Breaking
News
Breaking
News
03-Jan-2025
ଗଞ୍ଜାମ ସହର ର ବିଦ୍ୟୁତ ବିଭାଗ ର ଆର ପି ଓ ଙ୍କ ମହନୀୟତା,
ଓଡିଶା ଜନ ମତ, ଗଞ୍ଜାମ,
03/01/25:ବଟ କୃଷ୍ଣ ରାଉଳ : ଗଞ୍ଜାମ ସହର ର ବିଦ୍ୟୁତ ବିଭାଗ ର ଲସ କୁ ରୋକିବା ଏବଂ ସମସ୍ତ ଉପୋଭୋକ୍ତା ଙ୍କ ମାସିକ ବିଲ ପୈଠ କରିବା ରେ ନିଜେ ନିଜେ ଉପୋଭୋକ୍ତା ମନରେ କେମିତି ଚଞ୍ଚକତା ସୃଷ୍ଟି ହୋଇ ବିଲ ପୈଠ କରିବେ ତାହାର ପରୀକ୍ଷା ନିରୀକ୍ଷା ସମୀକ୍ଷା କରି ଗଞ୍ଜାମ ବିଦ୍ୟୁତ ବିଭାଗ ର କର୍ମଚାରୀ ତଥା ବିଭାଗ ରାଜସ୍ବ ଅଧିକାରୀ ବିଶ୍ୱରଂଜନ ଚିନାରା ଏକ ଅଭିନଵ ପ୍ରୟାସ ଆପଣେଇ ଛନ୍ତି ଏହାର କାରଣ ନୁଆଁ ସ୍ମାର୍ଟ ମିଟର ସମସ୍ତ ବିଦ୍ୟୁତ ଉପୋଭୋକ୍ତା ଙ୍କ ଘରେ ଲଗାଇ ବିଦ୍ୟୁତ ବିଭାଗ ର ସୁବିଧା ଏବଂ ଉପୋଭୋକ୍ତା ସୁବିଧାକୁ ଆଖି ଆଗରେ ରଖି କାର୍ଯ୍ୟକ୍ରମ ଆରମ୍ବ କରିବା ବେଳ ଲୋକଙ୍କୁ ସେ ବହୁତ ଘାତ ପ୍ରତିଘାତ ଦେଇ କାର୍ଯ୍ୟ କରିବାକୁ ପଡିଥିଲା ତଥାପି ସେ ଇଆର ସଂଗ୍ରାମ ଚୌଧୁରୀ ଙ୍କ ସହଯୋଗ କ୍ରମେ ଗଞ୍ଜାମ ଜୁଡ଼ିକ୍ସନ ର ଲୋକଙ୍କୁ ବୁଝା ସଜା କରି ଓ ଲୋକଙ୍କ କଥାକୁ ବିଚାର ବିମର୍ଶ କରି ପାଖା ପାଖି ଅସି ପ୍ରତିଶତ ନୁଆଁ ସ୍ମାର୍ଟ ମିଟର ବସାଇସାରିଲେଣି ବୋଲି ସେ କହିଛନ୍ତି
BACK TO TOP