Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ପାଟଣା ରାଜ୍ୟର 49 ନଂ ଜାତୀୟ ରାଜପଥ ରେ ଆଳୁ ବୋଝେଇ ଟ୍ରକ ଦୁର୍ଘଟଣା |

22-Nov-2024

ପାଟଣା ତୁରୁମୁଙ୍ଗା 48 ନଂ ଜାତୀୟ ରାଜ ପଥରେ ଓଲଟିଲା ଆଳୁ ବୋଝେଇ ଟ୍ରକ  |

                ଓଡିଶା ଜନମତ  ବ୍ୟୁରୋ,

ପାଟଣା : --- ବେଳେ ବେଳେ ଗୋଟିଏ ତାଜ୍ୟରୁ ସାମାନ ଧରିଅନ୍ୟ ରାଜ୍ୟକୁ ଯାଉଥିବା  ମାଲ ବୋଝେଇ ଟ୍ରକ ଗୁଡ଼ିକ ଡ୍ରାଇଭରମାନଙ୍କଅସା ବଧାନତା ଯୋଗୁଁ ହେଉ ନଚେତଭାର ସାମ୍ୟ ହରାଇ ଦୁର୍ଘଟଣା ର ଶିକାର  ହେଉଥାନ୍ତି | ଏହି ଦୁର୍ଘଟଣା ସମୟରେ ବେଳେ ବେଳେ ଚାଳକ ଏବଂ ହେଲ ପର ଙ୍କ ମୃତ୍ୟୁ କିମ୍ବା ଗୁରୁତର ଆହାତ ହୋଇ ଥାନ୍ତି  | ତେବେ ଏପରି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି ପାଟଣା ଜିଲ୍ଲା ରେ  | ଲୋକେ ଆହାତ ମାନଙ୍କୁ ଚିକିତ୍ସା କରିବା ପାଇଁ ସହଯୋଗ କରିବେ କଣ ଓଲଟି ଦୁର୍ଘଟଣା ଟ୍ରକରୁ ସାମାନ ବୋହିବାରେ ବ୍ୟସ୍ତ ରହି ଥିବାର ଦେଖିବାକୁ ମିଳିଛି | ଆଳୁ ବୋଝେଇ  ହୋଇ ଯାଉଥିବା ପାଟଣା ବ୍ଲକ ତୁରୁମୁଙ୍ଗା ଥାନାଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଚେମଣା ନିକଟରେ ଏକ ବିଲାତି ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଦୁର୍ଘଟଣା ପରେ ଲୋକେ ଟ୍ରକରୁ କ୍ଷଣକେ ମଧ୍ୟରେ ବିଲାତି ସବୁ ବୋହି ନେଇଥିଲେ। ଟ୍ରକଟି କେନ୍ଦୁଝର ପଟରୁ କୋଲକାତା ଆଡ଼କୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛିରାସ୍ତାରେ ଘନ କୁହୁଡି ଯୋଗୁଁ ଏହି ଦୁର୍ଘ ଟଣା ଘଟିଥ‌ିବା କୁହାଯାଉଛି। ଦୁର୍ଘଟଣାରେ ଟ୍ରକ ଚାଳକ ଆହତହୋଇଥ‌ିବାଜଣାପଡିଛି। ଦୁର୍ଘଟଣା ପରେଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନୁଚଳାଇଛି। ଅନ୍ୟ ପକ୍ଷରେବିଲାତିର ବଜାର ଦର କିଲୋ ପ୍ରତି   ୮୦ ଟଙ୍କା ରହିଥ‌ିବାବେଳେ ଚେମଣାଆଖ ପାଖ ଅଞ୍ଚଳରେ ଆଜି୨୦ଟଙ୍କା ରେ ବିଲାତି ବିକ୍ରି ହୋଇଛି।

News Comment

You Might Also Like

BACK TO TOP