Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

୨କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କଲା ବାଲେଶ୍ୱର ଅବକାରୀ ଅଫିସ |

09-Dec-2024

୨କୋଟି ଟଙ୍କା ର ବ୍ରାଉନ ସୁଗାର ଜବତ  ଜଣେ ଗିରଫ,

      ଓଡିଶା ଜନମତ ବ୍ୟୁରୋ ,

ବାଲେଶ୍ୱର: ୨ କୋଟି ଟଙ୍କାର ବ୍ରାଉନ୍ ସୁଗାର ଜବତ, ଜଣେ ଗିରଫ, ବାଲେଶ୍ବର ଅରଡ଼ ବଜାରରୁ ୨ କେଜି ବ୍ରାଉନ୍ ସୁଗାର ଜବତ କଲା ଅବ କାରୀ ବିଭାଗ। ବ୍ରାଉନସୁଗାର କାରବାର କରୁଥିବା ଅଭିଯୁକ୍ତ ଅମଜାଦ ଖାନକୁ ଗିରଫ କରାଯାଇ ଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ହୋଇଯାଇଛି । ଏମାନେ ମଧ୍ୟପ୍ରଦେଶରୁ ବ୍ରାଉନ୍ ସୁଗାର ଆଣି କାରବାର ପାଇଁ ଅରଡ଼ ବଜାରରେ ନିଜ ଘରେ ଗଚ୍ଛିତ ରଖୁଥିଲେ ।

ଏମାନେ ଅରଡ଼ ବଜାରରୁ ଓଡିଶାର ବିଭିନ୍ନ ଜିଲ୍ଲାକୁ    ଏହି ବ୍ରାଉନ୍ ସୁଗାର ଚାଲାଣ କରାଯାଉଥିଲା ବୋଲି ଜଣା ପଡ଼ିଛି । ତେବେ ଏନେଇ ଗୁଇନ୍ଦା ସୂଚନା ଆଧାରରେ   ଅବକାରୀ ବିଭାଗ ଚଢାଉ କରିଥିଲା । ଆଜି ସକାଳେ ଚଢ଼ାଉ ସମୟରେ ବାଲେଶ୍ବର ଅରଡ଼ ବଜାର ନିକଟରେ ଗୋଟିଏ ଘରୁ ଦୁଇ କେଜି ବ୍ରାଉନ୍ ସୁଗାର ସହ ୫ ହଜାର ୫୭୦ ଟଙ୍କା, ଗୋଟିଏ ମୋବା ଇଲ୍ ଫୋନ୍ ଓ ଜଣେ ଅଭିଯୁକ୍ତ ଅମଜାଦ ଖାନକୁ ଧରିବାରେ ସଫଳ ହୋଇଛି  ବାଲେଶ୍ଵର  ଅବକାରୀ ବିଭାଗ । ଜବତ ଦୁଇ କେଜି ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ଦୁଇକୋଟି ଟଙ୍କା ବୋଲି କୁହାଯାଉଛି |
ଏନେଇ ବାଲେଶ୍ଵର ଅବକାରୀ ଅଧକ୍ଷକ ସୁଶାନ୍ତ ପାଢ଼ୀ କହି ଛନ୍ତି ଯେ ବାଲେଶ୍ଵର ଅରଡ଼ ବଜାରରୁ ବ୍ରାଉନ୍ ସୁଗାର ଚାଲାଣ ହୋଉଥିବା ଖବର ଆମେ ପାଇଥିଲୁ । ଏହାକୁ ଧରିବା ପାଇଁ ଏକ ୧୫ ଜଣିଆ ଟିମ ଗଠନ କରାଯାଇଥିଲା  |ସ୍ଥାନୀୟପୁଲିସର ସହାୟତା ମଧ୍ୟ ଆମେ ନେଇଥିଲୁ । ଅମଜାଦ ଖାନ ଓ ଶବିର ଖାନ ନାମକ ଦୁଇ ଅଭିଯୁକ୍ତଙ୍କଘରକୁ ରେଡ୍ କରାଯାଇଥିଲାସେଠାରୁ ୨ କେଜି ବ୍ରାଉନ୍ ସୁଗାର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ତେବେ ଅମଜାଦ ଖାନକୁ ଗିରଫ କରାଯାଇଥିବାବେଳେ ଶବିର ଖାନ ଫେରାର୍ ଅଛି । ଘଟଣାରେ ଆଉ କାହାର ଲିଙ୍କ୍ ଅଛି ସେନେଇ ତଦନ୍ତକରାଯାଉ ଥିବା ଅବକାରୀ ଅଧ୍ୟକ୍ଷକ କହିଛନ୍ତି ।

News Comment

You Might Also Like

BACK TO TOP