Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ଭିଜିଲାନ୍ସ ଜାଲରେ ଧରା ହେଲେ ହାଉସିଂ କର୍ପୋରସେନ ର ଡେପୁଟି ମେନେଜର |

19-Nov-2024

ପୋଲିସ ହାଉସିଂ କର୍ପୋ ରେସନ ର ଡେପୁଟି ଜେନେରାଲ ମ୍ୟାନେଜର ଭଜିଲାନ୍ସ ଜାଲରେ,

            ଓଡିଶା ଜନମତ ବ୍ୟୁରୋ,

ବ୍ରହ୍ମପୁର: ---ପୁଣି ଜଣେ କୋଟିପତି ବ୍ୟକ୍ତି ଙ୍କ ଉପରେ ମାଡି ବସିଛି ଭି ଜି ଲାନ୍ସଟିମ | 
ଘଟଣା ଟି ଘଟିଛି ବ୍ରହ୍ମପୁର ସହର ରେ,ଆଉ ଭିଜିଲାନ୍ସ ଜାଲରେ  ପଡ଼ିଥିବା ବ୍ୟକ୍ତି ଜଣକ ହେଲେ ପୋଲିସ ହାଉସିଂ କର୍ପୋରେସନର ଡେପୁଟି ଜେନେରାଲ ମେନେ ଜରଭାବେ କାମ କରୁଥିବା 
ସୁବାସ ଚନ୍ଦ୍ର ପଣ୍ଡା । ସୁବାସ ଙ୍କ ୪ଟିସ୍ଥାନରେ ଏକକାଳୀନ ଭିଜିଲାନସ୍ ଟିମ ଚଡାଉ ଜାରି ରଖିଛି । ସୁବାସ ଙ୍କମେଡିକାଲବ୍ୟାଙ୍କ୍ କଲୋନୀ  ପ୍ରଥମ ଲାଇନ ରେ ଥ‌ିବାକାର୍ଯ୍ୟାଳୟ, ଖାର ବେଳ ନଗର ରରେ ଥିବାଭଡ଼ା ଘର, ଭୁବନେଶ୍ୱର ସ୍ଥିତ ବର ମୁଣ୍ଡା ରେ ଥିବା ନିଜ ପୈତୃକ ଘର,ଏବଂମହାଦେବବିହାର ରେ ଥିବା ନିଜ ଘର ଉପରେ ଭିଜିଲାନ୍ସ ବିଭାଗ  ଚଢ଼ାଉ କରିଛି। ଏହି ଚଡାଉ ରେ ଭିଜିଲାନ୍ସ ବିଭାଗର ୫ଜଣ ଡିଡ଼ିଏସପି,  ୭ଜଣ ଇନସ୍ପେକ୍ଟର ସମେତ ଅନ୍ୟ ଅଧିକାରୀ ସାମିଲ ଥିବା ଭିଜିଲାନ୍ସ
ବିଭାଗ ପକ୍ଷରୁ ସୂଚନା   ପ୍ରଦାନ କରାଯାଇଛି ।

News Comment

You Might Also Like

BACK TO TOP