Breaking News

ଜ୍ୟୋତିଷ ବିଶାରଦ ବାଇକୋଳି ଙ୍କ 116ତମ ଜୟନ୍ତୀ ପାଳିତ |    (23-Dec-2024)       ||      ମାଳ ଦ୍ୱୀପ ରେ ଫସିଥିବା ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିବାଜୁ ପ୍ରଶାସନ ଙ୍କୁ ଅନୁରୋଧ |    (23-Dec-2024)       ||      ମାରଦା ମହୋତ୍ସବ ପାଈଁ ଶୁଭଖୁଣ୍ଟି ସ୍ଥାପନ |    (23-Dec-2024)       ||      କରଚୁଲି ଶିଶୁମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ |   (23-Dec-2024)       ||      ନୂଆଁ ବର୍ଷରୁ ମାସିକିଆ ମିଳିବ ରାସନ ||   (23-Dec-2024)       ||      ପୋଲସରା ହାତୀଓଟ ଆଦର୍ଶ ବିଦ୍ୟାଳୟ ର 3ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ |   (23-Dec-2024)       ||      ବୁଗୁଡ଼ା ବ୍ଲକ ଅଙ୍ଗନ ୱାଡି କର୍ମୀ ସମ୍ମିଳନୀ |    (23-Dec-2024)       ||      ପୋଲସରା ଏନଏସିରେ ଚଞ୍ଚକତା କରି ଧନିବ୍ୟକ୍ତି ପାଇଛନ୍ତି ଆବାସ ଯୋଜନା |    (23-Dec-2024)       ||      ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||     

