Breaking News

ପୋଲସରା ହାତୀଓଟ ଆଦର୍ଶ ବିଦ୍ୟାଳୟ ର 3ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ |;   (23-Dec-2024)       ||      ବୁଗୁଡ଼ା ବ୍ଲକ ଅଙ୍ଗନ ୱାଡି କର୍ମୀ ସମ୍ମିଳନୀ |    (23-Dec-2024)       ||      ପୋଲସରା ଏନଏସିରେ ଚଞ୍ଚକତା କରି ଧନିବ୍ୟକ୍ତି ପାଇଛନ୍ତି ଆବାସ ଯୋଜନା |    (23-Dec-2024)       ||      ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||     

ଆଜି ଠାରୁ ପୁଣି ଶ୍ରୀମନ୍ଦିର ର ଚାରିଦ୍ୱାର ଭକ୍ତ ଙ୍କ ନିମନ୍ତେ ଖୋଲାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା |

16-Nov-2024

ଆଜିଠାରୁ ପୂରୀ ଶ୍ରୀମନ୍ଦିର ର ଚାରି ଦ୍ଵାର ଭକ୍ତ ଙ୍କ ନିମନ୍ତେ ଖୋଲା ଯିବ |

                  ଓଡିଶା ଜନମତ ବ୍ୟୁରୋ,

ପୁରୀ: --କିଛି ଦିନ ହେଲା ଶ୍ରୀମନ୍ଦିର ର ଚାରି ଦ୍ଵାର ରୁ କେବଳ 2ଟି ଦ୍ଵାରଦେଇ ଭକ୍ତଙ୍କ ସୁରକ୍ଷା ନିମିତ୍ତ ଯିବା ଆସିବା ପାଈଁ  ମନ୍ଦିର ପ୍ରଶା ସନ ବନ୍ଦ କରିଦେଇଥିଲେ  | ତେବେ କାର୍ତ୍ତିକ ମାସ ଶେଷ ହୋଇ ଯିବାରୁ, ଭକ୍ତ ଙ୍କ ନିମନ୍ତେ ପୁଣି ଚାରି ଦ୍ଵାର ଖୋଲା କରିବାକୁ ସୂଚନା ଦେଇଛନ୍ତି ମନ୍ଦିର  ପ୍ରଶାସନ  | ପୁଣି ଥରେ ଶ୍ରୀମନ୍ଦିରରେ ୪ ଦ୍ବାରଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିରପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଶନିବାରସକାଳ ସଂକ୍ରାନ୍ତିଠାରୁଶ୍ରଦ୍ଧାଳୁମାନେ b ୪ ଦ୍ବାର ଦେଇଶ୍ରୀମନ୍ଦିରଭିତର କୁଯାଇପାରିବେ। କିନ୍ତୁ ୩ ଦ୍ବାର ଦେଇପ୍ରସ୍ଥାନ କରିବେ। ଉତ୍ତର ଦ୍ବାର, ପଶ୍ଚିମଦ୍ବାରଏବଂ ଦକ୍ଷିଣ ଦ୍ବାର ବାଟେ ଶ୍ରଦ୍ଧାଳୁମାନେ
ବାହାରକୁ ଆସିବେ। କିନ୍ତୁ ପୁର୍ବ ଦ୍ଵାର ସିଂହଦ୍ବାର ଦେଇପ୍ରସ୍ଥାନ କରିପାରିବେ ନାହିଁ ବୋଲି ପ୍ରଶାସନପକ୍ଷରୁ କୁହାଯାଇଛି। ରାଜ୍ୟରେ ସରକାରବଦଳିବା ପରେ ଶ୍ରମନ୍ଦିରରେଭକ୍ତ ଙ୍କ ଦର୍ଶନ ପାଇଁ  ଅଟକି ଥିବା ୪ ଦ୍ବାର ଖୋଲା ଯାଇଥିଲା। ୪ ଦ୍ବାର ଦେଇଶ୍ରଦ୍ଧାଳୁଭିତରକୁ ଯାଉଥିଲେ। କିନ୍ତୁ କିଛିଦିନପରେ ସେହି ବ୍ୟବସ୍ଥା ବନ୍ଦକରିଦିଆଯାଇଥିଲା। ବର୍ତ୍ତମାନ କାର୍ତ୍ତିକମାସ ସରିବାଯୋଗୁପୁଣି ଥରେ ପ୍ରଶାସନ ଉକ୍ତମାନଙ୍କ ନିମନ୍ତେ ଏହି ବ୍ୟବସ୍ତା ଲାଗୁ କରିଥିବା କହିଛନ୍ତି  | ଯାହା ଦ୍ୱାରା ଭକ୍ତ ମାନଙ୍କ ଯିବା, ଆସିବା ରେ ଆଉ ପ୍ରତିବନ୍ଧକ ଦେଖାଦେବ ନାହିଁ  | ଏବଂ ଭକ୍ତ ମାନେ କମ ସମୟ ମଧ୍ୟରେ ବଡ଼ ଦେଉଳକୁ ଯାଇ ଚତୁର୍ଦ୍ଧା ମୂର୍ତ୍ତିକୁ ଦର୍ଶନ କରି ଶାନ୍ତି ପାଇବା ସହିତ ନିଜର ମନକଥା ଠାକୁର ଙ୍କସମ୍ମୁଖ ରେ କହି ପାରିବେ  | ଏବଂ ସେହିଁ ଦାରୁ ବ୍ରହ୍ମ ଙ୍କୁ ଦର୍ଶନ କରି ଚତୁବର୍ଗ ଫଳ ଲାଭ କରି ପାରିବେ  |

News Comment

You Might Also Like

BACK TO TOP