Breaking News

କଟକ ବନ ଖଣ୍ଡ ଭିଜିଲାନ୍ସ ଦ୍ଵାରା ସଫା ଗ୍ରାମରେ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ||   (09-May-2026)       ||      ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |    (09-May-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||      ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||     

ପୋଲସରା ଏନଏସିରେ ଚଞ୍ଚକତା କରି ଧନିବ୍ୟକ୍ତି ପାଇଛନ୍ତି ଆବାସ ଯୋଜନା |

23-Dec-2024

ସୋସିଆଲ ମିଡ଼ିଆରେ ଦୁଇ ମହଲା ଆବାସ ଘର ଭାଇରାଲ, 

(ଗରିବ ଦୌଡ଼ି ଦୌଡ଼ି ନୟାନ୍ତ |

                       ଓଡିଶା   ଜନମତ   ବ୍ୟୁରୋ, 

ପୋଲସରା ୨୨/୧୨/୨୪ ଏବେ କିଛି ଦିନଧରି ବିଭିନ୍ନ ସୋସିଆଲ ମିଡ଼ିଆରେ ଏକ ଫୋଟ ଘୁରି ବୁଲୁଥିବା ଦେଖାଯାଇଛି। ଯାହାକି ଆବାସ ଯୋଜନାରୁ ଏକ ଦୁଇ ମହଲା କୋଠାର ଫୋଟ ହୋଇଥିବା ବେଳେ ଉକ୍ତ ଘର ଆଗର ଲେଖାରୁ ଜଣାପଡିଛି ଯେ ଘରଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ସିଲା ପ୍ରଧାନ ଯାହାର ହିତାଧିକାରୀ ଆଡି ନମ୍ବର ୦୩୨୧୮୦୭୦୫୮୪୩୨୩୩୯୮ ପୋଲସରା ଏନ୍ ଏ ସି ଅଟେ। ଶୁଣିବାକୁ ମିଳୁଛି ଯେ ଏହି ମହିଳାଙ୍କ ଘର ଥାଇ ମଧ୍ଯ ସେ କିପରି ଘର ପାଇଲେ। ୨୦୨୩/୨୪ ଆର୍ଥିକ ବର୍ଷରେ ପୋଲସରା ଏନ୍ ଏ ସି ର ଗରିବ ଓ ଭୂମିହିନ ଙ୍କ ପାଇଁ ୨୮୧ ଗୋଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ଆସିଥିବା ବେଳେ ସେଥିମଧ୍ୟରୁ ଏହି ଆବାସ ଘରଟି ଦେଖିବାରୁ ଜଣାପଡିଛି ଯେ ଜଣେ ଧନିଶାଳି ବ୍ୟକ୍ତି ଘର ପାଇଥିବା ବେଳେ ବିଭିନ୍ନ ସୋସିଆଲ ମିଡ଼ିଆରେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି। ସେଥିରେ ଲୋକଙ୍କ ମତାମତ ଦ୍ବାରା ଜଣାପଡିଛି ଯେ ଯେଉଁ ମହିଳା ଜଣକ ପାଇଛନ୍ତି,ସେ ଧନିଶାଳି ହୋଇଥିବା ବେଳେ ତାଙ୍କର ଆହୁରି ଘର ଅଛି ଏବଂ ସେ ଏନ୍ ଏ ସି ଅଧିକାରୀଙ୍କୁ କିଛି ହାତ ଖର୍ଚ୍ଚ ଦେଇ ହାତେଇ ଥିବା ସହିତ ଅନେକ ଲୋକ ଅନେକ ମତାମତ ଦେଇଛନ୍ତି। ଏପଟେ ନିରୀହ ଗରିବ ଲୋକଟି ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେ ସୁଦ୍ଧା ଆବାସ ଯୋଜନା ରେ ଘର ପାଇବା ସାତ ସ୍ବପ୍ନ ହୋଇଯାଉଛି।ପୋଲସରା କାର୍ଯ୍ୟନିର୍ବାହୀ ଅଧିକାରୀ ଦେଇଥିବା ଘର ମଧ୍ୟରୁ ଜଦି ଗୋଟିଏ ଘର ବିଷୟରେ ଜଣାପଡ଼ିଲା। ତାହେଲେ ବାସହୀନ ଓ ଗରିବ ଲୋକଙ୍କୁ କିଭଳି ଭାବେ ଚୟନ କରାଯାଇଥିବ ଏଥିରୁ ଅନୁମାନ କରାଯାଇଛି। ଫଳରେ ଏନ୍ ଏ ସି ର ନାଗରିକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପ୍ରତି ଉପରସ୍ଥ ଅଧିକାରୀ ଗଞ୍ଜାମ ଜିଲ୍ଲା ଦୃଷ୍ଟି ଦେଇ ତଦନ୍ତ କରନ୍ତି ତାହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ହୋଇଥିବା ଅନିୟମିତତା ପଦାକୁ ଆସିପାରିବ ବୋଲି ଅନୁମାନ କରାଯାଇଛି।

News Comment

You Might Also Like

BACK TO TOP