Breaking News

କଟକ ବନ ଖଣ୍ଡ ଭିଜିଲାନ୍ସ ଦ୍ଵାରା ସଫା ଗ୍ରାମରେ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ||   (09-May-2026)       ||      ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |    (09-May-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||      ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||     

ମାଳ ଦ୍ୱୀପ ରେ ଫସିଥିବା ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିବାଜୁ ପ୍ରଶାସନ ଙ୍କୁ ଅନୁରୋଧ |

23-Dec-2024

ଗଞ୍ଜାମ ରେ ପୁଣି ଦାଦନ ଦୁଃଖ, ମାଳ ଦ୍ୱୀପ  ରେ ଫସିଛନ୍ତି ଖଲ୍ଲିକୋଟ ର 15  ଜଣ ଯୁବକ, 
(ଫେରାଇ ନେବା ପାଇଁ ପ୍ରଶାସବ କୁ ଆକୁଳ ନିବେଦନ | 
          **************************  
             ଓଡିଶା  ଜନମତ  ବ୍ୟୁରୋ,

ଖଲ୍ଲିକୋଟ : 23/12 ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ବ୍ଲକ ର 15 ଜଣ ଦାଦନ ଶ୍ରମିକ କାମଧାନ୍ଦା ପାଇଁ ମାଳ ଦ୍ୱୀପ ଯାଇ ସେଠାରେ ଫସି ମାନସିକ ଶାରୀରିକ ନିର୍ଯ୍ୟା ତନା ଶିକାର ହୋଇଥିବା ବେଳେ ପ୍ରତିବାଦ କଲେ ସମ୍ପୃକ୍ତ କମ୍ପାନୀ ଉକ୍ତ ଶ୍ରମିକ ମାନଙ୍କୁ ଜେଲ ରେ ଭର୍ତ୍ତି କରୁଥିବା ନେଇ ଏକ ଭିଡିଓ ବାର୍ତା ରେ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ କୁ ସୂଚନା ଦେଇ ଯଥାଶୀଘ୍ର ତାଙ୍କୁ ଭିଟାମାଟି କୁ ଫେରାଇଆଣିବା ପାଇଁ ଆକୁଳ ନିବେଦନ କରିଥିବା ଜଣାପଡିଛି |ମିଳିଥିବା ସୂଚନା ଅନୁଯାଇ ଗତ 6 ମାସ ତଳେ ଖଲ୍ଲି କୋଟ ଅଞ୍ଚଳ ର 15 ଜଣ ବେକାର ଯୁବକ ପରିବାର ର ଆର୍ଥିକ ବୋଝ ମେଣ୍ଟାଇବା ପାଇଁ କାମଧାନ୍ଦା ଆଶା ରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ର ପ୍ରତାପ ଗ୍ରାମର କିଶୋର ବାରିକ  ନାମକ ଜଣେ ଦାଦନ ଦଲାଲ ଙ୍କୁ ଧାର ଉଦ୍ଧାର କରି ଉକ୍ତ ଶ୍ରମିକ ମାନେ ମୁଣ୍ଡ ପିଛା 40 ହଜାର ଟଙ୍କା ଦେଇ ମାଳ ଦ୍ୱୀପ ରେ ଥିବା ରିନା ଟାସ  ପ୍ରୋଜେକ୍ଟ ପ୍ରାଇଭେଟ ଲିମି ଟେଡ଼ କମ୍ପାନୀ ରେ କାମ କରିବା ପାଇଁ ପଠାଇଥିଲେ |  ତେବେ ମନୋଜ ପ୍ରଧାନ ଦେଇଥିବା ଭିଡିଓ ବାର୍ତା ରେ ଦେଇଥିବା ବୟାନ ଅନୁଯାଇ ଉକ୍ତ କମ୍ପାନୀ ରେ 6 ମାସ କାମ କଲା ପରେ ମାତ୍ର ଗୋଟିଏ ମାସ ର ଦରମା ଦେଇଥିଲା |ବାରମ୍ବାର ବକେୟା ଦରମା ମାଗିଲେ  କୌଣସି କର୍ଣ୍ଣପାତ ନ କରି ଖାଇବା ପିଇବା  ନ ଦେଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଓ ନିମ୍ନ ମାନ ର ଖାଦ୍ୟ ଦେଇ ଖାଇବା ରହିବା ଖର୍ଚ୍ଚ ଦେବା ପାଇଁ ଧମକ  ଦେଉଥିଲା  |  ପ୍ରତି ବାଦ କଲେ ଜେଲ ପଠା ଯାଉଥିବା ପ୍ରକାଶ କରି ତୁରନ୍ତ ଭିଟାମାଟି କୁ ଫେରାଇ ନେବା ପାଇଁ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରଶାସନ  ଆକୁଳ ନିବେଦନ କରିଛନ୍ତି |ଖଲ୍ଲିକୋଟ ବ୍ଲକ ଆଇତିପୁର ସରପଞ୍ଚ ମଧ୍ୟ ଏହି ବିଷୟ ନେଇ ଜଣାଇଥିବା ପ୍ରକାଶ |ମାଳ ଦ୍ୱୀପ ରେ ତାମିଲନାଡୁ ଆନ୍ଧ୍ର ଓ ପଶ୍ଚିମ ବଙ୍ଗ ଓ ଓଡିଶା ର 45 ଜଣ ଶ୍ରମିକ ଫସିଥିବା ବେଳେ ଗଞ୍ଜାମ ର ଖଲ୍ଲିକୋଟ ବ୍ଲକ ର ଆଇତିପୁର ଗ୍ରାମ ର 9 ଜଣ ଲଖ୍ମଣ ପୁର ଓ ବାଗଲପୁର ଗ୍ରାମର ଜଣେ ଲେଖାଏଁ ଶ୍ରମିକ ଫସି ରହିଛନ୍ତି | ଫସି ଥିବା ଶ୍ରମିକ ମାନଙ୍କ ମଧ୍ୟରେ ଶରତ ଦଳାଇ, ବିକାଶ ରହିଛନ୍ତି  |

News Comment

You Might Also Like

BACK TO TOP