Breaking News

ବୁଗୁଡ଼ା ବ୍ଲକ ଅଙ୍ଗନ ୱାଡି କର୍ମୀ ସମ୍ମିଳନୀ |    (23-Dec-2024)       ||      ପୋଲସରା ଏନଏସିରେ ଚଞ୍ଚକତା କରି ଧନିବ୍ୟକ୍ତି ପାଇଛନ୍ତି ଆବାସ ଯୋଜନା |    (23-Dec-2024)       ||      ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||     

ଜମି ବାଡ଼ି କୁ କେନ୍ଦ୍ର କରି ବଡ଼ ଭାଇକୁ ହତ୍ୟା କଲା ସାନ ଭାଈ |

13-Nov-2024

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ, 
(ଭାଉଜ କୁ ମଧ୍ୟ ବିଲରେ ବିଷ ଦେଇ ହତ୍ୟା କରିଥିବା ସନ୍ଦେହ )

              ଓଡିଶା  ଜନମତ  ବ୍ୟୁରୋ,

 ତା --୧୩/୧୧/୨୪ --ସମ୍ପତି ପାଖରେ ତୁଛ ହୋଇଯାଉଛି  ମାନବିକତା, ଏବଂ ନୃଶଂସ ହୋଇ ଯାଇ ଅପରାଧ କରି ବାକୁ ପଛାଉନାହିଁ,ନିଜ ମାଆ ପେଟରୁ ଜନ୍ମ ହୋଇ ଥିବାରକ୍ତ ସମ୍ପର୍କ ଭାଇ |  
ସାମାନ୍ୟ ଜମି ବିବାଦକୁ ନେଇ ଗୋଟିଏ ମା ପେଟରୁ ଜନ୍ମ ହୋଇଥିବା ବଡ ଭାଇକୁ ହତ୍ୟା କଲା ସାନ ଭାଇ l ଏବଂ ଭାଉଜ କୁ ବିଷ ଦେଇ ହତ୍ୟା କରିଛି ବୋଲି ଜଣା ପଡିଛି I ଭାଉଜ ବିଷ ପାନ କରୁଥିବାରୁ ପ୍ରଥମେ ଆସ୍କା ମେଡିକାଲ ତା ପରେ ବ୍ରହ୍ମପୁର ଯିବା ବାଟ ରେ ଭାଉଜ ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି I ବଡ ଭାଇ ଭାଉଜ ଜମିରେ କାମ କରୁଥିବା ବେଳେ ଦୁର୍ଦ୍ଦାନ୍ତ ସାନ ଭାଇ ଭାଉଜକୁ ମାଡମାରି ତଳେ ପକେଇ ବିଷ ପିଆଇ ଦେବାରୁଦେଖି ବଡ଼ ଭାଇ ଏହାକୁ ବିରୋଧ କରିବାରୁ  ସାନ ଭାଇ ତାଙ୍କ ପୁଅ ଓ ସ୍ତ୍ରୀ ସହିତ ମଶି ବଡ ଭାଇର ତଣ୍ଟିକୁ କାଟିଦେଇ ଥିଲେ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚା ୟତ ସମେଇଗୁଡ଼ା ଗ୍ରାମରେ।
ଘଟଣାଟି ଘଟିଛି କେ. ଭରତ ପଲ୍ଲୀ ଓ ସମେଇ ଗୁଡ଼ାରରାସ୍ତା ଠାରୁ ଅନିତ ଦୂରରେ ଥିବା ଜମି ଭିତରେ l

ରକ୍ତର ସମ୍ପର୍କ ଯେ ସମ୍ପତ୍ତି ପାଇଁ ଜୀବନ ନେଇଯିବ ଏକଥାକୁ ବିଶ୍ୱାସ କରି ପାରୁ ନାହାଁନ୍ତି ଗାଁ ଲୋକେ l  ଗତ କିଛି ମାସ ହେଲା ମୃତ ରାଜୁ ପାତ୍ରଙ୍କୁ ମିଶେଇ ଚାରି ଭାଇଙ୍କ ଜମି କେ. ଭରତ ପଲ୍ଲୀ ଠାରେ ରହି ଥିଲା l ଉକ୍ତ ଜମିର ଭାଇ ଭାଗ ବଣ୍ଟା ପରଠୁ ବଡ ଭାଇ ରାଜୁ ପାତ୍ର ସହ ସାନ ଭାଇ ଭୋବିନି ପାତ୍ର ସହ ତିକ୍ତତା ଲାଗି ରହିଥିଲା l ବିଶେଷ କରି ଜମିରେ ପାଣି ମଡାକୁ କେନ୍ଦ୍ର କରି ବଚସା ହୋଇଥଲା l ପୂର୍ବ ପ୍ରସ୍ତୁତି ପ୍ରକାରେ ସାନ ଭାଇ ଭୋବିନି ତାଙ୍କ ପୁଅ ପପୁନ ପାତ୍ର ଓ ତାଙ୍କ ସ୍ତ୍ରୀ ମିଶି ଏହି ହତ୍ୟା କାଣ୍ଡ ଘଟାଇଛନ୍ତି | ଘଟଣା ସ୍ଥଳ ରେ ଆସ୍କା ଥାନା ପୋଲିସ ପହଂଚି ତଦନ୍ତ କରି, ଶବ ବ୍ୟବଛେଦ ପାଈଁ ପଠାଇଦେଇଛି | ଆସାମୀ ସେହିଁ ସ୍ଥାନ ଛାଡି ଚାଲି ଯାଇଥିବାରୁ  ପୋଲିସ ସେମାନଙ୍କୁ ଧରିବା ପାଈଁ  ସମସ୍ତ ଚେଷ୍ଟା ଜାରି ରଖିଛି  |

News Comment

You Might Also Like

BACK TO TOP