Breaking News

ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||      ଯୋଗାଣ ସହାୟକ ନିଯୁକ୍ତି ରେ ଆଦିବାସୀ ଙ୍କୁ ପ୍ରାଥମିକତା ଦେବା ପାଈଁ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ |    (20-Dec-2024)       ||     

ଖଲ୍ଲିକୋଟ ଅଞ୍ଚଳ ରେ 22 ଟକିଆ ହାତୀପଲ ଙ୍କ ଉପଦ୍ରଵ |

30-Nov-2024

ଖଲ୍ଲିକୋଟ ଅଞ୍ଚଳ ରେ 22 ଟିକିଆ ହାତୀ ପଲ ଙ୍କ ଉପଦ୍ରଵ, ଏକର ଏକର ଧାନ ଚାଷ  ଧ୍ବଂସ, ବାରହା ମୁଁହ ରୁ ବର୍ତ୍ତୀ ଥିବା ଧାନ ଫସଲ ହାତୀ ମୁହଁରେ ଗଲା, କ୍ଷତି ପୂରଣ ପାଇଁ ଆନ୍ଦୋଳନ କୁ ଓଲ୍ହାବେ ଚାଷୀ |

         ଓଡିଶା ଜନମତ  ବ୍ୟୁରୋ ,

ଖଲ୍ଲିକୋଟ ; 30/11 ଗତ ଦୁଇ ଦିନ ହେଲା ଖୋର୍ଦ୍ଧା ଅଞ୍ଚଳ ରୁ ଆସି ଖଲ୍ଲିକୋଟ ବନାଞ୍ଚଳ ର ଭାଲେରି ପାହାଡ଼ ଦେଇ ପ୍ରବେଶ କରି ଉପଦ୍ରଵ କରିବା ଫଳରେ ଖଲ୍ଲିକୋଟ ବ୍ଲକ ରେ ପ୍ରବେଶ କରି ବ୍ଲକ ର ଖୋଜାପଲ୍ଲୀ, ଭିକ|ପଡା ଓ ବାଦ ପଲ୍ଲୀ ପଂଚାୟତ ର କମାର ସିଙ୍ଗି ରେ ଥିବା ଆଇତି ପୁର ଗ୍ରାମର ଶତାଧିକ ଏକର ଧାନ ଫସଲ ଖାଇବା ସହ ପାଦରେ ଦଳି ନଷ୍ଟ କରିବା ଫଳରେ ଚାଷୀ ମାନଙ୍କ ର ଗୋଟିଏ ବର୍ଷ ର କଷ୍ଟ ଅର୍ଜିତ ଖାଦ୍ୟ କୁ ହରାଇଥିବା ଚାଷୀ ମାନେ ଦୁଃଖ ଓ ନୈରାଶ୍ୟ ର ପ୍ରକାଶ କରିଛନ୍ତି |22 ଟିକିଆ ହାତୀ ପଲ ଙ୍କ ମଧ୍ୟ ରୁଏବେବି  କିଛି ଅମାନିଆ ହାତୀରହିଯାଇ ଥିବା ପ୍ରତ୍ୟକ୍ଷ ଦର୍ଶୀ ଗ୍ରାମ ବାସୀ ମାନେ ପ୍ରକାଶ କରିବା ସହ ଚାଷ ଜମି କୁ ଯିବାକୁ ଭୟ କରୁଛନ୍ତି |ହାତୀ ଙ୍କ ବିଚରଣ ପାଇଁ ଗ୍ରାମ ଗୁଡିକ ରେ ବିଦ୍ୟୁତ କାଟ ହେବା ସାଙ୍ଗକୁ ହାତୀ ଭୟରେ ଗ୍ରାମବାସୀ ମାନେ ସନ୍ଧ୍ୟା ରୁ ତାଟି କବାଟ ପକାଇ ଘରେ ରହୁଥିବା  ପ୍ରକାଶ |ହାତୀ ପଲ ବାଦ ପଲ୍ଲୀ ପଂଚାୟତ ର କିଛି ଗ୍ରାମରେ ଜହ୍ନା ଓ କଦଳୀ ଚାଷ କୁ ନଷ୍ଟ କରିଥିବା ଗ୍ରାମ ବାସୀମାନେ ପ୍ରକାଶକରିଛନ୍ତି |  ଭିକାପଡା ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲ ରେ ଥିବା ଧାନ ଜମି ମାନଙ୍କ ରେ ହାତୀ ପାଦ ଚିହ୍ନ ସାଙ୍ଗକୁ ହାତୀ ମାନେ ଝାଡା ଫେରି ଥିବା ଦେଖିବାକୁ ମିଳିଛି |ଭିକ|ପଡାଗ୍ରାମରନୀଳବାରିକ ନାମକ ଜଣେ ମହିଳା ଚାଷୀ  ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ତାର ଧାନ ଫସଲ କୁ ହାତୀ ଉଜାଡି ଦେଇ ଥିବାରୁ ପରିବାର ର ଏକ ବର୍ଷ ଦାନା ନେଇ ଚିନ୍ତା ରେ ଥିବା ପ୍ରକାଶ କରିଥିଲା |ମହିଳା ଚାଷୀ ଚନ୍ଦ୍ରମା ସାହୁ ପୁରୁଷ ଚାଷୀ ନୀତିଆ ସାହୁ, ବାନାମ୍ବର ପ୍ରଧାନ ପ୍ରମୁଖ ସେମାନଙ୍କ ବହୁ ଏକର ଧାନ ଫସଲ କୁ ହାତୀ ପଲ ଖାଇ ନଷ୍ଟ କରି ଥିବା ପ୍ରକାଶ କରି ଆବଶ୍ୟକ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି |ତେବେ କ୍ଷତି ଅନୁଯାୟୀ ସରକାର କ୍ଷତି ଭରଣା ନ କଲେ ଚାଷୀ ମାନେ ଆନ୍ଦୋଳନ କୁ ଓଲ୍ହା ଇବେ ବୋଲି ସୂଚନା ଦେଇ ଛନ୍ତି |   କ|ରଣ ବାରହା ମୁଁହ ରୁ ବର୍ତ୍ତୀ ଥିବା ଧାନ ଫସଲ କୁ ହାତୀ ମୁଁହ ରେ ଗଲା ବୋଲି ଚାଷୀ ମାନେ ଖେଦକ୍ତି ପ୍ରକାଶ କରିଛନ୍ତି | ଏ ସମ୍ପର୍କ ରେ ଖଲ୍ଲିକୋଟ ରେଞ୍ଜ ଅଫିସର  ଏ ସି ଏଫ ଦିବ୍ୟ ଶଙ୍କର ବେହେରା ଙ୍କ ସହ ଯୋଗା ଯୋଗ କରିବାରେ ହାତୀ ଙ୍କ ଗତିବିଧି ଜାଣିବା ପାଇଁ ପାଞ୍ଚ ଗୋଟି ଟିମ ଗଠନ କରି ହାତୀ ଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଚାଲିଛି | ବର୍ତମାନ ହାତୀ ପଲ ବେଗୁନିଆପଡା  ବ୍ଲକ ର ସାହାଖୋଲ ଜଙ୍ଗଲ ରେ ଅଛନ୍ତି ପୁନର୍ବାର ହାତୀ ପଲ ନାରାୟଣୀ ନିକଟରେ ଥିବା ଭାଲେରି ପାହାଡ଼ ଦେଇ ଫେରିବାର ସମ୍ଭାବନା ଅଛି ତେଣୁ ସେମାନଙୁ ନିଆଁ ହୁଳା ଓ ବାଜା ବଜାଇ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଘଉଡ଼ାଇବା କାମରେ ଲାଗିଛନ୍ତି ବୋଲି ପ୍ରକାଶ କରିଛନ୍ତି |ଚାଷୀ ଙ୍କ କ୍ଷତି ପୂରଣ ବାବଦ ରେ ସୂଚନା ଦେଇ ଅନୁକମ୍ପା ଆପ ମାଧ୍ୟମ ରେ ଆବେଦନ କଲେ ଅର୍ଥ କରି ଫସଲ ପାଇଁ 25 ହଜାର ଓ ଧାନ ଓ ଅନ୍ୟାନ୍ୟ ଚାଷ ପାଇଁ 20 ହଜାର ପ୍ରଦାନ କରିବା ର ବ୍ୟବସ୍ଥା ଥିବା ସୂଚନା ଦେଇଛନ୍ତି |

News Comment

You Might Also Like

BACK TO TOP