Breaking News

ରାତିରେ ସୋଇଥିଲା ବେଳେ ସର୍ପ ଦଂଶନ ରେ ଭାଇ ଭଉଣୀ ମୃତ |    (29-Aug-2026)       ||      କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଧିକାରୀ ଅର୍ଥ ହେର ଫେର ଘଟଣା ରେ ଗିରଫ ||    (29-Aug-2026)       ||      ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||      ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବାହୁଦା ବନ୍ଦର, ଓ ଶିଳ୍ପ ନିବେଶ ଦ୍ୱାରା ବଦଳିବ ଗରିବଙ୍କ ଭାଗ୍ୟ |   (28-Aug-2026)       ||      ରକ୍ଷା ବନ୍ଧନ ର ପୌରାଣିକ ମତ, ଓ ଶିକ୍ଷଣୀୟ କଥା |   (28-Aug-2026)       ||      ମନ୍ଦିର ସମନ୍ବିତ ଉର୍ନ୍ନତି କରଣ ସକାଶେ ବିଧାୟକ ଙ୍କ ପ୍ରସ୍ତୁତି ବୈଠକ |    (28-Aug-2026)       ||      ଶକ୍ତିଶ୍ରୀ ସେଲ ପକ୍ଷରୁ ଆଇନ ସଚେତନତା କର୍ମଶାଳା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଅନୁଷ୍ଠିତ ||   (28-Aug-2026)       ||      "ନିଶାମୁକ୍ତ ଓଡିଶା ଅଭିଯାନ ` ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ||   (28-Aug-2026)       ||      2026 ର ଶ୍ରେଷ୍ଠ ଅଧକ୍ଷ ଭାବେ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ସମ୍ମାନିତ |   (28-Aug-2026)       ||      ରୀତିନୀତି ଅନୁଯାୟୀ ଗହ୍ମାପର୍ବ ମାହାଳହାଟ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ |   (28-Aug-2026)       ||     

କୁମ୍ଭ ମେଳା କୁ ବୋମା ଦ୍ୱାରା ଉଡେଇ ଦେବାକୁ କହିଥିବା ଯୁବକ କୁ ଗିରଫ କଲା ପୋଲିସ |

06-Jan-2025

କୁମ୍ବ ମେଳା କୁ ବୋମା ଦ୍ୱାରା  ଉଡେଇ ଦେବାକୁ  ଧମକ ଦେଇଥିବା ଯୁବକକୁ ଗିରଫ କଲା ପୋଲିସ ,

              ଓଡିଶା ଜନମତ  ବ୍ୟୁରୋ,

ଉତ୍ତରପ୍ରଦେଶ, : ଆଉ ଦିନ କେଇଟା ପରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ କୁମ୍ଭମେଳା | ତେବେ ଏଠାରେ ଶ୍ରଦ୍ଧାଳୁ ଓ ବିଭିନ୍ନ କୋଣ ଅନୁକୋଣରୁ ବାବା ମାନେ ଆସି ଡେରା ପକାଇ ସାରିଲେଣି  | କୁମ୍ଭମେଳାକୁ ନେଇ ପ୍ରୟାଗରାଜରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ନିକଟରେ କୁମ୍ଭ ମେଳାକୁ ବୋମାରେ ଉଡ଼ାଇ ଦେବାକୁ ଜଣେ ଯୁବକ ଧମକ ଦେଇଥିଲେ । ଏହାକୁ ନେଇ ରାଜ୍ୟରେ ଆତଙ୍କ ଖେଳି ଯାଇଥିଲା । ଏବେ ଉକ୍ତ ଧମକ ଦେଇଥିବା ଯୁବକଙ୍କୁ ପୁଲିସ ବିହାରରୁ ଗିରଫ କରିଛି।ଗିରଫ ଯୁବକ ଜଣକ ହେଲେ ବିସର ପୂର୍ଣିଆର ଆୟୁଷ କୁମାର ଜୟସ ପାଲ | ଡିସେମ୍ବର ୩୧ ତାରିଖରେ ଆୟୁଗ ନାସିର ପଠାନ, ନାଁରେ ସୋସିଆଲ ମିଡିଆରେ  କୁମ୍ଭମେଳାକୁ ବୋମରେ ଉଡେଇ ଦେବାକୁଧମକ ଦେଇଥିଲେ । ଏହାପର ଠାରୁ ୟୁପି ପୁଲିସ ଧମକ ଦେଇଥିବା ବ୍ୟକ୍ତିକୁ ଗିଫ କରିବା ପାଇଁ ଚେଷ୍ଟା ଚଳାଇଥିଲା । ତେବେ ଶନିବାର ୟୁପି ପୁଲିସ ଭବାନୀପୁର ପୁଲିସର ସହାୟତାରେ ସହିଦଗଞ୍ଜ ପଞ୍ଚାୟତର ପୂର୍ବ- ୪ରେ ଚଢ଼ାଉ କରି ଆୟୁଷ କୁମାରଙ୍କୁ ଗିରଫକରିଥିଲା । ଭବାନୀପୁର ଥାନା ଅଧ୍ୟକ୍ଷଙ୍କ କହିବା ମୁତାବକ ଆୟୁଷ କୁମାର ସହିଦଗଞ୍ଜ ପଞ୍ଚାଯତ ର ବାସିନ୍ଦା । ସେ ଧମକ ଦେବା ପରେ ନେପାଳ ଚାଳି ଯାଇଥିଲା । ତେବେ କିଛି ଦିନ ତଳେ ସେ ନିଜ ଘରକୁ ଫେଢିଥିଲା । ଏହି ସୂଚନା
ମିଳିବା ପରେ ଯୁପି ପୁଲିସ ଚଢ଼ାଉ କରି ଗିରଫ କରିଛି।
ଆୟୂଷ ବିରୋଧରେ ପୁଲିସ ଭିନ୍ ଭିନ୍ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ତାଙ୍କର କେତୋଟି ସ୍ପେଶାଲ ମିଡିଆ ଆକାଉଣ୍ଟ ରହିଛି, ସେ ନା ଆଉ କିଏ ଏହାକୁ ଚଳାଉ ଥିଲେ ତାହା ନେଇ ମଧ୍ୟ ତଦନ୍ତ ଜାରି ରହିଛି । ଆୟୁଷ ସହ ନେପାଳ ଆଉ କିଏ ଜାଇ ଥିଲା, ନେପାଳରେ ସେ କାହା କାହା ସହ ମିଶି ଥିଲା  ତା`ର ମଧ୍ୟଯାଞ୍ଚ କରୁଛି ପୁଲିସ । ପ୍ରକାଶ ଯେ, ଆସନ୍ତା ଜାନୁଆରୀ ୧୩ ତାରିଖରେ ପ୍ରୟାଗ ରାଜରେ ଆୟୋଜିତ ହେବ ମହାକୁମମେଳା । ଏହା ଫେବ୍ରୁଆରୀ ୨୬ ଯାଏ ଚାଲିବ । ଏହି ମହାକୁମ୍ଭ ମେଳା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟ ରେ ପହଞ୍ଚି ସାରିଲାଣି । ଏହି କୁମ୍ଭମେଳାକୁ ପ୍ରାୟ ୪୦ କୋଟି ଲୋକଙ୍କ ସମାଗମ ହେବା ଆଶା କରାଯାଉଛି ।

News Comment

You Might Also Like

BACK TO TOP