Breaking News

ପୋଲସରା ଏନଏସିରେ ଚଞ୍ଚକତା କରି ଧନିବ୍ୟକ୍ତି ପାଇଛନ୍ତି ଆବାସ ଯୋଜନା |    (23-Dec-2024)       ||      ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||     

ଖଲ୍ଲିକୋଟ ଡ଼ି ଆଇ i ଟି କୁ ଉଚ୍ଚ ପ୍ରଶଂସା କଲେ ସିଲ୍ଟର ନିର୍ଦ୍ଧେଶିକା |

21-Nov-2024

 ଡି. ଆଇ. ଇ. ଟି. ଗଂଜାମକୁ ଉଚ୍ଚ ପ୍ରଶଂସାକଲେ ଅତିରିକ୍ତ ସଚିବ ତଥା ସିଲ୍ଟର ନିର୍ଦ୍ଧେଶିକା   |

                       ଓଡିଶା ଜନମତ ବ୍ୟୁରୋ,

ଗଂଜାମ ଜିଲ୍ଲାର ଅଗ୍ରଣୀ ଶିକ୍ଷା ପ୍ରତିଷ୍ଠାନ ଭାବେ ସମଗ୍ର ରାଜ୍ୟରେ ସ୍ୱତନ୍ତ୍ର ମାନ୍ୟତା ହାସଲ କରିଥିବା ଖଲ୍ଲିକୋଟ ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଂଜାମକୁ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ତଥା ଭାଷା ଓ ଶିକ୍ଷକ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶିକା ଶ୍ରୀମତୀ ସୁମିତା ଦାସ ପରିଦର୍ଶନରେ ଆସି ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ପରିଡ଼ାଙ୍କ ସହିତ ଶୈକ୍ଷିକ ପରିବେଶ, ଅଭିନବ କାର୍ଯ୍ୟଶୈଳୀ ତଥା ତାଲିମ ପ୍ରଦାନର କୈ।ଶଳ, ସମ୍ପ୍ରତି ଗଂଜାମ ଜିଲ୍ଲାରେ ପରିଚାଳିତ ଏଫ୍.ଏଲ୍.ଏନ୍ କାର୍ଯ୍ୟକ୍ରମ, ଏ.ଆଇ.ପି. କାର୍ଯ୍ୟକ୍ରମ, ବାଲ୍ ବାଟିକା ଲାବ୍ରଟୋରି  ତଥା ଗଂଜାମ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅନ୍ୟାନ୍ୟ ବିଭାଗ କାର୍ଯ୍ୟକ୍ରମ ବିଷୟରେ ଅବଗତ ହୋଇ  ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କ କାର୍ଯ୍ୟଦକ୍ଷତା, ଉନ୍ନତ ପ୍ରଶିକ୍ଷଣ ଶୈଳୀର ଉଚ୍ଚ ପ୍ରଶଂସା କରିଥିଲେ । ଏସମ୍ପର୍କରେ ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ସନ୍ତୋଷ କୁମାର ପରିଡ଼ାଙ୍କ ସହିତ ସାମ୍ପ୍ରତିକ ଶିକ୍ଷାବ୍ୟବସ୍ଥା, ପ୍ରତିଷ୍ଠାନରେ ବର୍ଷବ୍ୟାପୀ ପରିଚାଳିତ ହେଉଥିବା ବହୁବିଧ ଅଭିନବ କାର୍ଯ୍ୟକ୍ରମ ଇତ୍ୟାଦି ସମ୍ବନ୍ଧରେ ବିଶଦ ଆଲୋଚନା କରିଥିଲେ । ଅଧ୍ୟକ୍ଷଙ୍କ ଠାରୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଭିନବ କାର୍ଯ୍ୟଶୈଳୀ ବିଷୟରେ ପଚାରି ବୁଝିଥିଲେ । ଏ ପରିପ୍ରେକ୍ଷୀରେ ଶ୍ରୀମତୀ ଦାସ ଗଂଜାମ ଜିଲ୍ଲାର ସି. ଆର୍. ସି. ସି. ମାନଙ୍କ ପାଇଁ ଉଦ୍ଦିଷ୍ଟ ଏମ୍. ସି. ଏମ୍.ର ଶୁଭୋଦ୍ଘାଟନ କରିଥିଲେ । ପ୍ରତିଷ୍ଠାନ ପରିସରରେ ସିଲ୍ଟ , ଓଡ଼ିଶା, ଭୁବନେଶ୍ୱର ଏବଂ ଅଜିମ୍ ପ୍ରେମଜୀ ବିଶ୍ୱବିଦ୍ୟାଳୟ, ବାଙ୍ଗାଲୋରର ସମ୍ମିଳିତ ଆନୁକୂଲ୍ୟରେ ଉଭୟ ଗଂଜାମ ଏବଂ ନୟାଗଡ଼ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ଶିବିରକୁ ନିର୍ଦ୍ଦେଶିକା ଶ୍ରୀମତୀ ଦାସ ପରିଦର୍ଶନ କରି ଇଂରାଜୀ ଭାଷା ପ୍ରଶିକ୍ଷଣ ଶିବିରର ଉଚ୍ଚ ପ୍ରଶଂସା ମଧ୍ୟ କରିଥିଲେ ।  
ସମଗ୍ର ଜିଲ୍ଲାରେ  ଏହି ଅଭିନବ କାର୍ଯ୍ୟକ୍ରମ, ଗବେଷଣା ଭିତ୍ତିକ କାର୍ଯ୍ୟକ୍ରମକୁ ଉଜ୍ଜୀବିତ ରଖିଲେ ପ୍ରଶିକ୍ଷାର୍ଥୀ, ତାଲିମଧାରୀ ଅଧିକରୁ ଅଧିକ ଉପକୃତ ହେବେ ବୋଲି ମତବ୍ୟକ୍ତ କରିଥିଲେ । ପ୍ରତିଷ୍ଠାନର ଅଭିନବ  କାର୍ଯ୍ୟଶୈଳୀରେ ସବିଶେଷ ପ୍ରଭାବିତ ହୋଇ ଆଗ୍ରହ ପ୍ରକାଶ କରିବା ସହିତ ପ୍ରତିଷ୍ଠାନ ସହିତ ଯୋଗସୂତ୍ର ରଖିବା ଲାଗି ସୁପରାମର୍ଶ ପ୍ରଦାନ କରିଥିଲେ ।

News Comment

You Might Also Like

BACK TO TOP