Breaking News

ପୋଲସରା ଏନଏସିରେ ଚଞ୍ଚକତା କରି ଧନିବ୍ୟକ୍ତି ପାଇଛନ୍ତି ଆବାସ ଯୋଜନା |    (23-Dec-2024)       ||      ସମବାୟ ମନ୍ତ୍ରୀ ଦେଲେ ସୂଚନା, ଧାନ ନଷ୍ଟ ହେଲେ ଚାଷୀ ଙ୍କୁ ମିଳିବ କ୍ଷତି ପୂରଣ |    (22-Dec-2024)       ||      ଅଦିନିଆ ବର୍ଷା ପାଣି ପଶି କଟାଯାଇଥିବା ଧାନ, ପରିବାଚାଷ କ୍ଷତିଗ୍ରସ୍ତ |    (22-Dec-2024)       ||      ପୁରୁଷୋତ୍ତମପୁର ସରସ୍ବତୀ ଶିଶୁମନ୍ଦିର ରେ ଜାତୀୟ ଗଣିତ ଦିବସ ଓ ମାତୃ କର୍ମଶାଳା ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର 27ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (22-Dec-2024)       ||      ବୁଗୁଡ଼ା ନିୟୁ ଏରା ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |   (22-Dec-2024)       ||      ବୁଗୁଡ଼ା ପିପୁଲସ ହାଇସ୍କୁଲ ର 1992 ମାଟ୍ରିକ ବ୍ୟାଚ ଛାତ୍ର ଙ୍କ ପ୍ରଥମ ବନ୍ଧୁ ମିଳନ |    (22-Dec-2024)       ||      ଖଲ୍ଲିକୋଟ କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ |    (22-Dec-2024)       ||      ଲଗାଣ ବର୍ଷା ରେ ଚାଷୀ ବେହାଲ |    (21-Dec-2024)       ||      ପାଟ ଖଣ୍ଡା ପବ୍ଲିକ ସ୍କୁଲ ରେ 27ତମ ବାର୍ଷିକ କ୍ରୀଡା ଉଦଯାପିତ |   (21-Dec-2024)       ||      ବାଲିଗୁଡା କାଳୀ ମନ୍ଦିର ଠାରେ ଜଳିଗଲା କ୍ରିଷ୍ଣା ଘରୋଇ ବସ |    (21-Dec-2024)       ||      ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |    (21-Dec-2024)       ||      କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବୀ କଲେ ଆସ୍କା ସାଂସଦ |   (21-Dec-2024)       ||      ଲୋକସଭା ର ସରିଲା ଶୀତ ଅଧିବେଶନ ||   (21-Dec-2024)       ||      ଉତ୍ତମ ସେବା ପାଈଁ ଜରଡ଼ା ଥାନା ଷ୍ଟାଫ ଏସପି ଙ୍କ ଠାରୁ ସମ୍ବର୍ଦ୍ଧିତ ||   (20-Dec-2024)       ||      ବୁଗୁଡ଼ା ଅଞ୍ଚକ ରେ ଲଗାଣ ବର୍ଷା ରେ କଟା ଧାନ ଫସଲ ନଷ୍ଟ |    (20-Dec-2024)       ||      ବାଲିଗୁଡା ଥାନା କୁଟିକିଆ ଅଞ୍ଚଳ ରୁ 120 ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ |   (20-Dec-2024)       ||      ଜିଲ୍ଲା ଶିକ୍ଷା ବିଭାଗ ର ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗ ର ବୈଠକ ଅନୁଷ୍ଠିତ |   (20-Dec-2024)       ||      ଦଣ୍ଡପଦର ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ |    (20-Dec-2024)       ||      ପୁରୁଷୋତ୍ତମପୁର ଏନଏସି ବୈଠକ ହଲ ରେ ସପ୍ତମ କାଉନ ସିଲ ବୈଠକ ଅନୁଷ୍ଠିତ |    (20-Dec-2024)       ||     

ପୁରୁଷୋତ୍ତମପୁର ଥାନା ରେ ନୂତନ ଆଇ ଆଇ ସି ଙ୍କ ଯୋଗ ଦାନ |

22-Nov-2024

ନୂତନ ଆଇ ଆଇ ସି ରାଜେଶ କୁମାର ନାୟକ ଙ୍କ ପୁରୁଷୋତ୍ତମପୁର ଥାନା ରେ ଯୋଗ ଦାନ  |

     ଓଡିଶା ଜନମତ, ଶୁଭଙ୍କରି ଦାଶ, 

22 /11/---  ପୁରୁଷୋତ୍ତମପୁର ଥାନାରେ ପୂର୍ବରୁ ଥିବା ଆଇ ଆଇ ସି ଥିବା  ବିପିନ ବିହାରୀ ହୋତା ଙ୍କ ଭୁବନେଶ୍ୱର  କମିଶନର ରେଟ କୁ ବଦଳି ହୋଇ  ଯାଇଥିବା  ବେଳେ ତାଙ୍କରି  ସ୍ଥାନର  ନୂତନ ଆଇଆଇସି ଭାବେ ରାଜେଶ କୁମାର ନାୟକ ଆସି  ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ଗାଙ୍ଗପୁର ଥାନାରେ ଆଇ ଆଇସି ଭାବେ କାର୍ଯ୍ୟ କରୁଥିଲେ ।  ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇ ଛୁଟିରେ ଯାଉଥିବା ସେ ସମସ୍ତଙ୍କୁ ସୂଚନା ପ୍ରଦାନ   କରିଛନ୍ତି  |  ନୂଆଁ ଆଇ ଆଇ ସି ଥାନା ରେ ଯୋଗ ଦେବା ପରେ   ପୁରୁଷୋତ୍ତମପୁର  ଅଞ୍ଚଳ ର ଲୋକ ମାନଙ୍କ ଯେପରି କୌଣସି କ୍ଷେତ୍ର ରେ ଟିକେ ବିଅସୁବିଧା ନ ହେବ ଏବଂ ସେମାନେ ଯେପରି  ସବୁ ସମୟରେ ନ୍ୟାୟ ପାଇ ପାରିବେ ତା ଉପରେ  ସହ ଯୋଗ କରିବା ସହ  ମହିଳା ମାନଙ୍କୁ ଯିଏ ଅସମ୍ମାନ କରିବ, ତା ବିରୁଦ୍ଧ ରେଦୃଢ଼ କାର୍ଯ୍ୟନୁ ଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି  | ଏହା ସହ ଅଞ୍ଚଳ ରେ ଚୋରୀ, ଡକାୟତି, ଦୁଷ୍କର୍ମ,  ହତ୍ୟା, ରାହାଜାନି କରୁଥିବା ବ୍ୟକ୍ତି, ବିଶେଷ ଙ୍କୁ ଉପଯୁକ୍ତ ଦଣ୍ଡ ଦେବେ ବୋଲି କହିଛନ୍ତି  | ସମସ୍ତଙ୍କୁ ନେଇ ବିଶେଷ କରି ବରିଷ୍ଟ ନାଗରିକ  ବ୍ୟକ୍ତି ମାନଙ୍କୁ ପ୍ରାଥମିକତା ଦେବା ମୋର ପ୍ରଥମ ଲକ୍ଷ୍ୟ ରହିଛି I ଏଥିପାଇଁ ସମସ୍ତବ୍ୟକ୍ତି ଙ୍କ  ସହଯୋଗ କାମନା କରି ଛନ୍ତି |

News Comment

You Might Also Like

BACK TO TOP