Breaking News

ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||      ଅଦିନିଆ ବର୍ଷାଯୋଗୁଁ ପାଚିଲା ଧାନ ଚାଷ କ୍ଷତିଗ୍ରସ | ଚିନ୍ତାରେ ଚାଷୀ |    (20-Dec-2024)       ||      ଭୁବନେଶ୍ୱର ରେ ଅଙ୍ଗନୱାଡି କର୍ମୀଙ୍କ ବିଭିର୍ଣ୍ଣ ଦାବି ନେଇ ଧାରଣା |    (20-Dec-2024)       ||      ଦୁଈ ଦିନିଆ ଓଡିଶା ଗ୍ରସ୍ତ ରେ ଆସୁଛନ୍ତି ଅମିତଶାହା |    (20-Dec-2024)       ||      ଆସ୍କା ସୂତାକଳ ର ଭାଗ୍ୟ ବଦକି ବକି???   (19-Dec-2024)       ||     

ଗଡ଼ସାହି ଛକରେ ଗୀତା ଜୟନ୍ତୀ ଅବସର ରେ 108 କୁଣ୍ଡିୟ ଯଜ୍ଞ ଅନୁଷ୍ଠିତ |

14-Dec-2024

ଗୀତା ଜୟନ୍ତୀଅବସର ରେ ଏକ ଶହ ଆଠ ହନୁମାନ ଯଜ୍ଞ ଅନୁଷ୍ଠିତ,

                ଓଡିଶା ଜନମତ  ବ୍ୟୁରୋ,

ପୁରୁଷୋତ୍ତମପୁର: ପବିତ୍ର ଗୀତା ଜୟନ୍ତୀ ଅବସର ରେ ହନୁମାନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି  |ପୁରୁଷୋତ୍ତମ ପୁର  ବିଜ୍ଞାପିତ ଅଞ୍ଚଳ ର ଗଡ଼ସାହି ଛକରେ ଥିବା ରଘୁ ନାଥ ଓ ହନୁମାନ ମନ୍ଦିର ପରି ସରରେ ଏକଶହଆଠକୁଣ୍ଡୀୟ ହନୁମାନ ଯଜ୍ଞ  ଅନୁଷ୍ଠିତହୋଇ ଯାଇଛି। ମନ୍ଦିର ପରିଚାଳନା କମିଟିଆନୁକୂଲ୍ୟରେ୧୦୮କୁଣ୍ଡରେ  ଏକସହ ଆଠ ଜଣ କର୍ତ୍ତା ବସି ୧୧,୬୬୪ ହନୁମାନ ଙ୍କ ମନ୍ତ୍ରରେ  କର୍ତ୍ତା ମାନେ ଆହୁତି ଦେଇ ଶେଷରେ ଯଜ୍ଞର ପୂର୍ଣ୍ଣା ହୁତି କରାଯାଇଥିଲା । ପୂର୍ବାହ୍ନ ରେ ବ୍ରତଧାରୀ ମହିଳା ମାନେ ପବିତ୍ର ଋଷିକୂଲ୍ୟା ନଦୀରୁ  108 ଜଳକଳସ ଧରି ଯଜ୍ଞ ସ୍ଥଳରେ ପହଞ୍ଚି ଥିଲେ। ପ୍ରଥମେ  ବିଦ୍ୱାନ ପଣ୍ଡିତ ମାନଙ୍କ ଦ୍ୱାରା ସୂର୍ଯ୍ୟ ପୂଜା ସାଙ୍ଗକୁ ଗୀତାପାଠ, ପୂଜା ପାଠ ଆଦି କରାଯାଇ ଥିଲା  | ଏହି ଅବସରରେ ଗତକାଲି ଅପରାହ୍ମରୁ ଅଷ୍ଟ ପ୍ରହରୀ ଅନୁଷ୍ଠିତ ହୋଇଥିଲା | ସେହି ପରି ସହରର ରଥ ସାହିନିକଟ ହନୁମାନ ମନ୍ଦିର, ରଘୁନାଥ ମନ୍ଦିର ଓ ଜଗନ୍ନାଥ ମନ୍ଦିର ରେ  ମଧ୍ୟ ଗୀତା ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା | ଏହାକୁ  ପର୍ଶୁ ରାମ ଗୌଡ଼, ଅରୁଣ କୁମାର ଗୌଡ଼, ଙ୍କ ଶହ ମନ୍ଦିର ପରିଚାଳନା କମିଟି, ସାହି ବାସିନ୍ଦା ଓ ଯୁବଗୋଷ୍ଟି ଓ ଅନ୍ୟମାନେ ଙ୍କ ସହଯୋଗ ରେ  ଏହି ଯଜ୍ଞ ଅନୁଷ୍ଠିତ  ହୋଇ ଥିଲା |

News Comment

You Might Also Like

BACK TO TOP