Breaking News

କଟକ ବନ ଖଣ୍ଡ ଭିଜିଲାନ୍ସ ଦ୍ଵାରା ସଫା ଗ୍ରାମରେ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ||   (09-May-2026)       ||      ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |    (09-May-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||      ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||     

ଜ୍ୟୋତିଷ ବିଶାରଦ ବାଇକୋଳି ଙ୍କ 116ତମ ଜୟନ୍ତୀ ପାଳିତ |

23-Dec-2024

ଜ୍ୟୋତିଷ ବିଶାରଦ ବାଇକୋଳି ଙ୍କ 116 ତମ ଜୟନ୍ତୀ,  
(ନିଲମ ବାନାର୍ଜୀ ଙ୍କୁ ବାଇକୋଳି ସମ୍ମାନ | 
ଆସନ୍ତବର୍ଷ ଗଞ୍ଜାମ ରୁ ପ୍ରକାଶ ପାଇବ ବାଇକୋଳି ପଞ୍ଜିକା | 
******************************
   ଓଡିଶା  ଜନମତ  ବ୍ୟୁରୋ,

ଖଲ୍ଲିକୋଟ  23/12 ପୁଣ୍ୟାଶ୍ଳୋକ ପଣ୍ଡିତ ଜ୍ୟୋତିଷ ବାଇକୋଳି ବିଶାରଦ ଙ୍କ 116 ତମ ଜୟନ୍ତୀ ଉଛବ ବାଇକୋଳି ସ୍ମୃତି ପରିଷଦ ସଭାପତି ଡାକ୍ତର ହର ପ୍ରସାଦ ମହାପାତ୍ର ଙ୍କ ଅଧକ୍ଷତା ରେ ସ୍ଥାନୟ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି |ଆୟୋଜିତ ଜୟନ୍ତୀ ଉଛବ ରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବ୍ରହ୍ମପୁର ବିଶ୍ୱ ବିଦ୍ୟା ଳୟ କୁଳପତି ପ୍ରଫେସର ଡକ୍ଟର ଗୀତାଞ୍ଜଳି ଦାସ ବ୍ରହ୍ମପୁର ବିଶ୍ୱବିଦ୍ୟାଳତ ରେ ବାଇକୋଳି ଙ୍କ ଅନନ୍ୟ ଗ୍ରନ୍ଥ ଗୁଡିକ ସଂରକ୍ଷଣ କରି ରଖା ଯିବା ସାଙ୍ଗକୁ ଏକବାଇକୋଳି ଚେର ପ୍ରତିଷ୍ଠା ହେବା କଥା |ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ସଂସ୍କୃତ, ତର୍କ, ଦାର୍ଶନ ଭଳି ବହୁ ବିଷୟ ରେ ସ୍ନାତକୋତ୍ତର ବିଭାଗ ଖୋଳାଯାଇ ପାରିନି ବୋଲି କ୍ଷୋଭ ପ୍ରକାଶ କରି ପୂଜ୍ୟପୂଜା ଦ୍ୱାରା ସଂସ୍କୃତ ଓ ଓ ପରମ୍ପରା ରୁଦ୍ଧିମନ୍ତ ହେବ ବୋଲି ପ୍ରକାଶ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଜ୍ୟୋତିର୍ବିଦ ଅନ୍ନଦା ତ୍ରିପାଠୀ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଜ୍ୟୋତିଷ ବାଇକୋଳି ନାମରେ ଆଗାମୀ ବର୍ଷ ଠାରୁ ଏକ ନିର୍ଭୁଲ ଭାବେ ପ୍ରଣୀତ ଗଞ୍ଜାମ ରୁ ବାଇକୋଳିପଞ୍ଜିକା ପ୍ରକାଶ କରିବା ପାଇଁ ପ୍ରସ୍ତାବ ଦେଇଥିଲେ | ଶିକ୍ଷାବିତ ଡକ୍ଟର ପ୍ରଫେସର ପ୍ରଭାକର ତ୍ରିପାଠୀ ଖଲ୍ଲିକୋଟ ମର୍ଦରାଜ ଶିଶୁ ଉଦ୍ୟାନ ଓ ପୁରୀ ଚନ୍ଦ୍ର ଶେଖର ପାଠାଗାର ଠାରେ ସ୍ବର୍ଗତ ବାଇକୋଳି ଙ୍କ ପ୍ରତି ମୂର୍ତ୍ତି ସ୍ଥାପନ ସହ ତାଙ୍କର ଅପ୍ରକାଶିତ ମୂଲ୍ୟବାନ ଗ୍ରଂଥ ଗୁଡିକ ପ୍ରକାଶନ ପାଇଁ ଉଦ୍ୟମ କରାଯିବ ବୋଲି ପ୍ରକାଶ କରିଥିଲେ  | ଭାଗ୍ୟ ଲିପି ର ପ୍ରତିଷ୍ଠାତା ସ୍ବର୍ଗତ ନିମାଇଁ ବନାର୍ଜି ଙ୍କ ପୁଅ ଜ୍ୟୋତିର୍ବିଦ ନିଲମ ବାନାର୍ଜି ଙ୍କୁ ଚଳିତ ବର୍ଷ ର ବାଇକୋଳି ସମ୍ମାନ ପ୍ରଦାନ କରାଯାଇଥିଲା | ସେହିପରି ପରିଷଦ ର କାର୍ଯ୍ୟକାରିଣୀ ସଭାପତି ଶିକ୍ଷାବିତ ପୂର୍ଣ୍ଣ ଚନ୍ଦ୍ର ରଥ, ପ୍ରବଚକ ଜ୍ଞାନା ନନ୍ଦ ସାଗର ଭାଷଣ ଦେଇ ଥିବା ବେଳେ ସ୍ମୃତି ପରିଷଦ ର ସମ୍ପାଦଜ ଜଗଦୀଶ ପାଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ |ଶେଷରେ ମୁଖ୍ୟ ଅତିଥି ଖଲ୍ଲିକୋଟ ବିଧାୟଜ ପୂର୍ଣ୍ଣ ଚନ୍ଦ୍ର ସେଠି ଭାଷଣ ଦେଇ ବାଇକୋଳି ଙ୍କ ସ୍ମୃତି ରକ୍ଷା ପାଇଁ ଉଦ୍ୟମ କରାଯିବ ବୋଲି ପ୍ରକାଶ କରିଥିଲେ |ପ୍ରଫେସର ଡକ୍ଟର ସନ୍ଧ୍ୟାରାଣୀ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ରେ ସ୍ମୃତି ପରିଷଦ ର ଉପ ସଭାପତି ମାଧବ ବେହେରା, କୋଷଧ୍ୟାଜ କୃଷ୍ଣ ଚନ୍ଦ୍ର ପଣ୍ଡା ଅଶୋକ ତ୍ରିପାଠୀ ପଞ୍ଚାନନ ସୁର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

News Comment

You Might Also Like

BACK TO TOP