Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ମୁଳୁ କୁମାରୀ ଗ୍ରାମରେ ନିଆଁ ଲାଗି ପୋଡି ଗଲା ଦୁଇଟି ପରିବାର ର ସବୁକିଛି ସାମଗ୍ରୀ |

02-Dec-2024

ମୂଳ କୁମାରୀ ଗ୍ରାମରେ ସର୍ଟ ସର୍କିଟ ରୁ ନିଆଁ ଲାଗି ପୋଡ଼ିଗଲା ଦୁଈ ପରିବାର ର ସବୁକିଛି | 

          ଓଡ଼ିଶ    ଜନମତ  ବ୍ୟୁରୋ,

 ହାଣ୍ଡିଘର ପଞ୍ଚାୟତ ଅନ୍ତର୍ଗତ  ମୂଳ କୁମାରୀ ଗ୍ରାମର ପି ଶ୍ୟାମ ବାବୁ ଦୋରା, ଓ   ପି ଏଙ୍କା ଦୋରା,  ଙ୍କ ଦୁଈ ପରିବାର ର ଘରେ ସର୍ଟସ ର୍କୀଟ ରେ ନିଆଁ ଲାଗି ପୋଡି ଗଲା ସବୁକିଛି  |  ସେଥିରେ ବହୁତ କ୍ଷତିଗ୍ରସ୍ତ ହୋଊ ଛନ୍ତି  ପି ଶ୍ୟାମ ବାବୁ ଦୋରା ଙ୍କ ପରିବାର  କଲେଜ ଦୁଇଝିଅ ଗୋଟିଏ ପୁଅ ଓ ସ୍ୱାମୀ ସ୍ତ୍ରୀ ଙ୍କୁ ନେଇ  ହସଖୁସିରେ ଚାଲୁଥିବା ପରିବାର ରେ ଯେପରି ଅକାଳ ଚଡ଼ାକ ପଡିଯାଇଛି  | ଘାତ ହୋଇ ଯାଇଛି  | ଝିଅ ଶ୍ରୀମତୀ ଦୋରା ର ବାହାଘର ନିମନ୍ତେ  ସବୁପ୍ରକାର ବ୍ୟବସ୍ତା ବାପା, ମାଆ  କରିଥିଲେ |  ଏପରିକି  ଟଙ୍କା, ସୁନା, ରୁପା ପେଡି, ଆଲମିରା, ଆସବାବ ସାମଗ୍ରୀ ସହିତ  ଲୁଗା, ଶାଢ଼ୀ, ସବୁକିଛି  ନିମିଷକ ମଧ୍ୟରେ ପୋଡି ପାଉଁଶ ହୋଇ ଗଲା | ସେହିଁ ନିଆଁ ର ପ୍ରକୋପ ଏତେ ପ୍ରବଳ ଥିଲାଯେ ତା ଭିତରକୁ ପଶି କୌଣସି ସାମାନ ବାହାର କରିବା ସମ୍ଭବ ନଥିଲା   | ପେଡିପାଇଁ ଥିବା କାଠ ସାମାନ ଗୁଡ଼ିକ ରେ ନିଆଁ ଲାଗି ଟଙ୍କା,)  ସୁନା , ରୁପା,ଲୁଗା, ଶାଢ଼ୀ, ଲୁଗା, ପଟା ଇତ୍ୟାଦି ସବୁ କିଛି ପୋଡି ନିମିଷକ ମଧ୍ୟରେ ସବୁ ନଷ୍ଟ ହୋଇଗଲା |  ତେବେ ଖବର ଶୁଣି ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା,  ବିଡ଼ିଓ ମନୋଜ କୁମାର ନାୟକ, ବ୍ଲକ ଅଧକ୍ଷା ପିଙ୍କି ବେହେରା, ସମାଜ ସେବୀ ଜଗତ ବନ୍ଧୁ ପଣ୍ଡା, 36 ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜ ମନ ବେହେରା, ଏସିଓ  ଉପସ୍ଥିତ ହୋଇ କ୍ଷତିଗ୍ରସ୍ତ ପରିବାରକୁ ଭେଟି ସମ ବେଦନା ଜଣାଇବା ସହିତ ସରପଞ୍ଚ  ଙ୍କ ସ୍ୱାମୀ ବସନ୍ତ ମହାପାତ୍ର, ଓ ପଞ୍ଚାୟତ ଷ୍ଟାଫ, ତାପସ ବେହେରା,  ଉପସ୍ଥିତ ଥିଲେ  |  ଏବଂ ପଞ୍ଚାୟତ ଫଣ୍ଡ ରୁ  ଶ୍ୟାମ ବାବୁଙ୍କୁ 5000 ଟଙ୍କା ଓ ପି ଏଙ୍କା ଦୋରା ଙ୍କୁ  2500 ଟଙ୍କା ପ୍ରାଥମିକ ବ୍ୟବସ୍ଥା ପାଇଁ ଦିଆ ଜେସିଥିଲବେଳେ   ରେଡ଼କ୍ରସ ରୁ ମଧ୍ୟ ଦିଆଯିବ ଏବଂ ଦୁଈ ପରିବାର ଙ୍କୁ  ଦୁଇଟି   ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର  ଦିଆଯିବ ବୋଲି  କହିଛନ୍ତି ବିଡ଼ିଓ ମନୋଜ ନାୟକ  |

News Comment

You Might Also Like

BACK TO TOP