Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ଟ୍ରକ ଡ୍ରାଇଭର ଙ୍କ ଠାରୁ ମୋବାଇଲ ନେଇ ପଳାଇ ଯାଉଥିବା ବେଳେ ଲୋକଙ୍କ ଦ୍ୱାରା ଧରାପଡି ପୋଲିସ ରେ ଦେଲେ |

25-Nov-2024

ମୋବାଇଲ ଲୁଟେରା ମୋବାଇଲ ଲୁଟି ନେଇ ପଳାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ଵାରା ଧରାପଡ଼ି ଛେଚା ଖାଇଲେ ଦୁର୍ବୃତ,

(ପୋଲିସକୁ ଜିମା ଦେଲେ ଲୋକେ,

            ଓଡିଶା ଜନମତ   ବ୍ୟୁରୋ

ବସ୍ତା :---25/11/---ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଗୁଡ଼ିଖାଳ ଠାରେ  ମୋବାଇଲ ଲୁଟ କରି ନେଇ ପଳାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧାରା ପଡ଼ି ନିର୍ଧୂମଛେଚିଲେ  ଦୁଈ ଲୁଟେରାଙ୍କୁ । ଘଟଣାରୁ  ପ୍ରକାଶ ଏହିକି ଯେ, ଆଜି ପୂର୍ବାହ୍ନ ୧୧ ଘଟିକା ସମୟ ରେ ବାଲେଶ୍ୱର ଜିଲ୍ଲା କୁଳିଡା ପଂଚାୟତ ସ୍ଥିତ ୬୦ ନମ୍ବର ଜାତୀୟ ରାଜପଥ ଗୁଡିଖାଳ ନିକଟରେ ରୋଡ ପାର୍ଶ୍ବରେ ଗାଡ଼ି ଛିଡା କରି ଡ୍ରାଇଭର ଓ ହେଲପର ଖାଇବା ପାଇଁ ରନ୍ଧାରାନ୍ଧି କରୁଥିଲେ  ବେଳେ ହଠାତ ଦୁଈ ଜଣ ଯୁବକ ଏକ ବାଇକ ଯୋଗେ ଆସି ତାଙ୍କ  ପାଖରେ ଛିଡା ହୋଇ ତାଙ୍କ ଟ୍ରକ ଓଲଟି ଯାଇଥିବା କହି ଥିଲେ । ଏବଂଡ୍ରାଇଭର କୁ ମୋବାଇଲ  ମାଗି ଥିଲେ  | ତାଙ୍କ ମାଲିକ ସହ କଥା ହେବେ ବୋଲି  ।ଡ୍ରାଇଭର ଜଣେ ବିପଦରେ ପଡ଼ି ମୋବାଇଲ ମାଗିଥିବା ଭାବି ସେ ଉକ୍ତ ଯୁବବଙ୍କୁ ମୋବାଇଲ ଦେଇ,ଦେଇ ଥିଲେ  | ତେବେ ଉକ୍ତ ଯୁବକ ମୋବାଇଲ ନେଲ ବାଇକ ଯୋଗେ ପଳାଇ ଯାଉଥିବା ଦେଖୁ ଡ୍ରାଇଭର ଓ  ହେଲପର ଜଣକ ସ୍ଥାନୀୟ ଲୋକଙ୍କୁ ଚିତ୍କାର କରି ଡାକିଥିଲେ ।ଡାକ ଶୁଣି ସ୍ଥାନୀୟ ଲୋକେ ଦୁଈ ଲୁଟେରାଙ୍କୁ ଗୋଡ଼ାଇ ଧରିବାରେ  ସଫଳ  ହୋଇ ଥିଲେ ।ଧରିବା ପରେ ଦୁଇ ଲୁଟେରାଙ୍କୁ ନିର୍ଧୁମ ଛେଚି, ଉତମ ମଧ୍ଯମ ଦେବା ପରେ ପୋଲିସଙ୍କୁ ଖବର ଦେଇ ଥିଲେ । ଖବର ପାଇ ପୋଲିସ ସେଠାରେ ପହଂଚିବା ପୂର୍ବରୁ ଜଣେ ଦୁର୍ବୃତ ସେଠାରୁ ଖସି ପଳାଇବାରେ ସଫଳ ହୋଇଥ୍ ଲେ ।ତେବେ ଜାତୀୟ ରାଜ ପଥ ପୋଲିସ ପେଟ୍ରୋଲିଙ୍ଗ ଗାଡ଼ି ଘଟଣା ସ୍ଥଳରେ ପହଂଚି ଜଣଙ୍କୁ ଆଣି ଥାନାରେ ଜିମା ଦେବା ପାରେ ପୋଲିସ ଅଧକ ତଦନ୍ତ ଚଳାଇ ଥିବା ଜଣା ପଡିଛି ।

News Comment

You Might Also Like

BACK TO TOP