Breaking News

ମାଳ ଦ୍ୱୀପ ରେ ଫସିଥିବା ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିବାଜୁ ପ୍ରଶାସନ ଙ୍କୁ ଅନୁରୋଧ |    (23-Dec-2024)       ||      ମାରଦା ମହୋତ୍ସବ ପାଈଁ ଶୁଭଖୁଣ୍ଟି ସ୍ଥାପନ |    (23-Dec-2024)       ||      କରଚୁଲି ଶିଶୁମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ |   (23-Dec-2024)       ||      ନୂଆଁ ବର୍ଷରୁ ମାସିକିଆ ମିଳିବ ରାସନ ||   (23-Dec-2024)       ||      ପୋଲସରା ହାତୀଓଟ ଆଦର୍ଶ ବିଦ୍ୟାଳୟ ର 3ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ |   (23-Dec-2024)       ||      ବୁଗୁଡ଼ା ବ୍ଲକ ଅଙ୍ଗନ ୱାଡି କର୍ମୀ ସମ୍ମିଳନୀ |    (23-Dec-2024)       ||      ପୋଲସରା ଏନଏସିରେ ଚଞ୍ଚକତା କରି ଧନିବ୍ୟକ୍ତି ପାଇଛନ୍ତି ଆବାସ ଯୋଜନା |    (23-Dec-2024)       ||      ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||     

ମାଆ ତାରା ତାରିଣୀ ଙ୍କ ମନ୍ଦିର ରୁ ଚୋରି ଘଟଣା ରେ ଛଅ ଗିରଫ |

14-Nov-2024

ମାଆ ତାରା ତାରିଣୀ ଙ୍କ ପୀଠରୁ ଚୋରି ଯାଇଥିବା  ଛଅ ଜଣ ଚୋରଙ୍କୁ ଧରି କୋର୍ଟ କୁ ଫରୁ ଆଡ଼ କଲା ପୋଲିସ |

           ଓଡିଶା ଜନମତ  ବ୍ୟୁରୋ ,

ତାରିଖ ---14/11/24, 
ଗତ 5 ତାରିଖ ମଙ୍ଗଳବାର ବିଳମ୍ବିତ ରାତ୍ର ରେ ମା ତାରା ତାରିଣୀଙ୍କ ପିଠ ରୁ କିଛି ଦୁର୍ବୁତ୍ତ ପଶି ଇଲେକ୍ଟ୍ରି କଟର ମାଧ୍ୟମରେ  ମୁଖ୍ଯ କବାଟ ଏବଂ ଭିତର କବାଟ ଭାଙ୍ଗି ମାଆଙ୍କର ୨ ଗୋଟି ରୂପା ମୁଖା ୧ ଗୋଟି ରୂପାଛତ୍ର ଏବଂ ୩୯୦୦୦ ଟଙ୍କା ଚୋରି କରି ନେଇଯାଇଥିଲେ ତାପର ଦିନ୍ ଅର୍ଥାତ ୬ ତାରିଖ  ପ୍ରାତଃ ସମୟରେ ମା`ଙ୍କର ମଜଣା କରିବାକୁ ଆସିଥିବା ପୂଜାରୀ ମାନ୍ଦିର ର କବାଟର ତାଲା ଭଗ୍ନ ଏବଂ ଖୋଲା ଥିବା ଦେଖି ରାତ୍ର ଜଗୁଆଳି କାଳିଆ ଦାସ (୩୫) କୁ ପଚାରିବାରୁ ସେ ବେଢ଼ା ବାହାରେ ଶୋଇଥିଲା ଏବଂ ସେଏହି ବିଷୟରେ  କିଛି ଜାଣିନାହିଁ ବୋଲି ଉତ୍ତର ଦେଇଥିଲା । ଘଟଣା ସ୍ଥଳ କୁ ପୁରୁଷୋତ୍ତମପୁର୍ ଥାନା ଅଧିକାରୀଓଏସ.ଡି.ପିଓ  ପହଂଚି ଛlନବିନ କରିଥିଲେ, ଏବଂ ବ୍ରହ୍ମପୁର ର ଡ଼ଗ୍ ସ୍କୁଆଡ଼ ଆସି ଅନୁସନ୍ଧାନ କରିଥିଲେ । ଭଙ୍ଗା ଯାଇଥିବା ତାଲା ଏବଂ କିଛି ସମାନ କୁ ପୋଲସ ଜବତ କରିଥିଲେ ।

