Breaking News

ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||      ଅଦିନିଆ ବର୍ଷାଯୋଗୁଁ ପାଚିଲା ଧାନ ଚାଷ କ୍ଷତିଗ୍ରସ | ଚିନ୍ତାରେ ଚାଷୀ |    (20-Dec-2024)       ||      ଭୁବନେଶ୍ୱର ରେ ଅଙ୍ଗନୱାଡି କର୍ମୀଙ୍କ ବିଭିର୍ଣ୍ଣ ଦାବି ନେଇ ଧାରଣା |    (20-Dec-2024)       ||      ଦୁଈ ଦିନିଆ ଓଡିଶା ଗ୍ରସ୍ତ ରେ ଆସୁଛନ୍ତି ଅମିତଶାହା |    (20-Dec-2024)       ||      ଆସ୍କା ସୂତାକଳ ର ଭାଗ୍ୟ ବଦକି ବକି???   (19-Dec-2024)       ||     

ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ଙ୍କ ପ୍ରମୁଖ ସଚିବ |

02-Dec-2024

ମା’ ତାରାତାରିଣୀଙ୍କ ଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ର

            ଓଡିଶା   ଜନମତ   ବ୍ୟୁରୋ,

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜାଗା ପରି ଦର୍ଶନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା` ତାରାତାରିଣୀ ମନ୍ଦିରକୁ ଅପରାହ୍ଣ ୪.୩୦ ଘଣ୍ଟା ସମୟରେ ଆସି ମା` ଙ୍କ ଆଶିଷ ଲାଭ କରିଛନ୍ତି । ମା`ଙ୍କ ପାଖରେ ୧୦୮ ପଦ୍ମ ସହ ମନ୍ତ୍ର ପାଠ ଉଚ୍ଚାରଣରେ ପୂଜା ହୋଇଛି। ତାରାତାରିଣୀ ପୀଠ ପରିସର ରେ ଥିବା ଭନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ ଦେଖୁଛନ୍ତି । ଏହା ସହ ଉପସ୍ଥିତ ଥ‌ିବା ମନ୍ଦିରପୂଜାରୀ ମାନଙ୍କ ସହ ଆଲୋଚନା କରିଥିଲେ | ବାପୁଜୀ ରଣା ମୁଖ୍ୟ ପୂଜାରୀ ପୂଜା କରିଥିଲେ । ଆଗକୁପ୍ରଧାନମନ୍ତ୍ରୀ ଆସିବା ନେଇ ସେବାୟତ ମାନେ ନିମନ୍ତ୍ରଣ କରିଛନ୍ତି । ସ୍ଥାନୀୟ ପୋଲିସପ୍ରଶାସନ, ଜିଲ୍ଲା ପ୍ରଶାସନ, ବିଡ଼ିଓ ମନୋଜ କୁମାର ନାୟକ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତିପରିଡ଼ା, ଗଞ୍ଜାମ ଅତିରିକ୍ତ ଜିଲ୍ଲା ପାଳ ଦେବଦତ୍ତ ମହନ୍ତ, ମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରମୋଦ କୁମାର ପଣ୍ଡା, ତହସିଲଦାର ବିନୋଦ କୁମାର ବେହେରା, ସ୍ଥାନୀୟ ଏନଏସି କାର୍ଯ୍ୟନିର୍ବାହୀ ଅଧୁକାରୀ ଗୋବିନ୍ଦ ଦଣ୍ଡସେନା, ପୁରୁଷୋତ୍ତମପୁର ଏସ ଡି.ପି ରଜନୀକାନ୍ତ ସାମଲ, ଓ ଛତ୍ରପୁର ଏସଡିପିଓ ଗୌରହରି ସାହୁ, ପୁରୁ ଷୋତ୍ତମପୁର ଭାରପ୍ରାପ୍ତ ଅକାରୀ ରାଜେଶ ନାୟକ ଉପସ୍ଥିତ ଥିବା ଥୁବାବେଳେ ଛତ୍ରପୁର, ରମ୍ଭା ପୋଲସରାର ସମସ୍ତ ଭାରପ୍ରାପ୍ତ ଅଧିକାରୀ ଏବଂ ବହୁତ ପୋଲିସ ଫୋର୍ସ ମୁତୟନ କରାଯାଇଛି।

News Comment

You Might Also Like

BACK TO TOP