Breaking News

ଡର ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||      ଦେଢକୋଟି ଟଙ୍କାର ସାମଗ୍ରୀ ହେର ଫେର ଘଟଣା ରେ ଜଣେ ଗିରଫ ||   (19-Aug-2026)       ||      ସରକାରୀ ଚାକିରୀ ଦେବା ଆଳରେ ଅନଲାଇନ ରେ ଅର୍ଥ ଠକେଇ କରୁଥିବା ଯୁବକ ଗିରଫ ||   (19-Aug-2026)       ||      ଶାହରୁଖାନ ଙ୍କ ପାଇଁ ଗୀତ ଲେଖିଥିଲେ ପୂର୍ବତନ ପ୍ରଧାନ ମନ୍ତ୍ରୀ ||   (19-Aug-2026)       ||      ଏଗାର ଦଫା ଦାବି ନେଇ ଜିଲ୍ଲା ପାଳ ଙ୍କ ଅଫିସ ଆଗରେ ଭାରତୀୟ ମଜୁଦୁର ସଂଘ ର ବିକ୍ଷୋଭ |    (18-Aug-2026)       ||      ସୁନା ଦୋକାନୀ ଉପରେ ପ୍ରତିଶୋଧ ପାଇଁ ଡକାୟତି ଯୋଜନା ପଣ୍ଡ, ପାଞ୍ଚ ଅଭିଯୁକ୍ତ ଗିରଫ |    (18-Aug-2026)       ||      ଚଢ଼େୟାପଡା ଠାରେ ଦୁଇ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ |   (18-Aug-2026)       ||     

ଡର ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |

20-Aug-2026

ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ, ଦାରା ସିଂ ଙ୍କ କେଶ ରେ |

ଓଡିଶା ଜନ ମତ ବ୍ୟୁରୋ,

ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହାମ୍ ଷ୍ଟେନ୍‌ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରବୀନ୍ଦ୍ର ପାଲ ଓରଫ୍ ଦାରା ସିଂହଙ୍କ ଦଣ୍ଡ ହ୍ରାସ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।
ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହାମ୍ ଷ୍ଟେନ୍‌ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରବୀନ୍ଦ୍ର ପାଲ ଓରଫ୍ ଦାରା ସିଂହଙ୍କ ଦଣ୍ଡ ହ୍ରାସ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ କୋର୍ଟ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଷ୍ଟିସ୍ ମନୋଜ ମିଶ୍ର ଓ ଜଷ୍ଟିସ୍ ବିଜୟ ବିଷ୍ଣୋୟୀଙ୍କ ଦୁଇଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥିତ ଆଇନଜୀବୀଙ୍କୁ କହିଥିଲେ, ‘ଆପଣମାନେ ଯାହା ନିଷ୍ପତ୍ତି ନେବାକୁ ଚାହୁଛନ୍ତି, ନିଅନ୍ତୁ। ଏ ଦିଗରେ ଯଥାଶୀଘ୍ର ଆପଣ ନିଷ୍ପତ୍ତି ନିଅନ୍ତୁ, ନଚେତ୍ ଆମେ ନିଜେ ନିଷ୍ପତ୍ତି ନେବୁ। ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ବିଳମ୍ବ କରି ଏହାକୁ ଏଡ଼ାଇ ଯିବାକୁ ଆମେ ସହ୍ୟ କରିପାରିବୁ ନାହିଁ। ଦଣ୍ଡ ସମୀକ୍ଷା ବୋର୍ଡ କ’ଣ ନିଷ୍ପତ୍ତି ନେଇଛି, ଆମକୁ ତାହା ଅବଗତ କରାଯାଇନାହିଁ।’ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ କେନ୍ଦୁଝର ଜିଲ୍ଲା ଜେଲ୍‌ରୁ ରିପୋର୍ଟ ଏପର୍ଯ୍ୟନ୍ତ ମିଳିନାହିଁ ବୋଲି କହିବା ପରେ ଏହାକୁ ନେଇ ଖଣ୍ଡପୀଠ ଏପରି ଅସନ୍ତୋଷ ପ୍ରକାଶ କରିଥିଲେ।
ଗତ ଜୁଲାଇ ୧୪ ତାରିଖରେ ମାମଲାର ଶୁଣାଣି ସମୟରେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ଦାରା ସିଂହଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ସମୀକ୍ଷା କରି ତୁରନ୍ତ ଖଣ୍ଡପୀଠଙ୍କୁ ଅବଗତ କରାଇ ଦିଆଯିବ ବୋଲି କହିଥିଲେ। ମାତ୍ର ପ୍ରାୟ ଏକମାସ ପରେ ମଧ୍ୟ ଅବଗତ କରିପାରି ନଥିଲେ। ଯାହାକୁ ନେଇ ଖଣ୍ଡପୀଠ ଆପତ୍ତି ଉଠାଇଥିଲେ। ଆପଣ କାହା ସହିତ କିପରି ଯୋଗାଯୋଗ କରୁଛନ୍ତି କିମ୍ବା କେଉଁ କର୍ତ୍ତୃପକ୍ଷଙ୍କ ସହ ମତ ବିନିମୟ କରୁଛନ୍ତି, ସେଥିପ୍ରତି ଆମର କୌଣସି ଚିନ୍ତା ନାହିଁ। ଆପଣ କେବଳ ଏକ ନିଷ୍ପତ୍ତି ନିଅନ୍ତୁ ଏବଂ ତାହା ଆମକୁ ସ୍ପଷ୍ଟ ଜଣାନ୍ତୁ। କୌଣସି ବିଭାଗ ସହିତ ଆପଣଙ୍କର କ’ଣ ପତ୍ର ବିନିମୟ ହୋଇଛି ସେସବୁକୁ ଦର୍ଶାଇ ମୂଳ ମାମଲାକୁ ଏଡ଼ାଇବାକୁ ଚେଷ୍ଟା ନ କରିବା ପାଇଁ ମଧ୍ୟ ଖଣ୍ଡପୀଠ ଚେତାବନୀ ଦେଇଥିଲେ। କହିଥିଲେ, ‘ଚିଠି ଦେଖାଇ ଆମକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ ନାହିଁ। ଦଣ୍ଡ ସମୀକ୍ଷା ବୋର୍ଡ ହେଉଛନ୍ତି ଏହି ମାମଲାରେ ନିଷ୍ପତ୍ତି ନେବାକୁ ଥିବା ସଂସ୍ଥା। ତେଣୁ କ’ଣ ନିଷ୍ପତ୍ତି ନିଆଯାଇଛି ଆମକୁ ଏହା ଜାଣିବା ଦରକାର।’
ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨ ତାରିଖରେ ହେବ। ସେହି ସମୟ ମଧ୍ୟରେ ଦଣ୍ଡ ସମୀକ୍ଷା ବୋର୍ଡ ଦାରା ସିଂହଙ୍କ ଆବେଦନ ଉପରେ ନିଷ୍ପତ୍ତି ନେଇ ସେ ସମ୍ପର୍କରେ କୋର୍ଟକୁ ଅବଗତ କରିବା ଲାଗି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

News Comment

You Might Also Like

BACK TO TOP