସେହି କ୍ଷତି ଗ୍ରସ୍ତ ଚାଷୀ ମାନେ ଚାଷୀର କ୍ଷତି ଭରଣ ଓ ସେମାନଙ୍କ ବିଭିନ୍ନ ଦାବି ନେଇ ବେଳଗୁଣ୍ଠ। ବ୍ଲକ ର ବହୁ ଚାଷୀ ଭଞ୍ଜନଗର ଉପ ଜିଲ୍ଲାପାଳ ଙ୍କ  ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବି ପତ୍ର ଦେଇଥିଲେ।ଚାଷୀ ମାନଙ୍କ ଏକ ଶୋଭା ଯାତ୍ରା ବାଉଁସ ଲୁଣ୍ଡି ଠାରୁ ବାହାରି ଉପ ଜିଲ୍ଲାପାଳ ଙ୍କ ଅଫିସରେ ପହଞ୍ଚି ଥିଲା।ଏହି କାର୍ଯ୍ୟକ୍ରମ କୁ ଶ୍ରୀ ନୃସିଂହ ନାଥ କୃଷକ ସଙ୍ଗଠନ ଦ୍ୱାରା ଆୟୋଜିତ ହୋଇଥିଲା। ଆଜିର ଦାବି ପତ୍ର ରେ ଯେଉଁ ଚାଷୀ ମାନେ ଫସଲ ବୀମା  ଆବେଦନ  କରିନାହାନ୍ତି ସେମାନଙ୍କ ଆବେଦନକୁ ରାଜସ୍ୱ ନିରୀକ୍ଷକ ଙ୍କ ଦ୍ଵାରା କରାଇବା, ଧାନ ମଣ୍ଡି ତୁରନ୍ତ ଖୋଲିବା, ରବି ଜାତୀୟ ଫସଲ ବିହନ ତୁରନ୍ତ ଯୋଗାଇବା ଓ ଭାଗ ଚାଷୀ ମାନଙ୍କୁ ମଧ୍ୟ ସବୁ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇବା ଆଦି ଦାବି ରହିଥିଲା। ସଂଘଠନ ର ସଭାପତି ପସନ କୁମାର ବିଶ୍ୱାଳ,ଉପ ସଭାପତି ସାନୁଜ କୁମାର ସ୍ୱାଇଁ, ସମ୍ପ।ଦକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ପ୍ରମୂଖ ଯୋଗ ଦେଇଥିଲେ।

News Comment

You Might Also Like

BACK TO TOP