ବ୍ରହ୍ମପୁର ରେ ଦୈନିକ ଆଶା ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ |

16-Nov-2024

*ସାମ୍ବାଦିକ ଙ୍କୁ ଏକତାର ସୁତ୍ର ରେ ବାନ୍ଧିଲା ଭଏସ୍ ଓଫ୍ ମିଡିଆ ଓ ଦୈନିକଆଶା*

                 ଓଡିଶା ଜନମତ ବ୍ୟୁରୋ,

ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ରେଭିନିଉ ଆଇ ବି ଠାରେ ଭଏସ୍ ଓଫ୍ ମିଡିଆ ଓ ଦୈନିକଆଶା ତରଫରୁ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଅଛି । ଏହି ସଭାରେ ବରିଷ୍ଠ ସାମ୍ବାଦିକ ରାମ ପ୍ରସାଦ ସାମଲ ସଭାପତିତ୍ବ ଗ୍ରହଣ କରିଥିଲେ ଏବଂ ସମ୍ପାଦନା ବିଭାଗ ରେ ବରିଷ୍ଟ  ସାମ୍ବାଦିକ ପ୍ରଦିପ କୁମାର ନାହାକ ସେ   ସେବା ସହ ଜନତାର ସ୍ବର ପାଲଟୁ ସାମ୍ବାଦିକତା ଉପରେ ଆଲୋଚନା କରିଥିଲେ ଏବଂ କୋଷାଧ୍ୟକ୍ଷ ବିଭାଗ ତୁଲାଇ ଥିଲେ ବରିଷ୍ଠ ସାମ୍ବାଦିକ ସୁଦର୍ଶନ ପରିଡା ତତ୍ ସହିତ ସହ ସଭାପତି ଡ଼ା. ନୃସିଂହ ପ୍ରସାଦ ପାଢି ଏବଂ ସହ ସମ୍ପାଦକ ସୁବ୍ରତ ପୁଜାରି ଉପସ୍ଥିତ ଥିଲେ । ସକାଳ ୧୦ ଘଣ୍ଟା ସମୟରେ ପ୍ରଦିପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇ ଥିଲା । ଏହି ସଭାରେ ୨୦୦ ରୁ ଅଧିକ ସାମ୍ବାଦିକ ଯୋଗଦେଇ ଥିଲେ । ଏଥିରେ ମୁଖ୍ଯ ବକ୍ତା ଥିଲେ ପ୍ରଭାତ ମିଶ୍ର  ରାଜ୍ଯ ସଭାପତି ଭଏସ୍ ଓଫ୍ ମିଡିଆ  ସେ ସାମ୍ବାଦିକ ମାନଙ୍କର ଅସୁବିଧା କୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଗଣମାଧ୍ୟମକୁ କିଛି ଖଳ ପ୍ରକୃତିର ଲୋକ ରସା ତଳକୁ ନେଇ କେଉଁ ଭଳି ସାମ୍ବାଦିକ ମାନଙ୍କୁ ହଇରାଣ କରୁଛନ୍ତି ତା ଉପରେ ଆଲୋଚନା କରିଥିଲେ । ସଭାରେ ଉପସ୍ଥିତ ଥିଲେ ଟି ବାଲାଜୀ ପାତ୍ର  ରାଜ୍ଯ ଉପ ସଭାପତି , ସୁକାନ୍ତ କୁମାର ପରିଡା , ପ୍ରଦିପ ସେଠି, କାଳନ୍ଦି ଚରଣ ବ୍ରହ୍ମା,ସମସ୍ତେ ଉପସ୍ଥିତ ଥିଲେ । ସମ୍ମାନନୀୟ ଅତିଥି ଥିଲେ ଶ୍ରୀ ଭଗବାନ ଗନ୍ତାୟତ ଚେୟାରମ୍ୟାନ ଏସ ଏମ ଆଇ ଟି ଶ୍ରୀ ପ୍ରମୋଦ ପଣ୍ଡା ସମ୍ପାଦକ ଦୈନିକଆଶା , ସୋନାଲି ଗନ୍ତାୟତ(ଏମ ଜେ ଏମ ସି ଦିପାର୍ଟମେଣ୍ଟ ଡାଇରେକ୍ଟର ଏସ ଏମ ଆଇ ଟି )ସୁଶାନ୍ତ ସାବତ ଅଧ୍ୟକ୍ଷ (ମହାନ ସଂଘ ), ଅନିଲ ପାତ୍ର, ସଭାପତି, ନାଟକ ସମାରୋହ ସମିତି ଗଞ୍ଜାମ । ସାମ୍ବାଦିକ ଜଗତର ବାଦଶାହ କୁହାଯାଉଥିବା ଅତି ଆପଣାର ମଣିଷ ବରିଷ୍ଠ  ସାମ୍ବାଦିକ ଗୋପାଳ ପଟ୍ଟନାୟକ ସଭାରେ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ । ବରିଷ୍ଠ ସାମ୍ବାଦିକ ସୁଦିପ କୁମାର ସାହୁ,ନାରାୟଣ ମହାଙ୍କୁଡ ଏବଂ ସମାଜସେବୀ ତଥା ସାମ୍ବାଦିକ ଅରୁଣ କୁମାର ଗୌଡ଼ ମଧ୍ୟ ଉପସ୍ଥିତ ଥିଲେ। ସଭା କାର୍ଯ୍ୟରେ ସହଯୋଗ କରିଥିଲେ କୈଳାସ ପାଣିଗ୍ରାହୀ,ପ୍ରମୋଦ ସାହୁ , ଅଭିରାମ ପାତ୍ର ଓ ପ୍ରସାଦ  କାମଲି । ଦିନ ୨ ଟାରେ  ସଭା କାର୍ଯ୍ୟ ସମାପ୍ତ ହେଲା ଓ ଧନ୍ୟବାଦ ଅର୍ପଣ କଲେ ଭଏସ୍ ଓଫ୍ ମିଡିଆ ର କୋଷାଧ୍ୟକ୍ଷ ସୁଦର୍ଶନ ପରିଡା । ପରେ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିଲା ।

News Comment

You Might Also Like

BACK TO TOP