Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

କୁମାରୀ ଛକ ହୀରାଧାର କେନାଲ ନିକଟରେ ସ୍କୁଟି କୁ ଧକ୍କା ଦେଲା କାର |

19-Nov-2024

କୁମାରୀ ଛକ ହୀରାଧାର କେନାଲ ପାଖରେ  ସ୍କୁଟି କୁ ଧକ୍କା ଦେଲା  ସୁଇଫ୍ଟ ଡିଜେର ଗାଡି, 
ସ୍କୁଟି ଚାଲାକ ଗୁରୁତର ଆହାତ, ପୁରୁଷୋତ୍ତମପୁର ମେଡିକାଲ ରେଭର୍ତ୍ତି  |

                  ଓଡିଶା ଜନମତ ବ୍ୟୁରୋ,

     ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର୍ ଥାନା ଅନ୍ତର୍ଗତ କୁମାରୀ ଛକ ହୀରାଧାର କେନାଲ ଠାରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟି ସ୍କୁଟି ଆରୋହୀ ଗୁରୁତର ଆହାତ ହୋଇଛି । ପ୍ରାପ୍ତ ସୂଚନା ରୂ  ଜଣା ପଡିଛିଯେ j  ବଡ଼ ବରଙ୍ଗା ରୁ ଏକ ଧଳା ରଙ୍ଗର ସୁଜୁକି ଡିଜୟର କାର୍ ପୁରୁଷୋତ୍ତମପୁର କୁ ଆସୁଥିଲା ବେଳେ ଭୁତ ସରସିଙ୍ଗି ଗ୍ରାମରୁ ଏକ ସ୍କୁଟର ଚିଙ୍ଗୁଡ଼ି ଘାଇ ଗ୍ରାମକୁ ଯାଉଥିଲା ବେଳେ  ସ୍କୁଟି କୁ ଡିଜେର ଗାଡି ଧକ୍କା ଦେଇଥିଲା  | ଫଳରେ ସ୍କୁଟିର ରେ ବସିଥିବା ତିନିଜଣ ଛିଟିକି ପଡିବା ସହ,ସ୍କୁଟି ଚାଳକ କାହ୍ନା ସେଠୀଙ୍କ ଗୋଡ଼ ରେ ଗଭୀର ଭାବେ ଆଘାତ ଲାଗି ଗୋଡ଼ରୁ ମାଂସ କଟିଯାଇଛି | ପ୍ରଚୁର ରକ୍ତ ସ୍ରାବ ହେଉଥିବାରୁ  ଏବଂ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ପହଞ୍ଚି ନଥିବାରୁ ଉପସ୍ଥିତଥିବା ଥାନା ଷ୍ଟାଫ ତାଙ୍କରି ଗାଡ଼ିରେ  ପୁରୁଷୋତ୍ତମପୁର ମେଡିକାଲ କୁ ଚିକିତ୍ସା ପାଇଁ ନେଇଥିଲେ | ଏବଂ ଅନ୍ୟ ପୋଲିସ ମାନେ ଏହି ଦୁର୍ଘଟଣା ଉପରେ ତଦନ୍ତ କରୁଛନ୍ତି | ତେବେ ଲୋକଙ୍କ କହିବା କଥା କାର ଟି ଦ୍ରୁତ ଗତିରେ ଆସୁଥିବାରୁ  ସ୍କୁଟି କୁ ଧକ୍କା ଦେଲା ବୋଲି | ତେବେ କାର ଟିର ଏୟାର ବେଲୁନ  ଥିବା ଯୋଗୁଁ  ଡ୍ରାଇଭର ରକ୍ଷା ପଶିଗଲେ | ନଚେତ ତାଙ୍କର ମଧ୍ୟ ଅସୁବିଧା ହୋଇ ଥାନ୍ତା  |

News Comment

You Might Also Like

BACK TO TOP