Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ପ୍ରାଥମିକ ଶିକ୍ଷକ ସଙ୍ଘର କର୍ମ କର୍ତ୍ତା ଚୟନ |;

19-Nov-2024

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ l 

         ଓଡିଶା  ଜନମତ   ବ୍ୟୁରୋ, 

କୁକୁଡାଖଣ୍ଡି ବ୍ଲକ ଓ.ସ.ଟା ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ ରବିବାର ବ୍ରହ୍ମପୁର ଅଭିନନ୍ଦନ କଲ୍ୟାଣ ମଣ୍ଡପ ପରିସରରେ ସଙ୍ଘ ସଭାପତି ଉଷାରାଣୀ ସାହୁ ଙ୍କ ତତ୍ୱାବଧାନ ରେ କମିଟି ଚୟନ ସହ ବନ୍ଧୁ ମିଳନ  ଅନୁଷ୍ଠିତ ହୋଇଯାଇଛି l ଏଥିରେ ନୂତନ ସମ୍ପାଦକ ଭାବେ ସନାତନ ପ୍ରଧାନଙ୍କୁ ସର୍ବ ସମ୍ମତିକ୍ରମେ ଚୟନ କରାଯାଇଥିଲା l ଏହି  ପଦବି ରେ ପୂର୍ବରୁ ପିଣ୍ଟୁ ପାଣିଗ୍ରାହୀ ଦାୟିତ୍ୱ ରେ ଥିବା ବେଳେ ନିଜ ପଦବି ରୁ ଇସ୍ତପା ଦେବା ପରେ ଏହି ପଦବି ସ୍ଥାନ ଅପୂରଣୀୟ ଥିବା ବେଳେ ନୂତନ ଭାବେ ସଙ୍ଘର ନିର୍ଦେଶ କ୍ରମେ ଏହି ପଦବି ରେ ସନାତନ ପ୍ରଧାନଙ୍କୁ ଦାୟିତ୍ୱ ଦେଇଥିଲେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ l ଏହି ସଙ୍ଘ ରେ ବ୍ଲକ ରେ ନୂତନ କରି ଆସିଥିବା ୩୪ଜଣ ଶିକ୍ଷକ ବିଧିବଦ୍ଧ ଭାବେ ଶିକ୍ଷକ ସଙ୍ଘ ରେ ଜଡିତ ହୋଇଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ତ୍ରିନାଥ ମଲ୍ଲିକ ଯୋଗଦେଇ ସଙ୍ଘର ପ୍ରାଥମିକ ପର୍ଯ୍ୟାୟ ରେ ପ୍ରଦୀପ ଜ୍ୱଳନ କରି ନୂତନ ଶିକ୍ଷକ ମାନଙ୍କୁ କୀଟ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟତମ ମୁଖ୍ୟ ବକ୍ତାଭାବେ ପିଷ୍ଟl ସଙ୍ଘର ଜିଲ୍ଲା ସଭାପତି ହେମନ୍ତ କୁମାର ସେଠି ଓ ଶିକ୍ଷକ ଓ ଗଣ ଶିକ୍ଷକ ସଙ୍ଘର(ଏକ୍ସକେଡର) ସଭାପତି ବିଷ୍ଣୁନାୟକ ଯୋଗଦେଇ ଶିକ୍ଷକ ସଙ୍ଘର ବିକାଶ ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ l ଏଥିରେ  ଶିକ୍ଷକ ସଙ୍ଘର ପ୍ରାୟ ୨୦୦ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ l ଓସଟା ସଭାପତି ଉଷାରାଣୀ ସାହୁଙ୍କ ସହଯୋଗ କ୍ରମେ ସମସ୍ତ ସଙ୍ଘ କର୍ମକର୍ତା ମାନଙ୍କୁ ଘୋରଇ ପେନସନ ଫର୍ମ ପ୍ରଧାନ କରାଯାଇଥିଲା l ଏହି ଶିକ୍ଷକ ସଙ୍ଘ ବୈଠକରେ ରାଜୁ ପ୍ରଧାନ, ଶିବରାମ ମାହାଙ୍କୁଡ, ଲକ୍ଷ୍ମୀକାନ୍ତ ଦାଶ, ଏ. ନାଗେଶ୍ୱର ରାଓ, ଡ଼ଃ ଗୋବିନ୍ଦଚନ୍ଦ୍ର ମାହାଙ୍କୁଡ, ଲୋକନାଥ ପାଢ଼ୀ, ସରସ୍ବତୀ ଆଚାରୀ, ଶିବ ଶଙ୍କର ଚୌଧୁରୀ, ଉମା ଶଙ୍କର ନାୟକ, ସଂଗୀତା ହୋତା, ଜିତେନ୍ଦ୍ର ମହାନ୍ତି, ଅଶୋକ ସେଠି, ଅରୁଣ ଗୌଡ଼ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରେ ସଙ୍ଘ କାର୍ଯ୍ୟ ସଫଳ ରୂପାୟନ କରାଯାଇଛି l

News Comment

You Might Also Like

BACK TO TOP