Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ତେର ବର୍ଷ ଝିଅର ଆତ୍ମହତ୍ୟା |

05-Dec-2024

       ୧୩ ବର୍ଷୀୟା ଝିଅଙ୍କ ଆତ୍ମହତ୍ୟା   |

             ଓଡିଶା ଜନମତ   ବ୍ୟୁରୋ,

କୁକୁଡାଖଣ୍ଡି ସଦରଥାନା ଅନ୍ତର୍ଗତ ଲାଠି ପଂଚାୟତ ଅନ୍ତର୍ଗତ ବେନ୍ଧାଳିଆ ଗ୍ରାମରେ ବୁଧବାର ସନ୍ଧ୍ୟା ରେ ଏକ ନାବାଳିକା ଝିଅ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି l ସୂଚନା ମୁତାବକ ବେନ୍ଧାଳିଆ ଗ୍ରାମର ସ୍ବର୍ଗତ ନରି ସେଠି ଙ୍କ ୧୩ ବର୍ଷୀୟା ନାବାଳିକା ଝିଅ ଶ୍ରୀୟା ସେଠି ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ବର୍ଗ ଥାନା ରେ ଅଭିଯୋଗ କରିଥିଲେ l ଝିଅର ନିଜ ମା ସୁନିତା ସେଠି ଙ୍କ ପୂର୍ବରୁ ଦେହାନ୍ତ ହୋଇଥିବା ବେଳେ ବାପ ନରି ସେଠି ପରେ ପିଙ୍କି ସେଠି ଙ୍କୁ ବିଭାହ କରିଥିଲେ l ପରେ ବାପ ନରି ସେଠି ପରେ ସାପ କାମୁଡା ରେ ମୁର୍ତ୍ୟୁବରଣ କରିଥିଲେ l ଝିଅର ସାବତ ମା ପିଙ୍କି ସେଠି ଶ୍ରୀୟା ଙ୍କୁ ବିଭିନ୍ନ ସମୟରେ ଅକଥନୀୟ ଭାଷା ପ୍ରୟୋଗ କରି ଅତ୍ୟାଚାର କରିଥିବା ବେଳେ ସାବତ ମାର ଅତ୍ୟାଚାର ସହ୍ୟ କରି ନପାରି ଝିଅ ଶ୍ରୀୟା ଘରେ ବେକ ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ l କିନ୍ତୁ ଝିଅର ମାମୁ ମିଥୁନ ସେଠି ସଦରଥାନା ରେ ଅଭିଯୋଗ କରିଛନ୍ତି l ତାଙ୍କ ଭାଣିଜୀ ଶ୍ରୀୟାଙ୍କୁ ସାବତ ମା ପିଙ୍କି ବାରମ୍ବାର ହତ୍ୟାଚାର କରି ଝିଅ କୁ ହତ୍ୟା କରିଥିବା ସନ୍ଧେହ କରିଛନ୍ତି l ସେ କହିବା ଅନୁଯାଇ ଝିଅର ଆତ୍ମହତ୍ୟା ନିକଟରୁ ଏକ ଆତ୍ମହତ୍ୟାର କାରଣ ଝିଅ ଶ୍ରୀୟାର ଲିଖିତ ନୋଟ ଘର ମଧ୍ୟରୁ ମିଳିଥିବା କହିଛନ୍ତି l ଏବଂ ଆତ୍ମହତ୍ୟା ପରେ ରଶିରେ ଲାଗିଥିବା ମୂର୍ତ ଶରୀର ପୁଲିସ ଅନୁପସ୍ଥିତ ରେ କିଏ କେଉଁ ଆଧାରରେ ସାବତ ମା ଉଦ୍ଧାର କରିଥିଲେ ବୋଲି ସଦର ଥାନା ରେ ଅଭିଯୋଗ କରିଥିଲେ l ଏନେଇ ସଦରଥାନା ରେ ୪୧୨/୨୪ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ପୁଲିସ ଶବ ବ୍ୟବଛେଦ ନିମନ୍ତେ ମେଡିକାଲ ସ୍ଥାନାଂତର କରାଯାଇଛି l ରିପୋର୍ଟ ଆସିବା ପରେ ସତ୍ୟସତ ଜଣାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା

News Comment

You Might Also Like

BACK TO TOP