Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ମୁମ୍ବାଇ ର କମେଡିୟାନ ଭାରତୀ ସିଂହ ପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କଲେ |

22-Nov-2024

କମେଡିଆନ ଭାରତୀ ସିଂହ ପୂରୀ ଜଗନ୍ନାଥଦର୍ଶନକଲେ |

               ଓଡିଶା ଜନମତ  ବ୍ୟୁରୋ,

ମୁମ୍ବାଇ :  ମୁମ୍ବାଇର ଜଣା ଶୁଣା କମେଡିଆନ ଭାରତୀ ସିଂହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ୫୧ ହଜାର ଟଙ୍କା ଦାନ କରିଛନ୍ତି  କମେଡିଆନ ଭାରତୀ ସିଂହ । ପୁଣି ଆସନ୍ତା ବର୍ଷକୁ ହର୍ଶ ଓ ପୁରା ପରିବାରକୁ ନେଇ ଆସିବାକୁ ଇଛା ରଖୁଛନ୍ତି ଭାରତୀ । ଏଥିସହିତ ଭାରତୀ ଙ୍କ ମାଆ ଆଉ ଶାଶୁଙ୍କ ଚାରି ଧାମ ବୁଲିବାର ଇଛା ପୂରଣ ହୋଇଛି ବୋଲି ଭାବବିହ୍ବଳ ହୋଇ ଭାରତୀ କହିଛନ୍ତି । ତେବେ ଚାରି ଧାମ  ମଧ୍ୟରେ ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରି ସେ ଅସୀମ ଆନନ୍ଦ ଲାଭ କରିବା ସହିତ ପ୍ରଭୁଙ୍କ ଶ୍ରୀଚରଣ ତଳେ ପ୍ରଣିପାତ ହୋଇ ତାଙ୍କରି   ଆଶୀର୍ବାଦଭିକ୍ଷା କରିଛନ୍ତି |  ଏହା ସହିତ ନିଜ ଉପାର୍ଜନ ଅର୍ଥ ରୁ କିଛି ମଧ୍ୟ ପ୍ରଭୁଙ୍କ ଉର୍ନ୍ନତି ପାଇଁ ତାଙ୍କ ହୁଣ୍ଡିକୁ ଦାନ କରିଛନ୍ତି  | ସେମାନଙ୍କ ସହିତ ଆସିଥିବା ତାଙ୍କରି ପରିବାର ମଧ୍ୟ ଲୀଳାମୟଙ୍କୁ ଦର୍ଶନ କରି କୃତ୍ୟ, କୃତ୍ୟ ହୋଇ ଛନ୍ତି ବୋଲି କହିଛନ୍ତି | ସେ ଜଗନ୍ନାଥ ଙ୍କ ବେଢା ବୁଲି  ଠାକୁରଙ୍କ ମହାପ୍ରସାଦ ଗ୍ରହଣ କରିଛନ୍ତି  |

News Comment

You Might Also Like

BACK TO TOP