Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ମଦୁଆ ଅଧ୍ୟାପକ ଙ୍କ ବିରୁଦ୍ଧରେ ଛାତ୍ର, ଛାତ୍ରୀଙ୍କ ତିନି କିମି ଚାଲି, ଚାଲି ଯାଇ ଜିଲ୍ଲା ପାଳ ଙ୍କ ପାଖେ ଅଭିଯୋଗ |

24-Nov-2024

ମଦ୍ୟପ ଅଧାପକ ଙ୍କ ଉନ୍ମତ କାଣ୍ଡ |

               ଓଡିଶା ଜନ ମତ ବ୍ୟୁରୋ,

ବେଳେ ବେଳେ ବହୁ ଅଜବ, ଏବଂ ଘୃଣିତ  ଘଟଣା ସମାଜ ରେ ଦେଖିବାକୁ  ମିଳୁଛି  | ତେବେ ଶିକ୍ଷା ଭଳି ଏକ ପବିତ୍ର ଅନୁଷ୍ଠାନରେ ଯଦି ଜଣେ ଶିକ୍ଷକ ମଦପିଇ  ଉନ୍ମତ କାଣ୍ଡ କରି ଛାତ୍ର, ଛାତ୍ରୀ ମାନଙ୍କୁ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରେ ତେବେ ସେହି ଶିକ୍ଷକ ଙ୍କୁ କଣ କୁହାଯିବ ଶିଷ୍ୟଙ୍କପ୍ରତି ଶିକ୍ଷକ ଙ୍କ  ସ୍ନେହ, ଶ୍ରଦ୍ଧା ନା ଶିକ୍ଷକ ଜାତି ପ୍ରତି କଳଙ୍କ  | ଏପରି ଏକ ମଦ୍ୟପ ଅଧ୍ୟାପକଙ୍କ ପାଇଁ ରାସ୍ତାକୁ ଓହ୍ଲାଇଲେ କଲେଜ ଛାତ୍ରଛାତ୍ରୀ, ଖାଲି ସେତିକି ନୁହଁ,୩ କିଲୋମିଟର ବାଟ ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି ଶିକ୍ଷକ ଙ୍କ ନାମରେ  | ଏପରି ଏକ ଅମାନବୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲାର ନରସିଂହ ଚୌଧୁରୀ  ସ୍ଵୟଂ ଶାସିତ ମହାବିଦ୍ୟାଳୟର ଛାତ୍ର, ଛାତ୍ରୀ ମାନେ ଏହି ଅଭିଯୋଗ କରିଛନ୍ତି। ସେ ପ୍ରଫେସର ଅଛନ୍ତି କିନ୍ତୁ କ୍ଲାସ କରୁନାହାନ୍ତି। ଏପରିକି ସବୁ ସମୟରେ ନିଶାରେ ଚୁଚ୍ ଚୂର୍ ହୋଇ ରହୁଥିବାରୁ ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ |    ଅଧ୍ୟାପକଙ୍କଯୋଗୁଁଛାତ୍ର,ଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ନରସିଂହ ଚୌଧୁରୀ କଲେଜର ସମାଜ ଶାସ୍ତ୍ର ବିଭାଗର ଏଚଓଡି ଭାବେ କାର୍ଯ୍ୟ କରୁଥିବା ଶ୍ରୀରାମ ମହାର ଚାକିରି ଦିନ ଠାରୁ କଲେଜ ଆସୁନାହାନ୍ତି। କ୍ଲାସ ନକରି ଅନ୍ୟ କାର୍ଯ୍ୟରେ ରହୁଥ‌ିବାର ପିଲାମାନେ ଅଭି ଯୋଗ କରିଛନ୍ତି ପିଲାମାନେ |  ତାଙ୍କ ଘରେ କାର୍ଯ୍ୟ କଲେ ମାର୍କ ଦେଉଥିବା ବେଳେ ତାଙ୍କ କଥା ଅରାଜି ହେଲେ ମାର୍କ କାଟି ଦେଉଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତିଛାତ୍ର, ଛାତ୍ରୀ | ଫଳରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ୩ କିଲୋମିଟର ବାଟ ପାଦରେ ଚାଲିଚାଲି ଆସି ଜିଲ୍ଲାପାଳଙ୍କୁ ଭେଟିଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଏହି ଘଟଣାରେ ଏଡିଏମଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

News Comment

You Might Also Like

BACK TO TOP