Breaking News

ଓଡ଼ିଆ କାବ୍ୟ ପୁରାଣ ନୃସିଂହବତାର ଉନ୍ମୋଚନ |   (01-May-2026)       ||      କନ୍ଧମାଳ ଜିଲ୍ଲା ବାଲିଗୁଡା ରେ କାଳ ବୈଶାଖୀ ର ତାଣ୍ଡବ, ବର୍ଷା ପବନ ରେ ବିପୁଳ କ୍ଷୟ କ୍ଷତି ||   (01-May-2026)       ||      ବୋଲରା ଗାଡି ରେ 22କିଲୋ ଗଞ୍ଜେଇ ସହ ଅଭିଯୁକ୍ତ କୁ ଗିରଫ କଲା ଅବକାରୀ ଗୁଇନ୍ଦା ବିଭାଗ |    (01-May-2026)       ||      ଗଙ୍ଗାଧର ସାହୁ ବିଜ୍ଞାନ ମହା ବିଦ୍ୟାଳୟ ର ପ୍ରତିଷ୍ଠାତା ଙ୍କ ଦେହାନ୍ତ ||   (30-Apr-2026)       ||      କେଶପୁର ସ୍ନାତକ ମହାବିଦ୍ୟାଳୟ ଠାରେ ଏକ ଦିବସୀୟ ପାଠ ଚକ୍ର ଅନୁଷ୍ଠିତ |    (30-Apr-2026)       ||      ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଅବସର କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ |   (30-Apr-2026)       ||      ଖଲ୍ଲିକୋଟ ର ବିଭିନ୍ନ ସ୍ଥାନରେ 4ଗୋଟି ପ୍କକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣିଚନ୍ଦ୍ର ସେଠୀ ||   (30-Apr-2026)       ||      ଖଲ୍ଲିକୋଟ ଡି ଆଇ ଇ ଟି ରେ ଉତ୍କର୍ଷ କେନ୍ଦ୍ର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଓ ଜିଲ୍ଲପାଳ |    (30-Apr-2026)       ||      ଖଲ୍ଲିକୋଟ କୋର୍ଟ ପରିଷର ରେ ଆଇନ ଜୀବି ଙ୍କୁ ଆକ୍ରମଣ |    (30-Apr-2026)       ||      କୋଦଳା ସ୍ନାତକ ମହା ବିଦ୍ୟାଳୟ ରେ ଶିକ୍ଷା ବିଭାଗୀୟ ପାଠଚକ୍ର ଓବିଦାୟ କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ଆକାଶ ଜେନା ହତ୍ୟା ଘଟଣା ରେ ଆଉ ପାଞ୍ଚ ଜଣ ଗିରଫ ସହ ବାଇକ ଓଖଣ୍ଡା ଜବତ କଲା ପୋଲିସ |    (29-Apr-2026)       ||      କନ୍ଧମାଳ ଜିଲ୍ଳାରେ ସାମ୍ୱାଦିକ ସୁରକ୍ଷା ଓ ସହାୟତା ଦାବିରେ ତାତିଲେ ସାମ୍ବାଦିକମାନେ |    (29-Apr-2026)       ||      ପର୍ଯ୍ୟଟନ ସଚିବ ବଳବନ୍ତ ସିଂ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିଦର୍ଶନ କଲେ |    (29-Apr-2026)       ||      ବାଲିଘାଇ ଆକାଶ ଜେନା ମୃତ୍ୟୁ ଘଟଣା ରେ ଆଉଜଣେ ଗିରଫ |   (28-Apr-2026)       ||      ମାଲତେନ୍ତୁଳିଆ ଗ୍ରାମର ରାଜଦୀପ ହତ୍ୟା ଘଟଣାରେ ଆଉଜଣେ ଗିରଫ |   (28-Apr-2026)       ||      ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ |   (28-Apr-2026)       ||      ବିଦ୍ୟୁତ ଆଘାତ ରେ ମୃତ ପରିବାର କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ |    (28-Apr-2026)       ||      ବ୍ରାହ୍ମଣୀ ଗାଁ ବନାଞ୍ଚଳ ରେ ହାତୀପଲ, ବନ ବିଭାଗ ପକ୍ଷରୁ ଏଥିପାଇଁ ସଚେତନତା ଜାରି |   (28-Apr-2026)       ||      ଖାଜିପଲି ଗ୍ରାମରେ ସମସ୍ତଙ୍କ ସହଯୋଗ ରେ ସ୍ୱଚ୍ଛ ସେବାକାର୍ଯ୍ୟ ଆରମ୍ଭ    (28-Apr-2026)       ||     

