Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ଜିରାଙ୍ଗ ପଞ୍ଚାୟତ ରେ 28 ଏକର ଗଞ୍ଜେଇ ଗଛ କୁ ପୋଡି ନଷ୍ଟ କଲେ ମୋହନା ପୋଲିସ ଓ ଆବଜାରୀ ଷ୍ଟାଫ |

24-Nov-2024

ମୋହନା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ, 28ଏକର ଗଞ୍ଜେଇ ଚାଷକୁ ପୋଡି ନଷ୍ଟ  | 

                ଓଡିଶା ଜନମତ  ବ୍ୟୁରୋ, 
ବେଆଇନ ଭାବେ ଚୋରାରେ ଗଞ୍ଜେଇ ଚାଷ କରି ଅର୍ଥ ଉପାର୍ଜନ କରୁଥିବା କିଛି ମାଫିଆଙ୍କ ଉପରେ ରୋକ ଲଗାଇଛି ଅବକାରୀ ଷ୍ଟାଫ ଓ ପୋଲିସ ଟିମ  | ଗଜପତିଜିଲ୍ଲା ମୋହନା ଥାନା ଓ ଅବକାରୀ ପକ୍ଷରୁ ଜୋରଦାର ଚଢ଼ାଉ କରି ପୁଣି ଆଜି 28ଏକର ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇଛି l ଗଜପତି ଜିଲ୍ଲା ଆରକ୍ଷୀ ଙ୍କ ନିର୍ଦେଶ କର୍ମେ ମୋହନା ପୋଲିସ କର୍ମଚାରି, ଅବକାରୀ ଓ ବସନ୍ତ ସେଠୀ ଙ୍କ ଉପସ୍ଥିତି ରେ ଆଜି ପୁଣି ଜିରାଙ୍ଗ ଗ୍ରାମପଂଚାୟତ ଅନ୍ତର୍ଗତ ଜୁରପେଟା ଗାଁ ନିକଟରେ ଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରି 43ଏକର ର ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇଛି l ଆଗାମିଦିନ ରେ ଯେଉଁମାନେ ବେଆଇନ ଭାବେ ଗଞ୍ଜେଇ ଚାଷ କରି ଛନ୍ତି ସେମାନଙ୍କର ମଧ୍ୟ ଚଢ଼ାଉ କରାଯିବ ବୋଲି ମୋହନା ଥାନା ପକ୍ଷରୁ ସୂଚନା ମିଳିଛି ଳ ଯାହାଦ୍ୱାରା କି ଗଞ୍ଜେଇ ଚାଷ କରୁଥିବା ମାଫିଆ ଙ୍କ ମନରେ  ଜୋରଦାର ଧକ୍କା ଲାଗିଛି  | ଯାହାଦ୍ୱାରା ଗଂଜେଇ ଅମଳ ବେଳକୁଦୁଈ ବିଭାଗ ଗଛ ପୋଡି  ନଷ୍ଟ କରିବା ଦ୍ୱାରା   ସେମାନଙ୍କ ବହୁତ ଅର୍ଥ ଉପାର୍ଜନ ର ଆଶା ଆକାଂକ୍ଷା  ଧୂଳି ସାତ ହୋଇ ଯାଇଛି  |

News Comment

You Might Also Like

BACK TO TOP