Breaking News

ଜ୍ୟୋତିଷ ବିଶାରଦ ବାଇକୋଳି ଙ୍କ 116ତମ ଜୟନ୍ତୀ ପାଳିତ |    (23-Dec-2024)       ||      ମାଳ ଦ୍ୱୀପ ରେ ଫସିଥିବା ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିବାଜୁ ପ୍ରଶାସନ ଙ୍କୁ ଅନୁରୋଧ |    (23-Dec-2024)       ||      ମାରଦା ମହୋତ୍ସବ ପାଈଁ ଶୁଭଖୁଣ୍ଟି ସ୍ଥାପନ |    (23-Dec-2024)       ||      କରଚୁଲି ଶିଶୁମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ |   (23-Dec-2024)       ||      ନୂଆଁ ବର୍ଷରୁ ମାସିକିଆ ମିଳିବ ରାସନ ||   (23-Dec-2024)       ||      ପୋଲସରା ହାତୀଓଟ ଆଦର୍ଶ ବିଦ୍ୟାଳୟ ର 3ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ |   (23-Dec-2024)       ||      ବୁଗୁଡ଼ା ବ୍ଲକ ଅଙ୍ଗନ ୱାଡି କର୍ମୀ ସମ୍ମିଳନୀ |    (23-Dec-2024)       ||      ପୋଲସରା ଏନଏସିରେ ଚଞ୍ଚକତା କରି ଧନିବ୍ୟକ୍ତି ପାଇଛନ୍ତି ଆବାସ ଯୋଜନା |    (23-Dec-2024)       ||      ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||     

