Breaking News

ପୋଲସରା ଏନଏସିରେ ଚଞ୍ଚକତା କରି ଧନିବ୍ୟକ୍ତି ପାଇଛନ୍ତି ଆବାସ ଯୋଜନା |    (23-Dec-2024)       ||      ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||     

ବଦପୋଖରିଆ ନିକଟରେ ପଛପଟୁ ଧକ୍କା ଦେଲା ଖଲ୍ଲିକୋଟ ବିଧ୍ୟାୟକ ଙ୍କ କାର |

25-Nov-2024

ଖଲ୍ଲିକୋଟ ବିଧାୟକ ଙ୍କ ଗାଡି ଧକ୍କାରେ  ଅଟୋରେ ବସିଥିବା ଦୁଈ ଜଣ ଆହାତ , 
ଅଟୋକୁ ଧକ୍କା ଦେଲା ଖଲ୍ଲିକୋଟ ବିଧାୟକଙ୍କ କାର୍, ମେଡିକାଲରେ ଭର୍ତ୍ତି ଅଟୋ ଯାତ୍ରୀ |

           ଓଡିଶା  ଜନମତ ବ୍ୟୁରୋ ,

ଖଲ୍ଲିକୋଟ ରୁ ଆଜି ସକାଳେ ବିଜେପି  ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଆସନ୍ତା କାଲି  ବିଧାନ ସଭା ଅଧିବେସନ ନିମନ୍ତେ  ଯାଉଥିଲା ବେଳେ ଖୋର୍ଦ୍ଧା ଜିଲ୍ଲା ବଡ଼ ପୋଖରିଆ ଠାରେ ଅଟୋକୁ ଧକ୍କା ଦେଲା ବିଧା ୟକ ଙ୍କ କାର, ଦୁର୍ଘଟଣାଗ୍ରସ୍ତ ହେଲା ଖଲ୍ଲିକୋଟ ବିଧାୟକଙ୍କ କାର।  ଦୁଈ ଅଟୋଚାଳକ ଆହାତ ହେବା ସହ ଏଆର ବେଗ ଯୋଗୁଁ ରକ୍ଷା ପାଇଲେ ବିଧାୟକ ଏବଂ ଡ୍ରାଇଭର ଦୁହେଁ  | 
ଖୋର୍ଦ୍ଧା  ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବଡ଼ ପୋଖରିଆ ଛକ ନିକଟରେ ଅଟୋକୁ ପଛପଟୁ ଧକ୍କା ଦେଇଛି ବିଧାୟକଙ୍କ କାର।   ଆସନ୍ତା କାଲି  ଶୀତ କାଳୀନ  ବିଧାନ ସଭା ଅଧିବେସନ ଥିବାରୁ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ  ଆଜି  ସକାଳେ ଭୁବନେଶ୍ୱର ଯାଉଥିଲା ବେଳେ ଖୋର୍ଦ୍ଧା  ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବଡ଼ପୋଖରିଆ ଛକ ନିକଟରେ  ଏକ ଅଟୋକୁ ପଛପଟୁ ଧକ୍କା ଦେଇଛି ବିଧାୟକଙ୍କ କାର । ଅଟୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇଜଣ ଆହତ ହୋଇ ବଡ଼ପୋଖରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏୟାର ବ୍ୟାଗ ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଖଲ୍ଲିକୋଟ ବିଧା ୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ତାଙ୍କ ଡ୍ରାଇଭର ବିଧାୟକଖଲ୍ଲିକୋଟ ରୁ ଭୁବନେଶ୍ବର ଯାଉଥିବା ବେଳେ ବଡ଼ପୋଖରିଆ ଛକ ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ଶିକାର ହୋଇ ଥିବା ଯାତ୍ରୀ ସୁସ୍ଥ ଅଛନ୍ତି। ତେବେ ବିଧାୟକ ଙ୍କ ଗାଡି ଅଟୋକୁ କଣ ପାଇଁ ଧକ୍କା ଦେଲା ତାହାଜଣା ପଡିନାହିଁ  | ତେବେ ବିଧାୟକ ଅଳ୍ପଟିକେ  ଆଘାତ ପାଇଛନ୍ତି  |  ତେବେ ଯାହାହେଉ  ଭଗବାନ ଙ୍କ ଅପାର କରୁଣାରୁ କୌଣସି  ଲୋକ ଗୁରୁତର  ଆହାତ ହୋଇ ନାହାନ୍ତି  |

News Comment

You Might Also Like

BACK TO TOP