ଅପରାନ୍ହରେ ଏସ.ପି  ଶୁଭେନ୍ଦୁ ପାତ୍ର ଆସି ତଦନ୍ତ କରିଥିଲେ । ଘଟଣା ଘଟିବାର ଦୀର୍ଘ ୧୦ ଦିନ ପରେ ଏସ.ପି ଙ୍କର ନିର୍ଧେଶରେ ୬ ଜଣକୁ ଗିରଫ କରିବା ସହିତ ସେମା ନଙ୍କ ପାଖରୁ ୩୦୦୦୦ ଟଙ୍କା,ଏକ କଟର୍ ,ସଂଯୋଗୀ କରଣତାର,୩ ଟି ମୋଟର ସାଇକେଲ ,୩ ମୋବାଇଲ ଫୋନ ,ଏବଂ କିଛି ମଦ ବୋତଲ ଜବତ କରିଥିବର ଏକ ପ୍ରେସ କନଫ୍ରେନ୍ସ ମାଧ୍ୟମରେ ଏସ.ଡି.ପିଓ ରଜନୀକାନ୍ତ ସାମଲ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଦୁର୍ବୁତ୍ତ ମାନେ କାଳିଆ ଦାସ (୩୫) ,ପି --ସ୍ୱର୍ଗତ ରାମଦାସ, 
ବଳରାମ ନାହାକ ଓରଫ ବଳିଆ (୪୫) ,  ହିରଣ୍ୟ 
ଅମୁଲ୍ୟ ରଣା (୨୮) , ପି --ବିଷ୍ଣୁ ରଣା,  
ବିକାଶ ରଣା (୨୦) , ପି --ସର୍ଜନ ରଣା, 
ଗୌତମ ରଣା (୨୮) ,ପି --ଶୁକଦେବ ରଣା ପ୍ରତାପୁର ଗ୍ରାମ ର,  
ରବୀନ କୁମାର ରଣା (୨୫) ପି --ସ୍ୱର୍ଗତ ତାରା ପ୍ରାସାଦ ରଣା, କେବଳ ଶୁକ ଦେବ କୁ ଛାଡି ଅନ୍ୟ 5ଜଣ ଙ୍କ ଘର ଗୋବିନ୍ଦ ପୁର ଗ୍ରାମରେ ଅବସ୍ତିତ |  ଅଭିଯୁକ୍ତ ମାନଙ୍କୁ ଗିରଫ କରି ତଦନ୍ତ କାରି ଅଧିକାରୀ (,ଆଇଓ )ବିପିନ ବିହାରୀ ହୋତାଙ୍କ ତତ୍ୱା ବଧାନ  ରେ ଦୁର୍ବୁତ୍ତ ମାନଙ୍କୁ କୋର୍ଟଫରୱାର୍ଡ଼ କରି ବ୍ରହ୍ମପୁର ଜେଲ କୁ ପଠାଇ ଦିଆ ଗଲା ।

