Breaking News

ମାଳ ଦ୍ୱୀପ ରେ ଫସିଥିବା ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିବାଜୁ ପ୍ରଶାସନ ଙ୍କୁ ଅନୁରୋଧ |    (23-Dec-2024)       ||      ମାରଦା ମହୋତ୍ସବ ପାଈଁ ଶୁଭଖୁଣ୍ଟି ସ୍ଥାପନ |    (23-Dec-2024)       ||      କରଚୁଲି ଶିଶୁମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ |   (23-Dec-2024)       ||      ନୂଆଁ ବର୍ଷରୁ ମାସିକିଆ ମିଳିବ ରାସନ ||   (23-Dec-2024)       ||      ପୋଲସରା ହାତୀଓଟ ଆଦର୍ଶ ବିଦ୍ୟାଳୟ ର 3ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ |   (23-Dec-2024)       ||      ବୁଗୁଡ଼ା ବ୍ଲକ ଅଙ୍ଗନ ୱାଡି କର୍ମୀ ସମ୍ମିଳନୀ |    (23-Dec-2024)       ||      ପୋଲସରା ଏନଏସିରେ ଚଞ୍ଚକତା କରି ଧନିବ୍ୟକ୍ତି ପାଇଛନ୍ତି ଆବାସ ଯୋଜନା |    (23-Dec-2024)       ||      ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||     

ସୋରଡ଼ା ଆଇନ ଯିବି ଦେୱାନୀ କୋର୍ଟ ର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ||

13-Nov-2024

ସୋରଡ଼ା ଆଇନଜିବି ସଙ୍ଘ ଦେୱାନୀ ଅଦାଲତ ର ପ୍ରଥମ ବାର୍ଷିକ ଉତ୍ସବ ପାଳନ |

               ଓଡିଶା  ଜନମତ  ବ୍ୟୁରୋ,

ସୋରଡ଼ା ଠାରେ ଆଇନଯିବୀ ସଙ୍ଘ ଆନୁକୁଲ୍ୟରେ ଦେୱାନୀ ଅଦାଲତ ଆରମ୍ଭ ହେବାର ଏକ ବର୍ଷ ପୁର୍ତ୍ତି ଅବସରରେ, ଦେୱାନି ଅଦାଲତର ବାର୍ଷିକ ଉତ୍ସବ ଆଇନଜୀବୀ ସଂଘ ର ସମ୍ମିଳନୀ କକ୍ଷରେ ପ୍ରଥମ ବାର୍ଷିକ ଉତ୍ସବ ପାଳନ କରା ଯାଇଛି | ଏହି ଉତ୍ସବ ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେସଂଘ ସଭାପତି ଶିବପ୍ରସାଦ ବାହିନୀ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଏହି ଉତ୍ସବ ରେ ସୋରଡ଼ା ର ନବନିର୍ବାଚିତ ବିଧାୟକ ନୀଳମଣି ବିଷୋୟୀ ଙ୍କୁ ଆଇନଜୀବି ସଙ୍ଘତରଫରୁ ପ୍ରଥମ ଥର ସମ୍ବୋର୍ଦ୍ଧିତକରିବା ସହ ଏକ ଆଇନ ଗ୍ରନ୍ଥାଗାର ଓ ସଙ୍ଘ ର ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ର ସୁବନ୍ଦୋବସ୍ତ ପାଇଁ ଦାବି ରଖିଥିଲେ |

ସୋରଡ଼ା ଆଇନଜୀବୀ ସଂଘ ର ` ଆଇନଜୀବୀ କଲ୍ୟାଣ ପାଣ୍ଠି ` ର ଉଦ୍ଘାଟନ ବିଧାୟକ କରିବା ସହ ସଙ୍ଘ ର ସମସ୍ତ ସଦସ୍ୟ ଙ୍କୁ ପ୍ରମାଣ ପତ୍ରବଣ୍ଟନ କରିଥିଲେ |
ଏହି ସମୟରେ ରେ ସଙ୍ଘ ସଭାପତି ଶିବପ୍ରସାଦ ବାହିନୀ ପତି, ସମ୍ପାଦକ କାଳିଚରଣ ପାଢ଼ୀ, ଆଇନଜୀବୀ କଲ୍ୟାଣ ପାଣ୍ଠି ର ଅଧ୍ୟକ୍ଷ ପ୍ରଭାତ ପାଢ଼ୀ ଓ ଭଞ୍ଜନଗର  ଆଇନଯିବୀ ସଂଘ ର ସଭାପତି ବରିଷ୍ଠ ଆଇନଜୀବି  ଭଗବାନ ମୁନି ତଥା ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମ୍ପାଦକ  ଶ୍ରୀ କାଳୀ ଚରଣ ପାଢ଼ୀ  ଧନ୍ୟ ବାଦ୍ ଅର୍ପଣ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ l

News Comment

You Might Also Like

BACK TO TOP