Breaking News

ଛତିଶଗଡ଼ ସାମ୍ବାଦିକ ହତ୍ୟା ଅଭିଯୁକ୍ତ ଗିରଫ |    (06-Jan-2025)       ||      ଖଲ୍ଲିକୋଟ ଶିଶୁ ବିକାଶ ବିଦ୍ୟା ମନ୍ଦିର ରେ ମାତୃ ଭାରତୀ କାର୍ଯ୍ୟକ୍ରମ ଅନୁଷ୍ଠିତ |   (06-Jan-2025)       ||      କୁମ୍ଭ ମେଳା କୁ ବୋମା ଦ୍ୱାରା ଉଡେଇ ଦେବାକୁ କହିଥିବା ଯୁବକ କୁ ଗିରଫ କଲା ପୋଲିସ |    (06-Jan-2025)       ||      ଖଲ୍ଲିକୋଟ ବ୍ଲକ ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳନ ||   (06-Jan-2025)       ||      ଖଲ୍ଲିକୋଟ ରେ33ତମ ଜାତୀୟ ସଡକ ସୁରକ୍ଷା ମାସ ପାଳିତ |   (06-Jan-2025)       ||      ଆସନ୍ତା କାଲି ଠାରୁ ଆରମ୍ଭ ହେବ, ଜାତୀୟ ଚିଲିକାବିହଙ୍ଗ ଉତ୍ସବ |   (05-Jan-2025)       ||      ଭିର୍ଣ୍ଣକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରିବା ସମସ୍ତଙ୍କ ଗୁରୁ ଦାୟିତ୍ୱ ଅଟେ |    (05-Jan-2025)       ||      ଭାଗବତ ଟୁଙ୍ଗୀ ସୁରକ୍ଷା ସମିତି ର ମାସିକ ବୈଠକ ଅନୁଷ୍ଠିତ ||   (05-Jan-2025)       ||      ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ |   (05-Jan-2025)       ||      ମୋହନ ପୁର ରେ ଧାନ ମଣ୍ଡି ଉଦଘାଟନ କଲେ ଖଲ୍ଲିକୋଟ ବିଧାୟକ ||   (05-Jan-2025)       ||      କେ ଏନ ପୁର ସେବା ସମବାୟ ରେ ବିଧାୟକ ଙ୍କ ଦ୍ୱାରା ଧାନ ମଣ୍ଡି ଉଦଘାଟିତ |    (05-Jan-2025)       ||      ବାର୍ଦ୍ଧକ୍ୟ ଭତ୍ତାକୁ ଅପେକ୍ଷା କରି ଆଖୁ ବୁଜିଲେ brudhha   (04-Jan-2025)       ||      ବୁଢ଼ୀ ଠାକୁରାଣୀ ମନ୍ଦିର ରୁ ଚୋରି ଅଭିଯୋଗ |   (04-Jan-2025)       ||      ବୁଗୁଡ଼ା ବ୍ଲକ ରେ ବାଟ ହୁଡୁଛି ବିକାଶ |    (04-Jan-2025)       ||      ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଙ୍କୁ ଆମ୍ବଗଡ଼ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ||   (04-Jan-2025)       ||      ବରଗଡ଼ ରେ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ |;   (04-Jan-2025)       ||      ଆଜି ରାଜ୍ୟପାଳ ଭାବେ ଦାୟିତ୍ୱ ନେଲେ ହରିବାବୁ କମ୍ଭମ୍ପତି |    (03-Jan-2025)       ||      ଜନ ସଚେତନତା ଦ୍ୱାରା ଲୋକଙ୍କ ସ୍ମାର୍ଟ ମିଟର ଉପରେ ଲୋକଙ୍କୁ ବୁଝାଇଲେ ଟାଟା ପାୱାର ଆରପିଓ |    (03-Jan-2025)       ||      ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ଧାନ ବୋଝେଇ ଟ୍ରକ |    (03-Jan-2025)       ||      ଅବସର ପ୍ରାଥମିକ ଶିକ୍ଷକ ଟ୍ରଷ୍ଟର ନବବର୍ଷ କେଲେଣ୍ଡର ଉନ୍ମୋଚିତ |    (03-Jan-2025)       ||     

ଚୁଆଁ ରୁ ମହିଳାଙ୍କ ଶବ ଉଦ୍ଧାର |

15-Dec-2024

ବାଲିଗୁଡା : ଚୁଆଁରୁ ମହିଳାଙ୍କ ଶବ ଉଦ୍ଧାର,

           ଓଡିଶା  ଜନ ମତ   ବ୍ୟୁରୋ,

ବାଲିଗୁଡା, ୧୫/୧୨:  କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ କଟପଡ଼ି ଗ୍ରାମର ଏକ ଚୁଆଁରୁ  ମହିଳାଙ୍କ ଶବ ଉଦ୍ଧାର କରିଛି ବାଲିଗୁଡା ପୋଲିସ । ମୃତକ ମହିଳା ଜଣକ ଶାନ୍ତିଲତା ମଲ୍ଲିକ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜକୁ ତିନିଦିନ ହେବ ବାପ ଘରକୁ ଯିବା ପାଇଁ ବାହାରିଥିଲେ ଶାନ୍ତିଲତା । ସେଠାରେ ପହଁଚିଲେ ନା ନାହିଁଁ ସେନେଇ ଶାନ୍ତିଲତାଙ୍କ ସ୍ବାମୀ ବିରେନ୍ଦ୍ର ମଲ୍ଲିକ ଖବର ନେବା ପରେ ଶାନ୍ତିଲତା ସେଠାରେ ପହଁଚି ନଥିବା ଜାଣିବାକୁ ପାଇଥିଲେ ଏବଂ ଶାନ୍ତିଲତା କୁଆଡେ଼ ଗଲେ ସେନେଇ ଖୋଜାଖୋଜି କରିଥିଲେ ପରିବାର ଲୋକେ । ହେଲେ ରବିବାର ସକାଳୁ କଟପଡ଼ି ଗ୍ରାମର ଲୋକେ ଗାଁ ନିକଟସ୍ଥ ଉକ୍ତ ଚୁଆଁକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଶାନ୍ତିଲତାଙ୍କ ଶବ ଚୁଆଁ ରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପରିବାର ଲୋକେ ପହଁଚି ଦେଖିବା ପରେ ବାଲିଗୁଡ଼ା ଥାନା ପୋଲିସକୁ ଜଣାଇଥିଲେ । ପୋଲିସ୍ ପକ୍ଷରୁ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଶବ ଉଦ୍ଧାର କରିବା ସହ କେଉଁ ପରିସ୍ଥିତି ରେ ଶାନ୍ତିଲତା ଚୁଆଁରେ ବୁଡ଼ିଲେ ଏବଂ ତାଙ୍କର ମୃତ୍ୟୁ କିପରି ଘଟିଲା ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ । ଏ ନେଇ ପୋଲିସ ତଦନ୍ତ ଅବ୍ୟାହତ ରଖିଥିବା ପ୍ରକାଶ କରିଛି l

News Comment

You Might Also Like

BACK TO TOP