Breaking News

ଗଙ୍ଗାଧର ସାହୁ ବିଜ୍ଞାନ ମହା ବିଦ୍ୟାଳୟ ର ପ୍ରତିଷ୍ଠାତା ଙ୍କ ଦେହାନ୍ତ ||   (30-Apr-2026)       ||      କେଶପୁର ସ୍ନାତକ ମହାବିଦ୍ୟାଳୟ ଠାରେ ଏକ ଦିବସୀୟ ପାଠ ଚକ୍ର ଅନୁଷ୍ଠିତ |    (30-Apr-2026)       ||      ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଅବସର କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ |   (30-Apr-2026)       ||      ଖଲ୍ଲିକୋଟ ର ବିଭିନ୍ନ ସ୍ଥାନରେ 4ଗୋଟି ପ୍କକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣିଚନ୍ଦ୍ର ସେଠୀ ||   (30-Apr-2026)       ||      ଖଲ୍ଲିକୋଟ ଡି ଆଇ ଇ ଟି ରେ ନିମନ୍ତେ ଉତ୍କର୍ଷ କେନ୍ଦ୍ର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଓ ଜିଲ୍ଲପାଳ |    (30-Apr-2026)       ||      ଖଲ୍ଲିକୋଟ କୋର୍ଟ ପରିଷର ରେ ଆଇନ ଜୀବି ଙ୍କୁ ଆକ୍ରମଣ |    (30-Apr-2026)       ||      କୋଦଳା ସ୍ନାତକ ମହା ବିଦ୍ୟାଳୟ ରେ ଶିକ୍ଷା ବିଭାଗୀୟ ପାଠଚକ୍ର ଓବିଦାୟ କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ଆକାଶ ଜେନା ହତ୍ୟା ଘଟଣା ରେ ଆଉ ପାଞ୍ଚ ଜଣ ଗିରଫ ସହ ବାଇକ ଓଖଣ୍ଡା ଜବତ କଲା ପୋଲିସ |    (29-Apr-2026)       ||      କନ୍ଧମାଳ ଜିଲ୍ଳାରେ ସାମ୍ୱାଦିକ ସୁରକ୍ଷା ଓ ସହାୟତା ଦାବିରେ ତାତିଲେ ସାମ୍ବାଦିକମାନେ |    (29-Apr-2026)       ||      ପର୍ଯ୍ୟଟନ ସଚିବ ବଳବନ୍ତ ସିଂ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିଦର୍ଶନ କଲେ |    (29-Apr-2026)       ||      ବାଲିଘାଇ ଆକାଶ ଜେନା ମୃତ୍ୟୁ ଘଟଣା ରେ ଆଉଜଣେ ଗିରଫ |   (28-Apr-2026)       ||      ମାଲତେନ୍ତୁଳିଆ ଗ୍ରାମର ରାଜଦୀପ ହତ୍ୟା ଘଟଣାରେ ଆଉଜଣେ ଗିରଫ |   (28-Apr-2026)       ||      ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ |   (28-Apr-2026)       ||      ବିଦ୍ୟୁତ ଆଘାତ ରେ ମୃତ ପରିବାର କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ |    (28-Apr-2026)       ||      ବ୍ରାହ୍ମଣୀ ଗାଁ ବନାଞ୍ଚଳ ରେ ହାତୀପଲ, ବନ ବିଭାଗ ପକ୍ଷରୁ ଏଥିପାଇଁ ସଚେତନତା ଜାରି |   (28-Apr-2026)       ||      ଖାଜିପଲି ଗ୍ରାମରେ ସମସ୍ତଙ୍କ ସହଯୋଗ ରେ ସ୍ୱଚ୍ଛ ସେବାକାର୍ଯ୍ୟ ଆରମ୍ଭ    (28-Apr-2026)       ||      ପୋଲସରା ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ସ୍ୱାଭିମାନ ଦିବସ ପାଳିତ |   (28-Apr-2026)       ||      ବାଲିଗୁଡା ରେ ନେଟୱାର୍କ ଅସୁବିଧା ଯୋଗୁଁ, ଇଣ୍ଟେର ନେଟ ସେବା ବ୍ୟାହତ କାରଣରୁ ଲୋକେ ହନ୍ତସନ୍ତ |    (28-Apr-2026)       ||      କୋଦଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ |    (27-Apr-2026)       ||     

