Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ସରକାରୀ କାର୍ଯ୍ୟକ୍ରମ କୁ କଳା ବ୍ୟଚ ପିନ୍ଧି ଯୋଗଦେବେ ବାଲେଶ୍ୱର ସାମ୍ବାଦିକ ମାନେ |

25-Nov-2024

ସରକାରୀ କାର୍ଯ୍ୟକ୍ରମରେ କଳା ବ୍ୟଚ ପିନ୍ଧି ଯୋଗ ଦେବେ କାର୍ଯ୍ୟରତ ସାମ୍ବାଦିକ !

            ଓଡିଶା ଜନମତ ବ୍ୟୁରୋ, 

ନୀଳଗିରି, ତା :  24 /11/ଉପଜିଲ୍ଲା ପାଳଙ୍କ ଅଭଦ୍ର ଚିତୋ ବ୍ୟବହାରରେ ଅସନ୍ତୁଷ୍ଟ ନୀଳଗିରିର କାର୍ଯ୍ୟରତ ସାମ୍ବାଦିବ ମାନେ |  ନୀଳଗିରୀ ର ସାମ୍ବାଦିକ ସମୂହ କିଛିଦିନ ଧରି ସରକାରୀ କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ । ନିଆଯାଇ ଥିବା ନଷ୍ପତି ଅନୁଯାୟୀ, ଆଜି  ସବୁ ସରକାରୀ କାର୍ଯ୍ୟକ୍ରମରେ କଳା ବ୍ୟାଚ ପିନ୍ଧି ଯୋଗ ଦେବା ସହିତ ସରକାରୀ ଯୋଜନା ଏବଂ ସାଧାରଣ ଲୋକଙ୍କ ସମସ୍ଯା ପ୍ରଶାସନ ଠାରେ ପହଂଚାଇବାର ନିଷ୍ପତି ନେଇଛନ୍ତି ।ଫଳରେ ସାଧା ରଣ ଜନତାଙ୍କ ସ୍ୱରକୁ ପ୍ରଶା ସନିକ ସ୍ତରରେ ପହଂଚାଯାଇ ପାରିବ ବୋଲି ହୃଦବୋଧ କରି, ଏଭଳି ନିଷ୍ପତି ନେଇ ଥିବା କାର୍ଯ୍ୟରତ ସାମ୍ବାଦିକ ଙ୍କ ପକ୍ଷରୁ ସୂଚନା ମିଳିଛି ।

ପ୍ରତ୍ଯେକ ଗଣମାଧ୍ୟମ ପ୍ରତିନିଧି ସେମାନଙ୍କର ନିଜ, ନିଜର ମିଡି ଆହାଉସ୍ ମାଧ୍ୟମ ରେ ଖବର ସଂଗ୍ରହ ଏବଂ ପ୍ରସା ରଣ କରିବାକୁ ନିଷ୍ପତି ନିଆ ଯାଇଥିଲେ ମଧ୍ଯ ,କଳାବ୍ୟାଚ ପରିଧାନ କରି ପ୍ରତିବାଦ ଜାରିରଖୁବାକୁ ସଂଘ ନିଷ୍ପତି ନେଇଛି ।

ନୀଳ ଗି ରି ଶନିବାର 24ତାରିଖ ସଂଘର ଅସ୍ଥାୟୀ ସଭାପତି ବିଜୟ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଆଲୋଚନା କରାଯାଇ, ଏଭଳି ସର୍ବସମ୍ମତିକ୍ରମେ ନିଷ୍ପତି ନିଆଯାଇଛି । ଏନେଇ ବାଲେଶ୍ଵର ଜିଲ୍ଲାପାଳଙ୍କୁ ପୂର୍ବରୁ ଲିଖୁତଅଭିଯୋଗ କରାଯାଇଥିଲେ ହେଁ, ୧୫ ଦିନରୁ ଉର୍ଦ୍ଧ୍ବସମୟ ବିତିଯାଇ ଥିଲେ ମଧ୍ୟଜିଲ୍ଲାପାଳସାମ୍ବାଦିକ ମାନଙ୍କ ଅଭିଯୋଗ ପ୍ରତି କୌଣସି ଠୋସ ପଦକ୍ଷେପ ଗ୍ରହଣ କରୁନଥିବାରୁ ବାଧ୍ୟ ହୋଇ, ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଭାବରେ ନିଜର କର୍ତ୍ତ ବ୍ୟକୁ ଗୁରୁତ୍ୱ ଦେବା ସହିତ ଉତର ଦାୟିତ୍ବର ଭାର ନିଜ କାନ୍ଧରେ ନେଇ, ଲୋକଙ୍କ ର ସ୍ବରକୁ ସରକାରଙ୍କ ପାଖରେ ପହଂଚାଇବାକୁ ଏଭଳି ପଦ କ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି । ଆଜିର ଏହି ବୈଠକରେ ବରିଷ୍ଠସାମ୍ବାଦିକ ପ୍ରଫୁଲ୍ଲ କୁମାର ମହାନ୍ତି, ସମରେନ୍ଦ୍ର ବାରିକ, ଉମାକାନ୍ତ ରାଉତ, ବିଜୟ କୁମାର ଲେଙ୍କା, ରାମଚନ୍ଦ୍ର ମହଲ, ଶରତ ଦାସ, ନିହାର ରଞ୍ଜନ ଜେନା, ଦିଲ୍ଲୀପ କୁମାର ସ୍ୱାଇଁ, ସୁକାନ୍ତ କୁମାର ଦାସ, ଶରତ କୁମାର ଜେନା, ଜଗନ୍ନାଥ ଦାସ, ପାର୍ଥସାରଥୀ ଦାସବାବୁ, ଗଣେଶ ଜେନା, ଧୀରେନ୍ଦ୍ର ନାୟକ, ପୁରୁଷୋତମ ଦାସ, ଅନନ୍ତନାରାୟଣ ମିଶ୍ର, କପିଳ ସାମଲ, ବିଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

News Comment

You Might Also Like

BACK TO TOP