Breaking News

ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||      ଅଦିନିଆ ବର୍ଷାଯୋଗୁଁ ପାଚିଲା ଧାନ ଚାଷ କ୍ଷତିଗ୍ରସ | ଚିନ୍ତାରେ ଚାଷୀ |    (20-Dec-2024)       ||      ଭୁବନେଶ୍ୱର ରେ ଅଙ୍ଗନୱାଡି କର୍ମୀଙ୍କ ବିଭିର୍ଣ୍ଣ ଦାବି ନେଇ ଧାରଣା |    (20-Dec-2024)       ||      ଦୁଈ ଦିନିଆ ଓଡିଶା ଗ୍ରସ୍ତ ରେ ଆସୁଛନ୍ତି ଅମିତଶାହା |    (20-Dec-2024)       ||     

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ରେ ଦେବ ଦୀପାବଳୀ ପାଳିତ |

02-Dec-2024

ଖଲ୍ଲିକୋଟ ଶ୍ରୀଜଗନ୍ନାଥ ମନ୍ଦିର ରେ ଦେବ ଦୀପାବଳୀ ପାଳିତ | 
*****************************

            ଓଡିଶା ଜନମତ   ବ୍ୟୁରୋ 
ଖଲ୍ଲିକୋଟ :  1/12 ପ୍ରତିବର୍ଷ ଭଳି ଚଳିତ ବର୍ଷ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ରେ ପବିତ୍ର ଦେବ ଦୀପାବଳୀ ପାଳିତ ହୋଇ ଯାଇଛି |ଏ ଉପଲକ୍ଷେ ମନ୍ଦିର ପରିସର ଓ ଗର୍ବ ଗୃହ ସମେତ ମନ୍ଦିର ର ବେଢାରେ ଏକ ହଜାର ରୁ ଊର୍ଧ୍ଵ ଦୀପ ପ୍ରଜ୍ବଳନ କରି ଭକ୍ତ ମାନେ ଆନନ୍ଦ ଅନୁଭବ କରିଥିଲେ |ଏହି ଦୀପାବଳୀ ରେ ଜଗନ୍ନାଥ ମହାପ୍ରଭୁ ତାଙ୍କ ପିତୃ ପୁରୁଷ ଙ୍କୁ ଶ୍ରଦ୍ଧାଞ୍ଜଳି ର ସହିତ ଶ୍ରାଧ ଅର୍ପଣ କରିବା ଵିଧି ଥିବାରୁ ଜଗନ୍ନାଥ ଭକ୍ତ ମାନେ ଉପସ୍ଥିତ ରହି ଉପଭୋଗ କରିଥିଲେ |ଦେବ ଦୀପାବଳୀ ପର୍ବ ଉପଲକ୍ଷେ ମନ୍ଦିର ପରିସର ରେ ବ୍ରହ୍ମପୁର ର ବିଶିଷ୍ଟ ସଂଗୀତ ସାଧକ ଓ ଦକ୍ଷିଣ ଓଡିଶା ର ସୁନାମ ଧନ୍ୟ କଣ୍ଠ ଶୀଳ୍ପୀ ଚନ୍ଦନ ଗନ୍ତାୟତ ଓ ତାଙ୍କ ଟିମ ଏକ ମନୋଜ୍ଞ ଭଜନ ସମାରୋହ ମଞ୍ଚସ୍ଥ କରିଥିଲେ |ବଜରଙ୍ଗ ଦଳ ଙ୍କ ଦ୍ୱାରା ଆୟୋଜିତ ଭଜନ ସମାରୋହ କୁ ବିଜେପି ଘୁମୁସର ଜିଲ୍ଲା ସମ୍ପାଦକ ଅନିଲ ପଣ୍ଡା ଉଦଘାଟନ କରିଥିବା ବେଳେ ବିଜେପି ଯୁବ ନେତା ଶଙ୍କର ନାହାକ ନଗର ବିଜେପି ସଭାପତି ସିମାଞ୍ଚଳ ବେହେରା, ବଜରଙ୍ଗ ଦଳ ସଭାପତି ସନ୍ତୋଷ କୁମାର ମିଶ୍ର ଓ ସମ୍ପାଦକ ଲକ୍ଷ୍ମୀକାନ୍ତ ମହାପାତ୍ର ମନ୍ଦିର ର ମୁଖ୍ୟ ପୂଜକ ବ୍ରଜ କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ | 

News Comment

You Might Also Like

BACK TO TOP