Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ଭାଈ ଭଉଣୀ ଙ୍କୁ ପାଣିରୁ ଉଦ୍ଧାର କରିବାକୁ ଯାଇ ପ୍ରାଣ ହରାଇଲେ ବଡ଼ ଭଉଣୀ |

13-Nov-2024

ତିନିଭାଈ,ଭଉଣି କୁପୋଖରୀ ରୁ ଉଦ୍ଧାର କରିବାକୁ ଯାଇ ଜଳ ସମାଧି ହୋଇଗଲେ ବଡ ଭଉଣୀ |
------------------------------------
           ଓଡିଶା ଜନମତ  ବ୍ୟୁରୋ ,

ଖଲ୍ଲିକୋଟ : 13/11 ଦୁଇ ଜଣ ଭଉଣୀ ଓ ଜଣେ ସମ୍ପର୍କୀୟ ଭାଇ କୁ ପୋଖରୀ ରୁ ଉଦ୍ଧାର କରିବାକୁ ଯାଇ ସଲିଳ ସମାଧି ହୋଇ ଗଲେ ବଡ ଭଉଣୀ | ମିଳିଥିବା ସୂଚନା ଅନୁଯାଇ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ଗ୍ରାମ କୁ ବ୍ରହ୍ମପୁର ର ରବିରାମ ପ୍ରଧାନ ଙ୍କ ତିନି ଝିଅ ଜେଲିନା 17 ବର୍ଷ, ସେଲିନା 12 ବର୍ଷ ଓ ଏଲିନା 8 ବର୍ଷ ସେମାନଙ୍କ ମଉସା ଜୟ ରାମ ଖୁଣ୍ଟିଆ ଘରକୁ ଆସିଥିଲେ |ତେବେ ଝାଡା ଯିବା ପାଇଁ ଜୟ ରାମ ଖୁଣ୍ଟିଆ ଙ୍କ 9 ବର୍ଷ ର ପୁଅ ଶ୍ରୀହରି ସହ ସଢୁ ଙ୍କ ଦୁଈ ଝିଅ ମଧ୍ୟ ଚିକିଲି ଗ୍ରାମର ରାଗିଆ ପୋଖରୀ କୁ ଯାଇ ଥିଲେ |ତେବେ  2 ଝିଅ  ସହିତ ନାବାଳକ ପୋଖରୀ ରେ ଶୌଚ କରୁଥିବା ବେଳେ ଉକ୍ତ ତିନି ଜଣ ପିଲାଙ୍କ ଗୋଡ଼ ଖସି ଯାଇଥିଲା |ଫଳରେସେମାନେ ପୋଖରୀ ର ଗଭୀର ଜଳ ରେ ଭାସି ଯାଉଥିବା ଦେଖି ବଡ଼ ଭଉଣୀ ଜେଲିନା ନିଜ ଜୀବନ କୁ ବାଜି ଲଗାଇ ପୋଖରୀ କୁ  ଲମ୍ଫ ପ୍ରଦାନ କରି ଗାଁଲୋକଙ୍କ ସାହାଯ୍ୟରେ ଦୁଇ ଭଉଣୀ ଓ ମଉସା ପୁଅ ଭାଇ କୁ ଉଦ୍ଧାର କରିବା ବେଳେ ବଡ ଭଉଣୀ ଜେଲିନା ର ଗୋଡ଼ ପୋଖରୀ ପାଣି ରୁ ବାହାରି ପାରି ନଥିବା ଯୋଗୁଁ ଅଣ ନାଶ୍ୱାସୀ ହୋଇ ପ୍ରାଣ ହରାଇ ଜଳ ସମାଧି ହୋଇ ଯାଇ ଥିଲେ | ତେବେ ସମସ୍ତଙ୍କୁ ତତକ୍ଷଣାତ ଖଲ୍ଲି କୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିଛା ପାଇଁ ଭର୍ତ୍ତି କରା ଯିବା ପରେ ଡାକ୍ତର ଜେଲିନା ଙ୍କୁ ମୃତ ଘୋଷଣା କରିଥିଲେ |ସେହିପରି ଗୁରୁତର ଅବସ୍ଥା ରେ ସେଲିନା ଓ ଶ୍ରୀହରି କୁ ଚିକିଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିଛା ପାଇଁ ଭର୍ତ୍ତି କରିଥିଲେ |ତେବେ ଡାକ୍ତର ଙ୍କ ଉଦ୍ୟମ ପରେ ଉଭୟ ସେଲିନା ଓ ଶ୍ରୀହରି ବିପଦମୁକ୍ତ ଥିବା ଡାକ୍ତର ପ୍ରକାଶ କରିଛନ୍ତି |ପୋଲିସ ସବ କୁ ଜବତ କରି ଏକ ଅପମୃତୁ ମାମଲା  ରୁଜ୍ଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ପ୍ରକାଶ | ଏହି ଦୁଖଃଦଘଟଣା ପରେ ଚିକିଲି ଗ୍ରାମରେ ଶୋକ ର ଛାୟା ଖେଳାଇ ଯାଇଛି  |

News Comment

You Might Also Like

BACK TO TOP