ଚିଲିକା ରେ ଡଙ୍ଗାରେଜାଲ ପକାଇ ମାଛ ମାରୁଥିଲା ବେଳେ ଡ଼ଙ୍ଗା ରୁ ଖସି ଜାଲରେ ପଡି ନୋଳିଆ ଙ୍କ ମୃତ୍ୟୁ |

31-Dec-2024

ଚିଲିକା ରେ ମାଛ ଧରା ଜାଲ ରେ ପଡ଼ି ମାଛ ଧରାଳି ଙ୍କ ମୃତ୍ୟୁ  |ନୂଆବର୍ଷ ପୂର୍ବରୁ ଦୁର୍ଘଟଣା|
                  --------------------------- 

                          ଓଡିଶା ଜନମତ ବ୍ୟୁରୋ ,

ଖଲ୍ଲିକୋଟ : 31/12 ନୂତନ ବର୍ଷ ର ସକାଳ ର ସୂର୍ଯ୍ୟ ଦେଖିବାପୂର୍ବରୁ ଜଣେ ମାଛଧରାଳି ଙ୍କ ଚିଲିକା ର ଗଭୀର ଜଳ ରେ ବୁଡ଼ି ମୃତୁ ବରଣ କରିଥିବା ଜଣାପଡିଛି | ସୂଚନା ଅନୁଯାଇ ଖଲ୍ଲିକୋଟ ଥାନା ଅନ୍ତର୍ଗତ  କେଶପୁର ପଞ୍ଚାୟତ ର ଜଣେ ମାଛ ଧରାଳି ନିରା କାର ମନ୍ତ୍ରୀ ସବୁଦିନ ପରି ଗତ ଦୁଇଦିନ ତଳେ ଡ଼ଙ୍ଗା ରେ ଜାଲ ଦଉଡ଼ି ଧରି ଚିଲିକା କୁ ମାଛ ମାରିବା ପାଇଁ ଯାଇଥିଲା |ତେବେ ମାଛ ଧରିବା ସମୟ ରେ ଅସତର୍କ ବଶତଃ ଡ଼ଙ୍ଗାରୁ ଖସି ମାଛ ଜାଲ ରେ ଛନ୍ଦି ହୋଇ ପଡିଥିଲା |  ପରିବାର ଲୋକଙ୍କ ବହୁ ଖୋଜାଖୋଜି ପରେ ମଧ୍ୟ  ତାଙ୍କୁ ଠାଵ କରି ପାରି ନଥିଲେ |ସମସ୍ତ ଚେଷ୍ଟା ସତ୍ୱେ ମାଛ ଧରା ଜାଲ ରୁ ମୁକୁଳି ପାରିନଥିଲା  ନିରାକାର ମନ୍ତ୍ରୀ | ମୃତ ନିରାକାର ର ଶବ ଦୀର୍ଘ ଦୁଇ ଦିନ ପରେ ଚିଲିକା ଢ଼େଉରେ ଭାସି ଆସି ଚିଲିକା କୁଳ ରେ ଲାଗିବା ପରେ, ଲୋକ ମାନେ ମୃତ ଦେହ କୁ ଦେଖି ତାଙ୍କୁ ଠାବ କରିଥିଲେ  |  ଘଟଣା ସ୍ଥଳ ରେ ପୋଲିସ ଓ ଅଗ୍ନିଶମ ବିଭାଗ  ପହଞ୍ଚି ଶବ କୁଉଦ୍ଧାର କରି ଏକ ଅପମୃତୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବାଜଣା ପଡିଛି |

News Comment

You Might Also Like

BACK TO TOP