Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ମହିଳା କବାଡି ଟୁନାମେଣ୍ଟି ଉଦଯାପିତ |

21-Nov-2024

ଜୋନାଲ ସ୍ତରୀୟ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଘାଟିତ,

           ଓଡିଶା ଜନମତ ବ୍ୟୁରୋ,

ବୁଗୁଡ଼ା:----ସ୍ଥାନୀୟ ପିପୁଲ୍ସ କଲେଜ ସ୍ପୋର୍ଟସ ଆସୋସି ଏସନ ପକ୍ଷରୁ ଆୟୋଜିତ ଜୋନାଲ ସ୍ତରୀୟ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଓଡିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରାୟୋଜିତ ଉକ୍ତ ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟକୁ ପିପୁଲ୍ସ କଲେଜ ଅଧ୍ୟକ୍ଷ ହରି କୃଷ୍ଣ ନାୟକ ଖେଳାଳିଙ୍କ ପ୍ଯାରେଡ ଅଭିବାଦନ ସହ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଉଦଘାଟନ କରିଥିବା ବେଳେ ଏଥିରେ ସମ୍ମାନିତ ଅତିଥି ଭାବେ ପିପୁଲ୍ସ କଲେଜ ସ୍ପୋର୍ଟସ୍ ଆସୋସିଏସନ ଉପସଭାପତି ଆତ୍ମପ୍ରକାଶ ନାୟକ,ପ୍ରଶାସନିକ ଅଧିକାରୀ ଅଧ୍ଯାପକ ପ୍ରଦୀପ କୁମାର ଦାଶ, ଅଧ୍ୟାପିକା ରଶ୍ମିତା ପଟ୍ଟନାୟକ ଓ ଅନୀତା ଦେବୀ ପ୍ରମୁଖ ଯୋଗ ଦେଇ ଖେଳା ଳିଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ ।ଉକ୍ତ ଟୁର୍ଣ୍ଣାମେଣ୍ଟରେ ସିଏଚଏସଇ ଜୋନ-ଜି ଅନ୍ତର୍ଗତ ୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମହିଳା ଦଳ ଅଂଶ ଗ୍ରହଣ କରିଥିବା ବେଳେ ଉଦଘାଟନୀ ମ୍ଯାଚଟି ଏନବିସି କଲେଜ,କେନ୍ଦୁପଦର ଓ ପିପୁଲ୍ସ କଲେଜ,ବୁଗୁଡା ମଧ୍ୟରେ ଅନୁଷ୍ଠିତହୋଇଥିଲା ।
ଏଥିରେ ଏମ୍ପାୟାର ଭାବେ ହରିହର ବିଶ୍ବାଳ ଓ ଶ୍ରୀନିବାସ ଦୋରା , ରେଫେରି ଭାବେ ଭଞ୍ଜ କିଶୋର ଗୌଡ , ସ୍କୋରର୍ ଭାବେ କ୍ରୀଡା ଶିକ୍ଷକ ବିଶ୍ବେଶ୍ବର ଗିରି,ଲାଇନ୍ସମ୍ଯାନ୍ ଭାବେ ଅକ୍ଷୟ କୁମାର ନାୟକ ଦାୟିତ୍ବ ନିର୍ବାହ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟକୁ କ୍ରୀଡା ଶିକ୍ଷକ କ୍ରିଷ୍ଣାରାଓ ପାତ୍ର ପରି ଚାଳନା କରୁଥିବା ବେଳେ ଏଥିରେ ଏପିଏନ୍ ସାର୍ ଫାଉଣ୍ଡେସନର ସହଯୋଗ ଦେଖିବାକୁ ମିଳିଥିଲା ।

News Comment

You Might Also Like

BACK TO TOP