Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ମା ସାତ ଭଉଣୀ ପୀଠରେ ନୂଆଁ ସିଆରସିସିଙ୍କୁ ସ୍ୱାଗତ ଓ ପୁରୁଣା ସି ଆର ସିସି ଙ୍କୁ ବିଦାୟ ସମ୍ବର୍ଦ୍ଧନା |

24-Nov-2024

ମାଁ ସାତ ଭଉଣୀ ଶକ୍ତିପୀଠରେ ନୂତନ ସି.ଆର୍. ସି.ସି.ଙ୍କୁ ସ୍ୱାଗତଏବଂପୁରାତନ ସି.ଆର୍.ସି. ସି.ଙ୍କୁ ବିଦାୟ ସମ୍ବର୍ଦ୍ଧନା ,

            ଓଡିଶା  ଜନମତ ବ୍ୟୁରୋ,

ଖଲ୍ଲିକୋଟ :---ଖଲ୍ଲିକୋଟ ବ୍ଲକରେ ନୂତନ ଭାବେ ନିଯୁକ୍ତ ଦଶ ଜଣ ସି. ଆର୍. ସି. ସି.ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା ବେଳେ ସଫଳତାର ସହ ପାଞ୍ଚ ବର୍ଷ ସି ଆର ସି ସି ଦାୟିତ୍ୱ ତୁଲାଇ ଥିବା ଦଶ ଜଣଙ୍କୁ ଫୁଲତୋଡ଼ା ସହିତ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହିଅବସର ରେ ଖଲ୍ଲିକୋଟ ବ୍ଲକ୍ କୈରାଶି ପଞ୍ଚାୟତ ଅଧୀନସ୍ଥପଥୁରିନାଳ ଅନ୍ତର୍ଗତ ମାଁ ସାତ ଭଉଣୀ ଶକ୍ତିପୀଠ ପରିସରରେଆୟୋ ଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସି. ଆର. ସି. ସି. କୃଷ୍ଣଚନ୍ଦ୍ର ପରିଡ଼ା ପୈାରହିତ୍ୟ କରିଥିବା ସମୟରେ ସି ଆର୍ ସି ସି ସଂଘର ପ୍ରାକ୍ତନ ସଭାପତି ବଳରାମ ଜାଲି ସି. ଆର. ସି. ସି.ଙ୍କ ଗୁରୁ ଦାୟିତ୍ବ, ସାଙ୍ଗଠ ନିକ ଦକ୍ଷତା, ଆଶୁ ସମସ୍ୟାର ସୁ ସମାଧାନ ପାଇଁ ଏକତାର ପ୍ରୟୋଜନତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉତ୍ସବରେ ପ୍ରାକ୍ତନ ସି. ଆର. ସି. ସି. ତଥା ଯୁବ ଲେଖକ ହେମନ୍ତ ବେହେରା, ଶିକ୍ଷକ ସଂଘ ସଭାପତି ନାଗେଶ୍ଵର ବାରିକ, ପ୍ରାକ୍ତନ ସି. ଆର୍. ସି. ସି. ତ୍ରିନାଥ ବେହେରା ପ୍ରମୁଖ ଯୋଗଦେଇ ବିଭିନ୍ନ ସମୟ ରେ ସି. ଆର୍. ସି. ସି. ମାନଙ୍କ କାର୍ଯ୍ୟକ୍ରମରେ ସୃଷ୍ଟି ହେଉ ଥିବା ବାଧା ବନ୍ଧନ, ଘାତ ପ୍ରତିଘାତ, ଅଭାବନୀୟ ପରିସ୍ଥିତି, ସାଂଗଠନିକ ଏକତା ଆଦି ବହୁବିଧ ଦିଗ ଉପରେ ଆଲୋକପାତ କରିଥିଲେ । ଉତ୍ସବରେ ଉପସ୍ଥିତ ନବ ନିଯୁକ୍ତ ସି. ଆର. ସି. ସି. ପବିତ୍ର ବେହେରା, ଅନାଥ ବେହେରା, ନିରଞ୍ଜନ ଗୁରୁ, ନିରଞ୍ଜନ ସେଠୀ, ରାଜେନ୍ଦ୍ର ପ୍ରସାଦ ପଣ୍ଡା, ସୁଶୀଳ କୁମାର ପଣ୍ଡା, ଲିପନ ପଣ୍ଡା, ପ୍ରମୋଦ କୁମାର ପ୍ରଧାନ, ପବନା ସ୍ୱାଇଁ, ଡକ୍ଟର ଦ୍ବାରିକାନାଥ ମହାରଣା ଙ୍କ ସମେତ ପୂର୍ବତନ ସି. ଆର୍. ସି. ସି. ରବିନାରାୟଣ ମୁଦୁଲି, ଇନ୍ଦ୍ରମଣି ପ୍ରଧାନ, ସଚ୍ଚିକାନ୍ତ ପାଢ଼ୀ,ବଳରାମଜାଲି,ମନୋଜ କୁମାର ପଣ୍ଡା,ଜଗନ୍ନାଥସାମନ୍ତ ରାୟ, ଦୀପକ କୁମାରସେଠୀ, ତ୍ରିନାଥ ବେହେରା, ସନ୍ତୋଷ କୁମାର ଦାଶ, ନୀଳାଞ୍ଚଳ ମିଶ୍ରଙ୍କୁ ଆନୁଷ୍ଠାନିକ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା । ଅନୁଷ୍ଠିତ ଉତ୍ସବ ପରିଚାଳନା ଦାୟିତ୍ୱରେ ସଂଘର ସମ୍ପାଦକ ପ୍ରଶାନ୍ତ କୁମାର ସେଠୀ, ସଂଘର ସଦସ୍ୟ ରବୀନ୍ଦ୍ର କୁମାର ନାହାକ, ପ୍ରକାଶ ଚନ୍ଦ୍ର ସେଠୀ, ପ୍ରଜ୍ଞା କୁମାର ପଟ୍ଟନାୟକ, ଶୁଭେନ୍ଦୁ ରାଉତଙ୍କ ସମେତ ପ୍ରାକ୍ତନ ସି. ଆର. ସି. ସି. ଦୁର୍ଯ୍ୟୋଧନ ପଲାଇ, ଦେବେନ୍ଦ୍ର କୁମାର ମହାରଣା, ମଧୁ ଚରଣ ସେଠୀ, ପ୍ରଦୀପ କୁମାର ତ୍ରିପାଠୀ, ବାବୁଲା ଦାସ, ଶୈଳବାଳା ପରିଡା, ଦଣ୍ଡପାଣି ବାରିକ, ମାଗତା ନାହାକ, ରବୀନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

News Comment

You Might Also Like

BACK TO TOP