ଗୋପାଳ ପୁର ପୋର୍ଟ ଟ୍ରକ ମାଲିକ ଙ୍କ ପରିବହନ ସମସ୍ୟା ନେଇ ବୈଠକ !|

15-Nov-2024

ମାଲ ପରିବହନକୁ ନେଇ ଗୋପାଳ ପୁର ବନ୍ଦର ରେ ଉପୁଜିଥୁବା ସମସ୍ୟା ର ସମାଧାନ ପାଈଁ ବୈଠକ,

              ଓଡିଶା ଜନମତ  ବ୍ୟୁରୋ ,

ଗଞ୍ଜାମଜିଲ୍ଲା ରେ ଥିବା ଗୋପାଳ ପୁର ବନ୍ଦରରେ ମାଲ ଉଠାଣ କୁ ନେଇ ଉପୁଜୁଥିବା  ସମସ୍ୟା କୁନେଇ ଆଜି ଛତ୍ରପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପରିସରରେ  କିଛି ସମୟ ଧରି ଉତେଜନା ସହ ଠେଲା ପେଲା ହେବାର ଦେଖୁବାକୁ ମିଳିଥିଲା, କିଛି ସମୟ ଧରି ପୋଲିସ ଓ ଟ୍ରକ ମାଲିକ ମାନଙ୍କ ମଧ୍ୟରେ ହା ହୋଲ୍ଲା ହୋଇଥୁଲା, ପୋଲିସ ଗାଡି ଆଗକୁଆସି ଟ୍ରକମାଲିକ ମାନେ ନିଜ ପେଟ  ପାଟଣା ନିମନ୍ତେ ସେମାନଙ୍କ ସମସ୍ୟା ଗୁଡିକ କିପରି ସମା ଧାନ ହେବ, ସେଥିପାଇଁଗୁହାରି କରିଥିଲେ, ନିଜ ପେଟପାଟଣା ନିମନ୍ତେ ଲହେଇ କରୁଥିବା ବେଳେ ଆମର କିଛିଭାଇ ମାନଂକୁ ଅଯଥାରେ ପୋଲିସ ଉଠାଇ ନେଉଛନ୍ତି ସେମାନେ ପୋଲିସ କୁ ପ୍ରଶ୍ନ କରିଥିଲେ, ଏନେଇ କାର୍ଯାଳୟ ସମ୍ମୁଖରେ ଉତ୍ତେଜନା ଲାଗି ରହିଥିଲା | ଅନ୍ୟପଟେ ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ମାଲ ପରିବ‌ହନ କାର୍ଯ୍ୟରେ ନିୟୋ ଜିତ କରିବା ଓ ସଠିକ ଦର ପ୍ରଦାନ କରିବା ଦାବି ନେଇ ଗଞ୍ଜାମ ମାଲ ବୋଝେଇ ଟ୍ରକ ମାଲିକ ଫେଡେରେସନ ପକ୍ଷରୁ ବହୁବାର ପ୍ରଶାସନ ଏବଂ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରେ ଦାବୀ କରାଯାଇଛି | ଏନେଇ ଗତ କିଛି ଦିନ ତଳେ ଟ୍ରକ ମାଲିକ ମାନଙ୍କର ସମସ୍ୟର ଯଥା ଶୀଘ୍ର ସମା ଧାନ କରାଯାଉ ନବେତ ଫେଡେରେସନ ପକ୍ଷରୁ ଆନ୍ଦୋଳନ ଦିଆଯିବ ବୋଲି ଡାକରା ଦିଆଯାଇଥିଲା। ଏହା କୁ ଦୃଷ୍ଟି ରେ ରଖ୍ ପ୍ରଶାସନ ପକ୍ଷରୁ ଦୁଇଥର ଟ୍ରକମାଲିକ ଏବଂଟ୍ରାନ୍ସପୋର୍ଟରମାନଙ୍କସହ ଆଲୋଚନାକରାଯାଇଥିଲା |ମାତ୍ରକୋଣସି ସମାଧାନ ବାଟ ବାହାରିନଥୁଲା | ଗତ କାଲି ଅପରାହ୍ନ ୪ ଟାରେ ପୁଣି ଉଭୟଙ୍କୁ ନେଇ ଏକ ବୈଠକ କରାଯିବ ବୋଲି ଛତ୍ରପୁର ଉପଜିଲ୍ଲପାଳ ଗଞ୍ଜାମ ମାଲ ବୋଝେଇ ଟ୍ରକମାଲିକଫେଡେ ରେସନ,ଗୋପାଳ ପୁର ଟ୍ରକ ମାଲିକ ସଂଘ, ମାଦକ୍ଷିଣକାଳୀ  ଟ୍ରାନ୍ସପୋର୍ଟ ମାଲିକ ସଂଘ ଓ ଗଞ୍ଜାମ ଟ୍ରକ ମାଲିକ ସଂଘ ଙ୍କୁ ଚିଠି କରି ଥିଲେ । ତେବେ ବୈଠକ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟାଳୟ ପରି ସରରେ ଓ ବାହରେ ଉତ୍ତେଜନା ହେବାର ଦେଖୁବାକୁମିଳିଥିଲା,କାରଣ ବ୍ରହ୍ମପୁ ର ମଲ୍ଟିଏକରଦୁଇଜଣ ମାଲିକଙ୍କୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚେଷ୍ଟ୍ ଫେଡେରେସନ‌ର ଟ୍ରକ ମାଲିକ ମାଲିକ ଉତ୍ୟକ୍ତ ହୋଇଯାଇ ଥାଆନ୍ତେ | ଆମେ ନିଜର ପେଟପାଟଣା ଏବଂ ଟ୍ରକ ଗୁଡିକର ରଣ କୋଝ ଶୁଝିବା ନିମନ୍ତେ ବହୁ ମାସ ଧରି ପ୍ରଶାସନ ଏବଂ ବନ୍ଦର କର୍ତ୍ତୃ ପକ୍ଷଙ୍କ ନିକଟରେ ଗୁହାରି କରି ଆସିଛୁ, ହଠାନ ମକ୍ତିଏଚଏଲ ଦୁଇ ଜଣ ମାଲିକ କିପରି ବୈଠକ କୂ ଯୋଗଦେବା ନିମନ୍ତେ ନିମନ୍ତ୍ରଣ କରାଯାଇଛି ବୋଲି ଦର୍ଶାଇ ହୋହାଲ୍ଲା କରିଥିଲେ |