ପୁରୁଷୋତ୍ତମପୁର ଲୋକଙ୍କ ମନରେ ଚର୍ଚା ହେଉଛି କି ଚୋରିହୋଇଥିବା ମୁଖା ଓ ଛତ୍ର କୁ ଏମାନେ ଅଧିକ ଅର୍ଥ ଉପାର୍ଜନ ନିମନ୍ତେ  କୌଣସି ତାନ୍ତ୍ରିକ ସହିତ ହାତମିଶାଇ ନେଇ ନାହାନ୍ତି ତ ? ତେବେ ଅଳଙ୍କାର ସମ୍ପର୍କ ରେ ଏ ପର୍ଯ୍ୟନ୍ତ  ଅଭିଯୁକ୍ତ ମାନେ କୌଣସିଖବର ଦେଇ ନାହାନ୍ତି ବୋଲି ଏସଡି ପିଓ କହିଛନ୍ତି । ଏହା ସହ ଅଞ୍ଚଳ ବାସୀଙ୍କ ଚର୍ଚ୍ଚା କଥା ମଧ୍ୟ  ସତ ହୋଇଛି | କାରଣ ସେମାନେ କହୁଥିଲେ କି ସେବାୟତ ଙ୍କ ବିନା ସହ ଯୋଗ ରେ ଏପରି କାର୍ଯ୍ୟ କିଏ କରିପାରିବ ନାହିଁ  | ତେଣୁ ଆଜି ତାହା ସତ ହୋଇଛି  | ସାମ୍ବାଦିକ ଙ୍କ ପ୍ରଶ୍ନ ଥିଲା ରୁପା ମୁଖା ଓ ଛତ୍ରୀ ଉଦ୍ଧାର ପାଈଁ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଅଣାଯିବକି ଉତ୍ତର ରେ ଏସଡ଼ି ପିଓ  କହିଥିଲେ ଏସପିଙ୍କ ନିର୍ଦ୍ଧେଶ ରେ କାର୍ଯ୍ୟ କରିବୁ ଏବଂ ଦରକାର ହେଲେ ସେମା ନଙ୍କୁ ରିମାଣ୍ଡ ରେଅଣାଯିବକହି ଛନ୍ତି |  ଏହା ଛଡା 1995 ମସିହାରେ ମଧ୍ୟ ମାଆଙ୍କ ଚଳନ୍ତି ପ୍ରତିମା କୁଚୋରମାନେ ଚୋରିକରି ନେଇଯାଇଥିଲେବି  ଏବେ ପର୍ଯ୍ୟନ୍ତ ତାହା ର ତଦନ୍ତ ହୋଇପାରିନାହିଁ କି କାହାକୁ ମଧ୍ୟ ଗିରଫ କରା ଯାଇନାହିଁ | ସେହିଁ ଘଟଣାପୁଣି ଘଟି ଯିବକି ବୋଲି ଲୋକଙ୍କ ଚର୍ଚ୍ଚା କୁ ନୂଆଁ ଏସପି ଶୁଭେନ୍ଦୁ ପାତ୍ର  ଭୁଲ ପ୍ରମାଣିତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ କୁ ଫାରୁ ଆଡ଼  କରି ଜେଲ ହାଜତ କୁ ପଠାଇ ଛନ୍ତି  | ଏହି କାର୍ଯ୍ୟ ରେ ଏସଡ଼ି ପିଓ ଙ୍କ ସହ  ଥାନା ଅଧିକାରୀ  ବିପିନ ବିହାରୀ ହୋତାଓଷ୍ଟାଫ ମାନେ ବହୁତ ସହଯୋଗ କରି ଛନ୍ତି | ତେବେମାଆଙ୍କ ଯେବେ ମୁଖା ଓ ଛତ୍ରୀ ଉଦ୍ଧାର ହୋଇ ଯିବ ସେତେବେଳେ ପୋଲିସ ପ୍ରତି ଲୋକଙ୍କ ଆହୁରି ଭରସା ଓ ବିଶ୍ୱାସ  ବଢ଼ିଯିବ  ବୋଲି ଲୋକମାନେ  ବିଭିର୍ଣ୍ଣ ଖଟିରେ କଥା ବାର୍ତ୍ତା କରୁଥିବାର ଶୁଣି ବାକୁ ମିଳୁଛି  | ଏହାଛଡା  ଆହୁରି ଗୋଟିଏ କଥା ସେମା ନେ ଭାବୁଛନ୍ତି କି ଏହି  ମୁଖା  ଓ ଛତ୍ରୀ କୁ କୌଣସି ତନ୍ତ୍ର ସାଧକ କିମ୍ବା ବାହାର ଦେଶ ଲୋକଙ୍କୁ ଏମାନେ  ଅଧିକ ଅର୍ଥ ପାଈଁ  ବିକି ଦେଇନାହାନ୍ତି ତ  ବୋଲି ସେମାନେ ପ୍ରଶ୍ନ କରିଛନ୍ତି ???
ତେଣୁ ଏସପି ସାର ଯଦି ସେମାନ ଙ୍କୁ ରିମାଇଣ୍ଡ ରେ ଆଣି ପଚାରି ଥାଆନ୍ତେ ତେବେ ଏହି ଚୋରି  ଘଟଣା ର ପୁରା ସତ୍ୟା ସତ୍ୟ ଜଣା ପଡି ଯାଇଥାନ୍ତା  ବୋଲି ମଧ୍ୟ ସେମାନେ କହୁଥିବାର ଶୁଣା ଯାଉଛି  |  ଆହୁରି ଗୋଟିଏ କଥା ସେମାନେ କହୁଛନ୍ତି କି ଜିଲ୍ଲା, ରାଜ୍ୟ ଓ ଦେଶ ବିଦେଶ ରୁ ଆସୁଥିବା ଭକ୍ତ ମାନେ କାହାକୁ ଆଉ ବିଶ୍ୱାସ କରିବେ ସେବାୟତ ଙ୍କୁ ନା  ସୁରକ୍ଷା କର୍ମଚାରୀଙ୍କୁ, ରକ୍ଷକ ହୋଇ ଆଜି ସେମାନେ ଭକ୍ଷକ ସାଜିବେ  | ସେହିଦିନ ଗଣ ମାଧ୍ୟମ ଆଗରେ ରାତ୍ର ଜଗୁ ଆଳି କାଳିଆ କହିଛି କି ସେ ବେଢା ବାହାରେ  ଶୋଇ ଥିଲା ଏହି ବିଷୟ ରେ କିଛି ଜାଣି ନାହିଁ  |କିଛି ସେବାୟତ ମଧ୍ୟ କହିଥିଲେ ପୁର୍ବ ଥର ପରି ବାହାର ଚୋର ଆସି ଏପରି କରିଛି  | ସେବାୟତ ମାନେ ଏପରି କରିବେ ନାହିଁ |  ତେବେ ଭକ୍ତ ମାନେ କାହାକୁ ବିଶ୍ୱାସ କରିବେ  |  ତେଣୁ ସମସ୍ତଙ୍କୁ ଦଣ୍ଡ କେବଳ ସେମାଆ ହିଁ ଦେବେ, ଏହାହିଁ ଚିର ସତ୍ୟ  |

News Comment

You Might Also Like

BACK TO TOP