Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ଅଦିନିଆ ବର୍ଷା ରେ ଧାନ ଫସଲ କ୍ଷତି,

02-Dec-2024

ଅଦିନିୟା ବର୍ଷାରେ ଫସଲ କ୍ଷତି ଚାଷୀ ଙ୍କୁ କ୍ଷତିପୂରଣ ସହ ବୀମା ଯୋଗାଇଦେବା କୁ ଦାବି,

          ଓଡିଶା  ଜନମତ   ବ୍ୟୁରୋ,

କୁକୁଡାଖଣ୍ଡି ଚଳିତ ଖରିପ ଋତୁରେ ଅମଳ ହୋଇଥିବା ଫସଲ ଗୁଡିକ ଅଧିନିୟା ବର୍ଷା ରେ ନଷ୍ଟ ହେବା ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ l ବର୍ଷକ ଧାନ ଉପରେ ଚାଷୀ ସୁରକ୍ଷିତ ଭାବେ ଫସଲ ଘରକୁ ଅମଳ କରି ନେବା କୁ ଚାହିଁ ବସିଥିବା ବେଳେ ବଙ୍ଗୋପସାଗର ରେ ସୃଷ୍ଟି ଲଗୁଚାପ ପ୍ରଭାବ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ବର୍ଷା, ଏବଂ କୋହଲା ପବନ,ହେବା ଦ୍ୱାରା ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ସ୍ଥାନ ରେ ଲଗାଣ ଝିପି ଝିପ ବର୍ଷା ଯୋଗୁଁ ଏହାରି ପ୍ରଭାବ ରେ ଚାଷୀକୂଳ ବର୍ଷକ ଏକ ମାତ୍ର ଧାନଚାଷ ଉପରେ ଭରଷା ଯୋଗ୍ୟ କରି ରହିଥିବା ବେଳେ ଅମଳ ପାଚିଲା ଧାନ କାଟିବା ସମୟ ରେ ବର୍ଷା ଯୋଗୁଁ  କ୍ଷେତଜମି ରେ କଟାଯାଇଥିବା ଧାନ ପାଣି ରେ ବୁଡି ନଷ୍ଟ ହୋଇଥିବା ରୁ ଚାଷୀଙ୍କୁ ଚିନ୍ତା ଘାରିଛି l  ହଟାତ ବର୍ଷା ଯୋଗୁଁ ଚାଷୀ ମାନେ ନାନା ହୋଇରାଣ ହରକତ ରେ ସମ୍ମୁଖୀନ ହୋଇଛନ୍ତି l ତରବରିଆ ଭାବେ କଟା ଧାନ କୁ ବାନ୍ଧି ଗୋଦା କରିବା କୁ ଦୌଡ଼ିଛନ୍ତି l ଚାଷୀଙ୍କୁ ପୂର୍ବରୁ ପାଣିପାଗ ପକ୍ଷରୁ ସୂଚନା ମିଳିଥାନ୍ତା ତେବେ କିଛି ଚାଷୀ ଧାନ ପୂର୍ବରୁ କାଟି ଗୋଦା କରିବା ରେ ସକ୍ଷମ ହୋଇଥାନ୍ତେ ବୋଲି ମତ ପ୍ରକାଶ କରିଛନ୍ତି ପୁନଃ କିଛିଦିନ ବର୍ଷା ହେବାର ପାଣିପାଗ ସୂଚନା ମିଳିଛି ଚାଷୀ ଜମି ରେ ଥିବା କଟାଯାଇଥିବା ଧାନ କୁ ନେଇ ମୁଣ୍ଡରେ ହାତଦେଇବସିଛନ୍ତି l ତେବେ ସରକାରଙ୍କୁ କୁକୁଡାଖଣ୍ଡି ବ୍ଲକର ପୂର୍ବତନ ଜିଲ୍ଲାପରିଷଦ ବୃନ୍ଦାବନ ଖଟେଇ  ତହସିଲଦାର ଏବଂ ବିଡ଼ିଓ ଓ କୃଷି ଅଧିକାରୀଙ୍କୁ ଅନୁରୋଧ ଜଣାଇଛନ୍ତି କୃଷକ ମାନଙ୍କ ନଷ୍ଟ ହୋଇଥିବା ଧାନ କୁ ଅନୁଧ୍ୟାନ ତଦନ୍ତ କରି କ୍ଷତିପୂରଣ ସହ କୃଷି ବୀମା କାର୍ଯ୍ୟକ୍ଷମ କରିବା ନିମନ୍ତେ ସରକାରଙ୍କୁ ପ୍ରଶାସନ ପକ୍ଷରୁ ଅବଗତ ନିମନ୍ତେ ଦାବି ଜଣାଇଛନ୍ତି ଧାନ ମଣ୍ଡି ରେ ଶୁଖିଲା ଧାନ ସତେଜ ଧାନ ସଂଗ୍ରହ ନିମନ୍ତେ ଲକ୍ଷ୍ୟ ରଖିଥିବା ବେଳେ ଚାଷୀ ଅଧିନିୟା ବର୍ଷା ଯୋଗୁଁ ଏଫଏକ୍ଯୁ ମାନଦଣ୍ଡ ଉପରେ ସରକାର ମଣ୍ଡି ରେ କଟକଣା ଉଠାଇବା କୁ ଚାଷୀ ନିବେଦନ କରିଛନ୍ତି l  ସରକାର ଚାଷୀଙ୍କ ବିପଦ ସମୟରେ ସାହାଯ୍ୟ ସହଯୋଗ କରି ଉଚିତ ପଦ କ୍ଷପ ଗ୍ରହଣ କରିବେ ବୋଲି ଚାଷୀ ଚାହିଁ ବସିଛି l ବହୁ ଚାଷୀ ଋଣକରଜ କରି ଧାନ ଫସଲ ଅମଳ କରିଥିବା ବେଳେ ବର୍ଷା ଚାଷୀଙ୍କ ରାସ୍ତାର କଣ୍ଟା ସାଜିଛି l ଏନେଇ ଗୋଷ୍ଠୀ କୃଷି ଅଧିକାରୀ ସୁବ୍ରତ କୁମାର ବାରିକ ଙ୍କୁ ପଚାରିବୁଝିବାରୁ କୃଷି ବିଭାଗ ତରଫରୁ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରୁଥିବା ସହ ବ୍ଲକର ୧୦ପ୍ରତିଶତ ଚାଷୀଙ୍କ ଧାନ  କଟାଯାଇଥିବା ସୂଚନା ଦେଇଛନ୍ତି l ଯେଉଁ ଅଞ୍ଚଳ ରେ ଧାନ କଟାଯାଇଛି ଏବଂ ଧାନ ନଷ୍ଟ ହୋଇଛି ତାହାକୁ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତି ଚାଲିଥିବା କହିଛନ୍ତି l ଏବଂ ଚାଷୀଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି l କଟା ଯାଇ ଜମି ରେ ପଡିରହିଥିବା ଧାନ କୁ ପଲଟି କରି ଲୁଣ ପାଣି ସିଞ୍ଚନ କରିବା କିମ୍ବା ଓଦାଳିଆ ଧାନ କୁ ହୁଡ଼ା ଉପରେ ଶୁଖାଇବା ଦ୍ୱାରା ଧାନର ଅସ୍ତିତ୍ବ ସଠିକ ରହିବ ବୋଲି ପରାମର୍ଶ ଦେଇଛନ୍ତି

News Comment

You Might Also Like

BACK TO TOP