ଯାହାଫଳରେ ଠେଲା ପେଲା ହୋଇଥିଲା, ସୁରକ୍ଷାକୁ ଦୃଷ୍ଟି ରେ ରଖୁଛତ୍ରପୁର ଏସଡ଼ିପିଓ, ଛତ୍ରପୁର ଥାନା ଅଧୁକାରୀ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଆଳା ଅଧୁକାରୀ ଏବଂ କିଛି ପୋଲିସ ଅଧ‌ିକାରୀ ଏବଂ କର୍ମଚାରୀ ସେଠାରେ ପହଁଚି ବ୍ଳକ ମାଲିକ ମାନଙ୍କୁ ବୁଝା ସୁଝା କରିଥିଲେ, ଆମକୁ ବିପି ହୋଇଛି ମକ୍ତି ଏକ ଏଇ ଦୁଇଜଣ କିଏ ଡାକିଛନ୍ତି ପ୍ରଶ୍ନ କରି ଫେଡେରେସନର ଟ୍ରକ ମାଲିକ ମାନେ କିଛି ପାଟିତୁଣ୍ଡ କରିଥିରେ, ପରିସ୍ଥିତି ନିୟନ୍ତ୍ରଣ ହେବା ପରେ ଉପଜିରୂପନଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷଠାରେ ଉପଜିଲା ପାଳ ଦେବଦତ୍ତ ମହାନ୍ତଙ୍କ ଅଧ୍ୟକ୍ଷତା ରେ ଫେଡେରେସନ ର ବିଭିନ୍ନ ଦାବି ସମ୍ପର୍କରେଆଲୋଚନା କରାଯାଇଥିଲା। ଉକ୍ତ ବୈଠକ ଗୋପାଳପୁର ବନ୍ଦର ସ୍ୱୀକୃତି ପ୍ରାପ୍ତ ଟ୍ରାନ୍ସପୋର୍ଟର ମାନଙ୍କ ପ୍ରତିନିଧି , ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଁସଦା, ଛତ୍ରପୁର ଏସଡିପିଓ ଗୌରହରି ସାହୁ, ତହସିଲ ଦାର ଦିବ୍ୟା ମହାନ୍ତି, ଆର୍ଯ୍ୟ ପଲୀ ସାମୁଦ୍ରିକ ଥାନା ଅଧି କାରୀ ବିଦ୍ୟାର ବହୁ ଟ୍ରକ ମାଲିକ ମାନେ ଉପସ୍ଥିତହୋଇ ଥିଲେ | ଟ୍ରାନ୍ସପୋର୍ଟର ମାନେ ଅଂଚଳର ଟ୍ରକ ମାଳିକମାନଙ୍କୁ ପରିବହନ କାର୍ଯ୍ୟରେ ନିୟୋ ଜିତ ନ କରି ଅନ୍ୟ ଜିଲ୍ଲାର ଟ୍ରକ ମାଲିକ ମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଯାହା ଫଳରେ ସେମାନେ ବିଭିନ୍ନ ବ୍ୟାଙ୍କ ଗୁଡିକ ରୁ ଆଣିଥିବା ଋଣ ଟ୍ରକ ମାଲିକ ମାନେ କିଛି ବାନ୍ଧିବା ପାଇଁ ଏମାନେ ଅସମର୍ଥ ହୋଇ ଋଣ ଭାର ରେ ବୁଡି ଆତ୍ମ ହତ୍ୟା କରିବାକୁ ବାଧ୍ଯ ହେଉଥିବା ବହୁ ମାଲିକ ମାନେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଣୁ ସେମାନଙ୍କ ସମସ୍ୟା ଗୁଡିକର ଯଥା ଶୀଘ୍ର ସମାଧାନ ଲାଗି ଗଞ୍ଜାମ ମାଲ ବୋଝେଇ ଟ୍ରକ ମାଲିକ ଫେଡେରସନର ବହୁ ଟ୍ରକ ମାଲିକ ମାନେ ବୈଠକ ରେ ଦାବି କରିଥିଲେ, ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା, ଆସନ୍ତା ସୋମବାର ଦିନ ଫେଡେର ସନର ଡାଟା ସମ୍ବନ୍ଧ ରେ ଟ୍ରାନ୍ସପୋର୍ଟର ଏବଂ ଟ୍ରକ ମାଲିକ ମାନେ ଆପୋଷ ସମାଧାନ ଦିଗରେ ଆଲୋ ଚନା କରି ନିଷ୍ପତି ନିଆଯିବ ବୋଲି ସୂଚନା ମିଳିଛି ।

News Comment

You Might Also Like

BACK TO TOP