Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ସମ୍ବଲପୁର ଜିଲ୍ଳାରେ ବିଦ୍ୟୁତ ତାର ଲାଗି ତିନି ହାତୀ ମୃତ |

20-Nov-2024

ବିଦ୍ୟୁତ ତାର ଲାଗି  3ହାତି ମୃତ |

                  ଓଡିଶା ଜନମତ  ବ୍ୟୁରୋ,

ଦିନ କୁ ଦିନ ହାତୀସଂଖ୍ୟ କମିବାରେ ଲାଗିଛି |ଆଉ ତାର କାରଣ ହେଉଛି  ହାତୀହନ୍ତା ଶିକାରୀ ଓ କିଛି ବନ ଅଧିକାରୀତଥା ତଳିଆ କର୍ମଚାରୀ ଙ୍କ ପାଇଁ | ଶିକାରୀ ମାନେ ହାତୀକୁ ବିଭିର୍ଣ୍ଣ ଖାଦ୍ୟ ପଦାର୍ଥ ର ମୋହ ଦେଖାଇ  ଏବଂ ବିଦ୍ୟୁତ ତାର ବିଛାଇ କିମ୍ବା ଯୋଜନା ବଦ୍ଧ ଭାବେ ହତ୍ୟା କରି ତାଙ୍କର ଦାନ୍ତ କାଟି ନେଉଛନ୍ତି,ଏହି କାର୍ଯ୍ୟକୁ ବନ  ବିଭାଗର କିଛିବଡ଼ ଅଧିକାରୀ  କିମ୍ବା ତଳିଆ କର୍ମଚାରୀମାନେ ଆସାଧୁ ବ୍ୟକ୍ରିଙ୍କସହିତ ହାତ ମିଶାଇ ଅର୍ଥ ଆଦାୟ ପାଇଁ ହେଉ କିମ୍ବା ଦାୟିତ୍ୱ ରେ ଅବହେଳା ଯୋଗୁଁ ହେଉ ହାତି ମାନେ ଅସୁରକ୍ଷିତ ହେଉଛନ୍ତି | ଯାହା କି ରାଜ୍ୟ ସରକାର ଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି | ତେବେ ସବୁ ଯୋଜନା ତାଙ୍କ ନିମନ୍ତେ ଫେଲ ମାରି ଯାଉଛି | ଏପରି ରାଜ୍ୟର ବିଭିର୍ଣ୍ଣ ଜିଲ୍ଲା ରେ ଏପରି ଘଟଣା ଦେଖିବାକୁ ମିଳୁଛି | ତେବେ ସମ୍ବଲପୁର ରେଢ଼ା ଖୋଲ ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ଘଟିଛି ଏକ ଅଭାବନୀୟ ଘଟଣା  । ବିଦ୍ୟୁତ ତାର ଲାଗି ୩ ହାତୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ସୂଚନାରୁ ପ୍ରକାଶ ବାରହା ଶିକାର ପାଇଁ ଜଙ୍ଗଲରେ ଶିକାରୀ ବିଦ୍ୟୁତ ତାର ବିଛାଇଥିଲେ । ବିଦ୍ୟୁତ ତାର ସଂଶୃର୍ଷରେ ଆସି ୩ ହାତୀ ମୃତ୍ୟୁବରଣକରିଥିଲେ । ଖବର ପାଇ ଘଟଣାସୁଳରେ ବନବିଭାଗ ପହଂଚି ୩ ହାତୀ ର ମୃତ ଦେହ ଉଦ୍ଧାର କରି ଥିବା ଜଣାପଡ଼ିଛି । ଦୁଇଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ଏନେଇ ବନବିଭାଗ ଅଧୂକ ଯାଞ୍ଚ୍ ଜାରି ରହିଛିବନବିଭାଗରପାଟ୍ରୋଲିଂ କର୍ମଚାରୀଙ୍କ  ତୃଟି ଯୋଗୁଁ ହାତୀଙ୍କ ମୃତ୍ୟୁହୋଇଛି । ହାତୀମୃତ୍ୟୁକୁଦୁର୍ଭାଗ୍ୟଜନକ  ବୋଲିକହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ଦିନକୁ ଦିନ
ହାତୀ ସଂଖ୍ୟା ହ୍ରାସ ହେଉଥିବା ବେଳେ ଏହା ବନବିଭାଗପାଇଁ  ମଧ୍ୟ ଚିନ୍ତାର ବିଷୟ ପାଲଟିଛି । ଏହା ଉପରେ ସିସିଏଫ୍ଏବଂ ଆରସିସିଏଫଙ୍କୁ ଘଟଣାର ତଦନୁ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି|  ରିପୋର୍ଟ ଆଧାରରେଦୋଷୀଙ୍କ ବିରୋଧ ରେ ଦୃଢ଼କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିସ କରା ଯିବ ବୋଲି କହିଛନ୍ତି ଶ୍ରୀ ନନ୍ଦ।

News Comment

You Might Also Like

BACK TO TOP