ଭୁବନେଶ୍ୱର ଜାଭିଏର ଛକ ରେ ସିରିଜ ଦୃଘଟଣା ଘଟାଇଲା ଏକ କାର |

29-Dec-2024

ଭୁବନେଶ୍ୱର ଜାଭିଅର  ଛକରେ ସିରିଜ ଦୁର୍ଘଟଣା  , 
(ଦୁର୍ଘଟଣା ଘଟାଇ ଥିବା ଗାଡି ଡ୍ରାଇଭରକୁ ପିଟି ଗାଡି ଭାଙ୍ଗିଲେ ଉତ୍ୟକ୍ତ ଲୋକେ

                       ଓଡିଶା ଜନମତ ବ୍ୟୁରୋ ,

ଭୁବନେଶ୍ବର: ରାଜଧାନୀ  ଭୁବନେଶ୍ବରର ଜାଭିଅର ଛକରେ ସିରିଜ ଦୁର୍ଘଟଣା । ୪ଟି ଗାଡିକୁ ଧକ୍କା ଦେଲା ଏକ କାର୍ । ଜାଭିଅର ଛକ ହାତିଆଶୁଣି ରାସ୍ତା ସାଲିଆ ସାହି ନିକଟରେ ଦୁର୍ଘଟଣା ଘଟିଛି ।ଜାଭିଅର ଛକ ଆଡୁ କାରଟି ଦ୍ରୁତ ଗତିରେ ଆସି ରାସ୍ତା କଡରେ ଛିଡା ହୋଇଥିବା ୪ଟି ଗାଡିକୁ ଧକ୍କା ଦେଇଛି । ପ୍ରଥମେ କାରଟି ଏକ ଟାଟା ମ୍ୟାଜିକକୁ ଧକ୍କା ଦେଇଥିଲା । ଏହାପରେ ଏକ ଡାଲା ଅଟୋ ଓ ପରେ ପରେ ଏକ ପାସେଞ୍ଜର ଅଟୋ ଓ ଅନ୍ୟ ଏକ ଅଟୋକୁ ଧକ୍କା ଦେଇଥିଲା ।ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନି । ତେବେ ଦୁର୍ଘଟଣ  ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ଯ ତ୍କ୍ତ ଲୋକେ ଦୁର୍ଘଟଣା ଘଟାଇ ଥିବା କାରଟିକୁ ଭଙ୍ଗା ରୁଜା କରିଛନ୍ତି । ଏପରିକି ଦୁର୍ଘଟଣା ଖବର ପାଇ ସେଠାରେ ପହଞ୍ଚି ଥୂବା ପୋଲିସ ଲିସ ବି ଉତ୍ତ୍ଯକ୍ତି ଲୋକଙ୍କ ପାଖରୁ ରକ୍ଷା ପାଇ ନଥିଲେ । ଉତ୍ତ୍ଯକ୍ତି ଲୋକେ ପିସିଆର ଭ୍ୟାନକୁ ଘେରିଯିବା ସହ ବାଟ ଛାଡି ନଥୁଲେ । ଘଟଣା ସୁଳରେ ଉତ୍ତଜନା ଲାଗି ରହିଛି । ଉତ୍ତ୍ଯକ୍ତ ଲୋକଙ୍କୁ ଶାନ୍ତି କରିବାକୁ ପୋଲିସ ଉଦ୍ୟମ ଚଲାଇଛି ।

News Comment

You Might Also Like

BACK TO TOP